ମନୋରଞ୍ଜନ

ଶୁକ୍ରବାର ଦିନ ସବୁଠାରୁ ଅଧିକ ହୋଇଥାଏ ବ୍ରେକଅପ୍, ଜାଣନ୍ତୁ କଣ କହୁଛି ରିପୋର୍ଟ

ରିଲେସନସିପରେ ବ୍ରେକଅପ କେବେବି ଏବଂ କେଉଁଠି ବି ହୋଇପାରେ। କିନ୍ତୁ ଏକ ଷ୍ଟଡି ଅନୁସାରେ ବ୍ରେକଅପକୁ ନେଇ ଏକ ଆଶ୍ଚର‌୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଷ୍ଟଡିରେ ବ୍ରେକଅପକୁ ନେଇ ଏକ ଖୁଲାସା କରାଯାଇଛି, ଯାହା ଆପଣଙ୍କୁ ଆଶ୍ଚର‌୍ୟ୍ୟ କରିଦେବ। ଏହି ସର୍ଭେ ଏକ ଡେଟିଂ ୱେବସାଇଟ ଦ୍ବାରା କରାଯାଇଛି। ଯେଉଁଥିରେ ହଜାର ଲୋକ ସାମିଲ ଥିଲେ।

ଷ୍ଟଡି ଅନୁଯାୟୀ ସମସ୍ତଙ୍କୁ ପ୍ରେମରେ ଧୋକା ଶୁକ୍ରବାର ଦିନ ହିଁ ମିଳିଥାଏ। ଏହା ଏହି ରିପୋର୍ଟରୁ ମିଳିଛି। ଏହି ଷ୍ଟଡିରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଆପଣଙ୍କ ସାଥି ଶୁକ୍ରବାର ହିଁ ବାହାନା କରୁଥିବେ ତେବେ ଏହି କଥାର ବହୁତ ସମ୍ଭାବନା ଥାଏ ଯେ ସେ ଆପଣଙ୍କୁ ଧୋକା କରିବାକୁ ଯାଉଛନ୍ତି। ପ୍ରାୟ ୭୪ ପ୍ରତିଶତ ଲୋକ ଏହାକୁ ମାନିଥାନ୍ତି।

loveସେହି ଷ୍ଟଡିର ଜଣେ ପ୍ରବକ୍ତା କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଲା ଯେ ଧୋକା ଦେଉଥିବା ମଣିଷର ଏହା ଅଭ୍ୟାସ ଅଟେ। ଯେଉଁ ଲୋକ ସାଥିଙ୍କୁ ଧୋକା ଦେଇଥାନ୍ତି ସେ ନିଜର ଲାଇଫଷ୍ଟାଇଲକୁ ସବୁବେଳେ ମାନିଥାନ୍ତି।

ଏହି ସର୍ଭେରେ ଏହା ଜଣାପଡିଛି ଯେ ଚିଟିଙ୍ଗ ପାର୍ଟନର ନିଜ ସାଥିଙ୍କୁ ସପ୍ତାହରେ ଦୁଇ ଥର ଦେଖିବାକୁ ଚାହିଁଥାନ୍ତି। ସାଥିଙ୍କ ପାଇଁ ମଙ୍ଗଳବାର ଦିନ ଲଭରଙ୍କ ସହିତ ସମୟ ବିତାଇବା ଦ୍ବିତୀୟ ବିକଳ୍ପ ହୋଇଥାଏ। ୬୪ ପ୍ରତିଶତ ଲୋକ ଏମିତି ହିଁ କରିଥାନ୍ତି। ଯଦି ସେ ଧରାପଡନ୍ତି ନାହିଁ ତେବେ ସେ ଏହି ଲାଇଫଷ୍ଟାଇଲକୁ ଫଲୋ କରିଚାଲିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button