ଜ୍ୟୋତିଷ

ଏହି 5 ଟି ସ୍ୱପ୍ନ କାହାକୁ କୁହନ୍ତୁ ନାହିଁ, ଜାଣନ୍ତୁ ଏହି ସ୍ଵପ୍ନ ବିଷୟରେ କିଛି ଖାସ କଥା- Swapna Shastra

ବନ୍ଧୁଗଣ ପ୍ରତେକ ମଣିଷ ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନ ଦେଖିବା ଏକ ସାମାନ୍ଯ ପ୍ରକ୍ରିୟା ଆତେ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ନିଦ ଭାଙ୍ଗିବା ପରେ ମନେ ପଡି ନ ଥାଏ । ଆଉ କିଛି ସ୍ଵପ୍ନ ମନେ ଥାଏ । ଆଜି ଆମେ ଆପଣଙ୍କୁ କହିବୁ ଏମିତି 5ଟି ସ୍ଵପ୍ନ ବିଷୟରେ ଯାହାକୁ କାହା ଆଗରେ କହିବା ଉଚିତ ନୁହେଁ । ଏହି ସ୍ଵପ୍ନ କୁ ନିଜ ପରିବାର ଲୋକଙ୍କ ସହ ମଧ୍ୟ ସେୟାର କରିବା ଉଚିତ ନୁହେଁ । ଏହି ସ୍ଵପ୍ନ ର ବିଶେଷ ମହତ୍ଵ ରହିଥାଏ । ଆସନ୍ତୁ ଜାଣିବା ସେହି ସ୍ଵପ୍ନ ବିଷୟରେ କିଛି ଖାସ କଥା ।

1- ପ୍ରକୃତି ସହ ଜଡିତ ସ୍ଵପ୍ନ : ଯଦି ରାତିରେ ଏହିପରି କିଛି ସ୍ଵପ୍ନ ଦେଖୁଛନ୍ତି ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ଅଛନ୍ତି ଅର୍ଥାତ ସମୁଦ୍ର, ପାହାଡ, ଗଛ ଲତା ଆଦି ଜିନିଷ ଦେଖିଥାନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ଜଲ୍ଦି ଜୀବନରେ ଖୁସି ଖବର ପାଇବାକୁ ଯାଉଛନ୍ତି । ଯେମିତି ପ୍ରକୃତି ପାଖକୁ ଗଲେ ଆମର ମନ ପ୍ରସନ୍ନ ହୋଇଯାଏ ଠିକ ସେହିପରି ଏହି ସ୍ଵପ୍ନ ର ଅର୍ଥ ତାହା ହିଁ ହୋଇଥାଏ । କିନ୍ତୁ ଏହି ସ୍ଵପ୍ନ ବିଷୟରେ ଭୁଲରେ ବି କାହାକୁ କୁହନ୍ତିନି ।

2- ମୃତ ସମ୍ବଧୀୟ ସ୍ଵପ୍ନ : ସ୍ଵପ୍ନରେ କୌଣସି ବ୍ଯକ୍ତିର ମୃତ୍ୟୁ ଦେଖିଲେ ଆମେ ଅନେକ ସମୟରେ ଭୟ କରିଥାଉ । କେବେ ଆମ ମନ ବିଚଳିତ ହୋଇଥାଏ । ଯଦି ଆପଣଙ୍କୁ ଏହି ସ୍ଵପ୍ନ ଦେଖା ଯାଉଛି ତେବେ ବିଚଳିତ ହୁଅନ୍ତୁ ନାହିଁ । କାରଣ ମୃତ୍ୟୁ ସ୍ଵପ୍ନ ସମସ୍ୟାର ଅନ୍ତ ହେବାକୁ ଦର୍ଶାଇଥାଏ । ଯଦି ଆପଣ ଏହି ସ୍ଵପ୍ନ କାହା ସହ ସେୟାର କରନ୍ତି ତେବେ ଏହାର ଫଳ ବେକାର ହୋଇଯାଏ ।

3- ସର୍ପ ଦଂଶନ ସମ୍ବଧିତ ସ୍ଵପ୍ନ : ଯଦି ସ୍ଵପ୍ନ ରେ ଆମେ ସାପ ଦେଖିଥାଉ ତେବେ ଭୟ କରିଥାଉ । କିନ୍ତୁ ଏହାର ଆବଶ୍ୟକତା ନାହିଁ । ସ୍ଵପ୍ନରେ ସାପ ଦେଖିବାର ଅର୍ଥ ହେଉଛି ଆଗକୁ ଆସୁଥିବା ବ୍ୟାପାରରେ ଉନ୍ନତି ବା କାର୍ଯ୍ୟରେ ସଫଳତାର ସଂକେତ ଦେଇଥାଏ । ସ୍ଵପ୍ନରେ ସାପ ଦେଖିଲେ ଧନ ଲାଭର ସୂଚନା ହୋଇଥାଏ । ଏହାକୁ କାହାକୁ କୁହନ୍ତୁନି ।

4- ଭଗବାନଙ୍କ ଦର୍ଶନ : ଯଦି ସ୍ଵପ୍ନରେ କୌଣସି ଭଗବାନଙ୍କର ଦର୍ଶନ ହୋଇଯାଏ ତେବେ ଏହାର ଅର୍ଥ ଜଲ୍ଦି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । କିଛି ବଡ ସଫଳତା ର ସୂଚନା ଅଟେ । ଆଗାମୀ ସମୟରେ ଖୁସି ଖବର ମିଳିବାକୁ ଯାଉଛି । ତେଣୁ ଏହାକୁ ଭୁଲରେ କାହାକୁ କୁହନ୍ତି ନାହିଁ ।

5- ମାଛ ସମ୍ବଧିତ ସ୍ଵପ୍ନ : ଯଦି ଆପଣ ସ୍ଵପ୍ନରେ କୌଣସି ପ୍ରକାରର ମାଛକୁ ପହଁରୁଥିବାର ଦେଖନ୍ତି ବା ଅନ୍ୟ କୌଣସି ଲୋକ ମାଛ ଧରୁ ଥିବାର କିମ୍ବା ଖାଉ ଥିବାର ଦେଖନ୍ତି ତେବେ ଏହାର ଅର୍ଥ ଅଚାନକ ଧନ ଲାଭ ହେବାର ଅଛି । ଏହି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button