ମନୋରଞ୍ଜନ

ନିଜ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ ସୈାରଭ ଗାଙ୍ଗୁଲି ଏହି ଅଭିନେତ୍ରୀଙ୍କ ପ୍ରେମରେ : ଜାଣନ୍ତୁ କିଏ ସେହି ସୁନ୍ଦରୀ ?

, ଆପଣମାନଙ୍କୁ ସ୍ଵଗତ କରୁଛୁ ଆମର ଏହି ୱେବ ପୋର୍ଟାଲକୁ । ଯେଉଁଠି ଆପଣ ପାଆନ୍ତି କିଛି ନୂଆ ଖବର ପ୍ରତ୍ୟକ ଦିନ । ଆଜି ବି ଆମେ ଆପଣମାନଙ୍କୁ ସେହିଭଳି ଏକ ଖବର ଦେବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲିଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ଆପଣ ତ ଏହି ଖବର ଶୁଣି ଥିବେ କି ମଝିରେ ସୌରଭ ଗାଙ୍ଗୁଲି ନିଜ ପତ୍ନୀଙ୍କୁ ଛାଡି କୌଣସି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବାର  । ଏହି ଖବର ବହୁତ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ  ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହା ପାଇଁ ସୌରଭ ନିଜ ସ୍ତ୍ରୀଙ୍କୁ ଛାଡିବାକୁ ପ୍ରସ୍ତୁତ ଥିଲେ । ତେବେ ସୌରଭ ଗାଙ୍ଗୁଲୀ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଏକ ବହୁତ ନାମୀ ଦାମୀ ଖେଳାଳି । ସେ ତାଙ୍କ ଜୀବନରେ ବହୁତ ମ୍ୟାଚ ଖେଳିଛନ୍ତି ।

 

ତାଙ୍କର ଜନ୍ମ ଜୁଲାଇ ୮ତାରିଖ ୧୯୭୨ ମସିହାରେ ହୋଇଥିଲା । ସେ ଏକ ବହୁତ ଧନୀ ପରିବାରରେ  ଜନ୍ମ ଗ୍ରହଣ କରିଥିଲେ । କେବଳ ସେତିକି ନୁହେଁ ସେ ଭାରତୀୟ କ୍ରିକେଟ ତିମର ଅଧିନାୟକ ମଧ୍ୟ ଥିଲେ । ସେ ନିଜର ଖେଳ ବ୍ୟତୀତ ନିଜ ରିଲେସନସିପକୁ ନେଇ ଅଧିକ ଚର୍ଚ୍ଚାରେ ରହୁଥିଲେ । ସେ ବିବାହିତ ହୋଇ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ଭଲ ପାଇଥିଲେ । ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ନଗମା, ଯିଏ ଦକ୍ଷିଣ ଭାରତୀୟ ସିନେମା ସହ ବଲୀଉଡ ରେ ମଧ୍ୟ ବହୁତ ନାମ କରିଥିଲେ । ସେ ସଲମାନ ଓ ଅକ୍ଷୟ କୁମାର ଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ସୌରମ୍ଭ ପ୍ରଥମେ ନଗମା ଙ୍କୁ ମୁମ୍ବାଇରେ ଦେଖିଥିଲେ, ଯେଉଁଠି କି ସେ ଦୁହେଁ ଏକ  କନଫରେନ୍ସରେ ଯାଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ତାଙ୍କର ବନ୍ଧୁତା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା ।

 

ସେମାନଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ ସେମାନେ ବିବାହ କରିବାର ନିଷ୍କପତ୍ତି ନେଇଥିଲେ । ଯାହା ପାଇଁ ସୌରଭ ନିଜ ପତ୍ନୀ ଡୋନାଙ୍କୁ ଛାଡପତ୍ର ଦେବାକୁ ବି ରାଜି ହୋଇଥିଲେ କିନ୍ତୁ ତାଙ୍କ ଜୀବନରେ ଚାଲିଥିବା ଏହି ସବୁ ପରିସ୍ଥିର ପ୍ରଭାବ ତାଙ୍କ କ୍ରିକେଟ କ୍ଯାରିୟର ଉପରେ ପଡିଥିଲା । ଯାହା ସେ ବାଧ୍ୟ ହୋଇ ତାଙ୍କର ଏହି ନିଷ୍ପତ୍ତିକୁ ବଦଳାଇଲେ ଓ ନଗମାଙ୍କୁ ଛାଡିଦେଲେ । ଦୀର୍ଘ ୧୮ ବର୍ଷ ପରେ ନିଜର ବ୍ରେକଅପ ବିଷୟରେ ମୁହଁ ଖୋଲି କହିଛନ୍ତି ନଗମା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button