ଦେଶ- ବିଦେଶ

ବୟସ ବଢ଼ୁଛି କିନ୍ତୁ ବିବାହରେ ହେଉଛି ବିଳମ୍ବ, ତେବେ ଥରେ ଏହି ଉପାୟକୁ ଆପଣେଇ ଦେଖନ୍ତୁ

ଆପଣ ନିଜର ବିବାହର ବିଳମ୍ବକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି। ଏଥିପାଇଁ ଆପଣ ଅନେକ ଉପାୟ ମଧ୍ୟ ଆପଣାଉଛନ୍ତି। ଅନେକ ଜ୍ୟେତିଷଙ୍କ ପରାମର୍ଶ ମଧ୍ୟ ନେଲେଣି କିନ୍ତୁ କୌଣସି ଶୁଭଫଳ ମିଳୁନାହିଁ। ତେବେ ଆଜି ଆମେ ଏକ ଉପାୟ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ଥରେ ଆପଣେଇ ପରିଣାମ ଦେଖନ୍ତୁ।

ଖାଦ୍ୟରେ ଏବଂ ଚା’ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଉଥିବା ଅଳେଇଚ ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଅଳେଇଚକୁ ରୋଷେଇ କାଯ୍ୟର୍ ଏବଂ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଅଳେଇଚ ଆପଣଙ୍କର ଅନେକ ସମସ୍ୟାକୁ ମଧ୍ୟ ସମାଧାନ କରିପାରିବ।

-ପ୍ରାୟ ସମସ୍ତଙ୍କୁ ଚା’ରେ ଅଳେଇଚ ପଡିଲେ ଭଲ ଲାଗିଥାଏ। ଆପଣ ତାଙ୍କୁ ଚା କିମ୍ବା କ୍ଷୀରରେ ଅଳେଇଚ ମିଶାଇ ଆପଣ ପସନ୍ଦ କରୁଥିବା ଲୋକଙ୍କୁ ଦେଇପାରିବେ ଦେଖିବେ ଆପଣ ପସନ୍ଦ କରୁଥିବା ବ୍ୟକ୍ତି ଆପଣଙ୍କୁ ନିଶ୍ଚୟ ଭଲ ପାଇବେ।

-ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଛି ତେବେ ଶୁକ୍ଳ ପକ୍ଷ ପ୍ରଥମ ଗୁରୁବାର ଦିନ ଏହାକୁ ପ୍ରୟୋଗ କରିପାରିବେ। ମନ୍ଦିରରେ ଗୁରୁବାର ଦିନ ଦୁଇ ସବୁଜ ଅଳେଇଚକୁ ପାଞ୍ଜ ପ୍ରକାର ମିଠା ଏବଂ ଶୁଦ୍ଧ ଘିଅର ଦୀପ ସହିତ ଜଳ ଅର୍ପଣ କରନ୍ତୁ। ଯଦି ନାରୀ ତେବେ ଗୁରୁବାର ଦିନ ଏବଂ ପୁରୁଷ ହୋଇଥିଲେ ଶୁକ୍ରବାର ଦିନ ଏହି ଉପାୟକୁ କରନ୍ତୁ।

-ଶୁକ୍ଳପକ୍ଷ ପୂର୍ବରୁ ଗୁରୁବାର ଦିନ ସୂଯ୍ୟର୍ାସ୍ଥର ଠିକ ଅଧା ଘଣ୍ଟା ପୂର୍ବରୁ ବର ଗଛର ପତ୍ରରେ ଅଲଗା ଅଲଗା ମିଠା ତଥା ଦୁଇ ଛୋଟ ଅଳେଇଚ ଓସ୍ତ ଗଛ ତଳେ ଶ୍ରଦ୍ଧା ମନରେ ରଖନ୍ତୁ ଏବଂ ନିଜର ଭାବନାକୁ ସ୍ମରଣ କରନ୍ତୁ। ଏହି ଉପାୟକୁ କରିବା ପରେ ଘରକୁ ଆସିବା ସମୟରେ ପଛକୁ ଚାହିଁ ଦେଖନ୍ତୁ ନାହିଁ। ଏହିଭଳି ତିନି ଥର ଗୁରୁବାର ଦିନ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button