ମନୋରଞ୍ଜନ

ମା’ଙ୍କ ବିବାହ ପୂର୍ବରୁ ହିଁ ଜନ୍ମ ହେଇ ଯାଇଥିଲେ ଏହି ହଟ Actress, ନାଁ ଜାଣିଲେ ବିଶ୍ଵାସ ହେବ ନାହିଁ

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତ କୁ ଜାଣିଥିବେ ନିଶ୍ଚିତ। ବଲିଉଡ ସାରା ଦୁନିଆ ରେ ପରିଚିତ। ଏବଂ ଏହି ଜଗତରେ ଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ସାରା ବିଶ୍ଵ ରେ ପରିଚିତ। ବଲିଉଡ ରେ କିଛି ଏଭଳି ସିନେମା ଅଛି ଯାହା ପୁରା ବିଶ୍ୱ ରେ ସମସ୍ତେ ପସନ୍ଦ କରିଥାନ୍ତି।

କିଛି କଳାକାର ଙ୍କ ସିନେମା କୁ ମଧ୍ୟ ଆପଣ ମାନେ ଖୁବ ପସନ୍ଦ କରୁଥିବେ। ଏବଂ ଆପଣ ନିଜ ମନ ପସନ୍ଦ ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ କେବେବି ଭୁଲନ୍ତି ନାହିଁ।ତେବେ ଏହି ବଲିଉଡ ଜଗତ ରେ ଛାଡପତ୍ର ନେବା ଏକ ସାମାନ୍ୟ କଥା। ତେବେ ସାଧାରଣତଃ ଝିଅ ମାନେ ବିବାହ ପରେ ହିଁ ଗର୍ଭବତୀ ହୋଇଥାନ୍ତି ଏବଂ ନିଜର ଘର ସଂସାର କୁ ସୁନ୍ଦର ଭାବେ ଗଢି ଥାଆନ୍ତି।

କିନ୍ତୁ ଯଦି ବଲିଉଡ ଅଭିନେତ୍ରୀ ଙ୍କ ବିଷୟରେ କଥା ହେବା ତେବେ ସେମାନଂକୁ ଏହି ବିଷୟର କୌଣସି ଅବଶୋଷ ନଥାଏ। ଆମ ବଲିଉଡ ଜଗତରେ ଏଭଳି ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ହିଁ ମାଆ ହୋଇ ଯାଇଥିଲେ ଏବଂ ତାଙ୍କର ଛୁଆ ମାନେ ବଲିଉଡ ରେ ନିଜର ଏକ ଭଲ ପରିଚୟ ମଧ୍ୟ ବନାଇ ପାରନ୍ତି ।ତେବେ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଆଲୋଚନା କରିବା।


ସେହି ଅଭିନେତ୍ରୀ ହେଉଛନ୍ତି ବଲିଉଡ ଏବଂ ସାଉଥ ଜଗତରେ ନିଜ ନାମ କରିଥିବା ଶ୍ରୁତି ହାସନ। ସେ ସୁପରଷ୍ଟାର କମଲ ହାସନ ଏବଂ ସାରିକା ଙ୍କ ଝିଅ। ତେବେ ଶ୍ରୁତି ଙ୍କ ମାଆ ବିବାହ ପୂର୍ବରୁ ହିଁ ମାଆ ହୋଇ ଯାଇଥିଲେ।ଶ୍ରୁତି ହାସନ ଜଣେ ସକ୍ରିୟ ଅଭିନେତ୍ରୀ ଏବଂ ସେ ସାଉଥ ତଥା ବଲିଉଡ ଜଗତରେ ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟ।

ତେବେ ଶ୍ରୁତି ଙ୍କ ଜନ୍ମ ୨୮ ଜାନୁଆରୀ ୧୯୮୬ ମସିହାରେ ହୋଇଥିଲା। ତେବେ ଶ୍ରୁତି ଙ୍କ ପିତା କମଳ ହାସନ ଦୁଇଟି ବିବାହ କରିଛନ୍ତି ତେବେ ସେ ଦ୍ଵିତୀୟ ବିବାହ ସାରିକା ଙ୍କୁ ୧୯୮୮ ମସିହାରେ କରିଥିବା ବେଳେ ଶ୍ରୁତି ଙ୍କ ଜନ୍ମ ୧୯୮୬ ରେ ହୋଇଥିଲା। ସାରିକା ମଧ୍ୟ ଜଣେ ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ।ତେବେ କମଲ ହାସନ ତାମିଲ ହେଲା ବେଳେ ସାରିକା ହେଉଛନ୍ତି ଜଣେ ମହାରାଷ୍ଟ୍ରୀୟ। ସାରିକା ନିଜ ର ପାଠ ପଢା ଲେଡି ଅଦନଲ ସ୍କୁଲ ରେ କରିଥିଲେ ଏବଂ ନିଜର ଅଧିକ ପାଠ ପଢା ପାଇଁ ମୁମ୍ବାଇ ଆସିଥିଲେ।

ତାଙ୍କୁ ଛୋଟ ବେଳୁ ହିଁ ଗୀତ ଗାଇବାର ବହୁତ ସଉକ ଥିଲା ଏବଂ ସେ ନିଜ ପିତାଙ୍କ ସିନେମା ତେବର ମଗନ ରେ ଗାଇଥିଲେ। ଏହା ଛଡା ସେ ଚାଚି ୪୨୦ ରେ କମଲ ଙ୍କ ପାଇଁ ଭଏସ ମଧ୍ୟ ଦେଇଥିଲେ। ଶ୍ରୁତି ବଲିଉଡ ଅପେକ୍ଷା ସାଉଥ ରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଏବଂ ବଲିଉଡ ରେ ମଧ୍ୟ ଦର୍ଶକ ମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button