ମନୋରଞ୍ଜନ

କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ମନରେ କଣ ଚାଲିଛି, ତାଙ୍କର ବର୍ତ୍ତମାନ ସ୍ଥିତି କେମିତି ଅଛି- Tarto Card Reading

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ଯାହାର ସମାଧାନ କରିବା ପାଇଁ ବ୍ୟକ୍ତି ଦିନ ରାତି ପରିଶ୍ରମ କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ସଫଳ ହୁଏ ତ ଆଉ କିଛି କ୍ଷେତରେ ବିଫଳ ହୁଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୪ଟି କପ ର ଚିତ୍ର । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ହେବ । ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କର ପର୍ଶନଙ୍କର ବର୍ତ୍ତମାନର ସ୍ଥିତି କଣ ଅଛି ଓ ଆପଣଙ୍କର ପର୍ଶନ ଙ୍କ ମନରେ କଣ ରହିଛି । ସେ ଆଗକୁ କଣ କରିବେ କଣ ନାହିଁ ସବୁ କିଛି ଜାଣିପାରିବେ ।

୧- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ସାଥି ଏବେ ବହୁତ ଦୁଃଖୀ ଅଛନ୍ତି । ତାଙ୍କ ଅତୀତକୁ ନେଇ ସେ ଭାବୁଛନ୍ତି । ସେ କାହାକୁ ମିସ କରୁଛନ୍ତି । ସଂପର୍କକୁ ନେଇ ସେ ନିରାଶ ଅଛନ୍ତି । ଯଦି ଆପଣ ତାଙ୍କର ଲାଇଫ ପାର୍ଟନର ତେବେ ଆପଣଙ୍କୁ ନେଇ ଚିନ୍ତାରେ ଅଛନ୍ତି । ତାଙ୍କୁ ଲାଗୁଛି ତାଙ୍କ ଲାଇଫରେ କିଛି ବି ନାହିଁ ସବୁ କିଛି ସରିଯାଇଛି । ସେ ଏକା ରହୁଛନ୍ତି । ନିଜକୁ ଅଲଗା ଦୁନିଆରେ ରଖିଛନ୍ତି ।

୨- ଯଦି ଆପଣ ଦ୍ଵିତୀୟ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଲାଇଫରେ ନୂଆ କରିବାକୁ ଭାବୁଛନ୍ତି । ସବୁ କିଛି ତାଙ୍କ ହିସାବରେ ଚାଲିଛି । ସେ ଏମିତି ଭାବୁଛନ୍ତି ଯାହା ଚାହିଁବେ ତାହା କରିପାରିବେ । ସେ ତାଙ୍କ ଲାଇଫରେ ମେହନତ ଦ୍ଵାରା ସବୁ କିଛି ହାସଲ କରିଛନ୍ତି । ତାଙ୍କ ଉପରେ ଈଶ୍ବରଙ୍କ ଆଶୀର୍ବାଦ ରହିଛି । ନିଜ ଜୀବନରେ କାମ କୁ ଅଧିକ ପ୍ରାଧାନ୍ଯ ଦେଇଥାନ୍ତି ।

୩- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଜାଣିଛନ୍ତି କଣ ଠିକ କଣ ଭୁଲ । ତୃତୀୟ ବ୍ୟକ୍ତିଙ୍କ ଭୂମିକା ତାଙ୍କ ଲାଇଫରେ ରହିଛି । ସେ ତାଙ୍କ ଜୀବନରେ ବେଟର ଅପସନ ର ଅପେକ୍ଷାରେ ଅଛନ୍ତି । ଆଗାମୀ ସମୟରେ ସେ ଜରୁରୀ ନିସ୍ପତି ନେଇପାରନ୍ତି । ଲାଇଫକୁ ନୂଆ ଭାବେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଲାଇଫରେ କିଛି ବି ସମସ୍ଯା ନାହିଁ ।

୪- ଯଦି ଆପଣ ଚତୁର୍ଥ ନମ୍ବର ଟି ଚୟନ କରିଛନ୍ତି ତେବେ ଏହି ସମୟରେ ଆପଣଙ୍କ ପର୍ଶନ ଙ୍କ ଚିନ୍ତାଦାୟକ ରହିଛି । ସେ ଭାବୁଛନ୍ତି ଜୀବନରେ କଣ କରିଛନ୍ତି । ମାନସିକ ସ୍ଥିତି ତାଙ୍କର ଏବେ ଭଲ ନାହିଁ । ସବୁ କିଛି ଭଲ ଚାଲିଛି ତଥାପି ସେ ଅଧିକ ଚିନ୍ତା କରୁଛନ୍ତି । ସେ ଲାଇଫ କୁ ନେଇ ଅଧିକ ଚିନ୍ତା କରୁଛନ୍ତି । ତଥାପି ସବୁ କିଛି ତାଙ୍କ ନିୟନ୍ତ୍ରଣ ରେ ରହିଛି । ଯେବେ ମାନସିକ ସ୍ଥିତି କଥା ଆସୁଛି ସେ ନିଜ ଉପରେ କଣ୍ଟ୍ରୋଲ କରିପାରୁ ନାହାନ୍ତି । କେବେ ଯାଏଁ ସେ ନିଜକୁ ସମ୍ଭାଳିବେ ସେ ନିଜେ ବି ଜାଣି ନାହାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button