ମନୋରଞ୍ଜନ

Anubhav Mohanty ଙ୍କ ବଡ ଭାଇଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ବର୍ଷା ଙ୍କ ଠାରୁ ବି ଅଧିକ ସୁନ୍ଦରୀ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ତଥ୍ୟ ସମ୍ବନ୍ଧରେ ଜଣାଇବୁ ଯାହା ଆପଣ ଆଗରୁ ହୁଏତ ଜାଣି ନଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଙ୍କ ବଡ଼ ଭାଇ ଙ୍କ ସ୍ତ୍ରୀ ଙ୍କ ସମ୍ବନ୍ଧରେ । ସୂଚନା ଅନୁସାରେ ଏହା ଶୁଣିବାକୁ ମିଳେ ଯେ ଅନୁଭବ ଙ୍କ ବଡ଼ ଭାଇ ଙ୍କ ସ୍ତ୍ରୀ ଦେଖିବାକୁ ବର୍ଷା ଙ୍କ ଠାରୁ ବି ସୁନ୍ଦର । ତେବେ ଏହି କଥା ରେ କେତେ ଦୂର ସତ୍ୟତା ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅନୁଭବ ଙ୍କ ବଡ଼ ଭାଇ ଅନୁପ୍ରାସ ମହାନ୍ତି ଅଟନ୍ତି । ତାଙ୍କ ପତ୍ନୀ ଙ୍କ ନାମ ପ୍ରେରଣା ମହାନ୍ତି ଅଟେ । ପ୍ରେରଣା ମହାନ୍ତି ଙ୍କୁ କେବେବି କୌଣସି ଚଳଚ୍ଚିତ୍ର ଅଥବା ଟିଭି ସିରିଆଲ ରେ ଦେଖିବାକୁ ମିଳିନାହିଁ । ପ୍ରେରଣା ସର୍ଵଦା ଓଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ରୁ ଦୂରରେ ରୁହନ୍ତି । ସେ ଜଣେ ହୋମ ଡିଜାଇନର ଅଟନ୍ତି ।

ପ୍ରେରଣା ମହାନ୍ତି ସବୁବେଳେ ପରଦା ଓ କ୍ୟାମେରା ଠାରୁ ଦୂରରେ ରୁହନ୍ତି । ଏହି କାରଣରୁ ତାଙ୍କୁ କେବେବି ଆପଣ ମାନେ ଦେଖି ନଥିବେ । ଅନୁପ୍ରାସ ଓ ପ୍ରେରଣା ଙ୍କ ଜଣେ କୁନି ଝିଅ ଅଛନ୍ତି । ତାଙ୍କ ନାମ ଅଭିସାରିକା ମହାନ୍ତି ଅଟେ । ଆପଣ ମାନେ ଅଭିସାରିକା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ।

ତାଙ୍କ ସହିତ ଅନୁଭବ ନିଜ ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରନ୍ତି । ଅଭିସାରିକା ଙ୍କୁ ଅନୁଭବ ବହୁତ ଭଲ ପାଆନ୍ତି । ଅନୁଭବ ନିଜ ଭାଉଜ ପ୍ରେରଣା ଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି ଏବଂ ନିଜ ଭଉଣୀ ବୋଲି ମାନନ୍ତି । ତେବେ ସୂଚନା ଅନୁସାରେ ଅନୁପ୍ରାସ ଙ୍କ ପତ୍ନୀ ପ୍ରେରଣା ମହାନ୍ତି ଦେଖିବାକୁ ବର୍ଷା ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ।

ବନ୍ଧୁଗଣ ଆପଣ ମାନେ ପ୍ରେରଣା ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ତେବେ ପ୍ରେରଣା ଦେଖିବାକୁ ସତରେ ବର୍ଷା ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି । ପ୍ରେରଣା ମହାନ୍ତି ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଅନ୍ଦାଜ ମଧ୍ୟ ସେତିକି ସୁନ୍ଦର ।

ତେବେ ଏହି ଖବର ଯେବେ ଠାରୁ ସାମ୍ନା କୁ ଆସିଛି ସେବେଠାରୁ ଅନୁପ୍ରାସ ମହାନ୍ତି ଙ୍କ ପତ୍ନୀ ପ୍ରେରଣା ମହାନ୍ତି ଙ୍କ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଏବଂ ଏହି ସମସ୍ତ ଫଟୋ ରେ ପ୍ରେରଣା ମହାନ୍ତି ବହୁତ ହି ସୁନ୍ଦର ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଙ୍କ ବଡ଼ ଭାଇ ଅନୁପ୍ରାସ ମହାନ୍ତି ଏବଂ ତାଙ୍କ ପତ୍ନୀ ପ୍ରେରଣା ମହାନ୍ତି ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button