ଜ୍ୟୋତିଷ

ରାସ୍ତା ରୁ ଟଙ୍କା ପାଇଲେ କେଉଁ ଅସୁବିଧା ଦେଖା ଦେଇଥାଏ ଶୁଣନ୍ତୁ କଣ କହୁଛନ୍ତି ଜିତୁ ଦାସ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯଦି ତୁଳସୀ ଗଛ ଝାଉଁଳୀ ପଡୁଛି ଦିନକୁ ଦିନ ଆପେ ଆପେ ତାହାଲେ ଦେଖିବେ ଘରେ ନିହାତି ଭାବରେ କାହାର ନା କାହାର ଦେହ ଖରାପ ରହିବ।
ଏବଂ କିଛି ଅଶୁଭ ଘଟଣା ଘଟିପାରେ। ଯଦି ତୁଳସୀ ଗଛଟି ସୁନ୍ଦର ଭାବରେ ବଢ଼ିବାକୁ ଲାଗିବ ତାହାଲେ ଜାଣିବେ ଭଲ ଲାଭ ମିଳିବାକୁ ଯାଉଛି।
ଅଧିକାଂଶ କୁନି ଝିଅ ମାନେ କୁନି ପୁଅ ମାନଙ୍କର ଯୌବନ ଅବସ୍ଥାରେ ମୁହଁରେ ବ୍ରଣ ଉଠିଯାଏ ଆଉ ବ୍ରଣର ଦାଗ ଗୁଡ଼ିକ ମଧ୍ୟ ରହିଯାଇଥାଏ ଯାହାକି ମୁହଁକୁ ଅସୁନ୍ଦର କରିଥାଏ।
ପ୍ରତ୍ୟେକ ଦିନ ସକାଳୁ ଖଣ୍ଡେ ଡାଲଚିନି ଗୁଣ୍ଡ କରି ଦିଅନ୍ତୁ ଏବଂ ସେଇଥିରେ ଠୋପେ ମୁହୁ ମିଶାନ୍ତୁ ଆଉ ସେହି ମିଶ୍ରଣକୁ ମୁହଁ ଥିବାରେ ଦାଗରେ ଲଗାନ୍ତୁ।
ଦେଖିବେ ଏମିତି ୧୫ ଦିନ କରନ୍ତୁ ଆଉ କିଛି ମୁହଁରେ ଦାଗ ରହିବନି। ମୁର୍ଖଙ୍କୁ ଉପଦେଶ ଦେଲେ ଏବଂ କୃଷ୍ଟା ସ୍ତ୍ରୀକୁ ଭରଣ ପୋଷଣ କଲେ ପଣ୍ଡିତ ଲୋକ ମାନେ ବି ବିଷାଦଗ୍ରସ୍ତ ହୋଇଥାନ୍ତି।
ଏବଂ ଆପଣ ଯଦି ରାସ୍ତାରେ ଯାଉଛନ୍ତି ତାହାଲେ ଯଦି ଅପରିଚିତ ନାରୀଟିଏ ଆପଣଙ୍କୁ ରାସ୍ତାରେ ଅଟକାଉଛି ତାହାଲେ କେବେ ହେଲେ ଅଟକିବେ ନାହିଁ ସେଥିରେ ହିଁ ଆପଣଙ୍କ ମଙ୍ଗଳ।
ଯଦି ଆପଣ ସେହି ନାରୀକୁ ଜାଣିଥିବେ ବା ସତରେ ଯଦି ଆପଣ ମନରେ ଅନୁଭବ କରିବେ ନାରୀଟି ବିପଦରେ ପଡ଼ିଛି ତାହାଲେ ଅଟକି ପାରନ୍ତି।
ଆଉ ଯଦି ଯେତେ ରୋଜଗାର କଲେ ମଧ୍ୟ ସଂଚୟ ହୋଇପାରୁନାହିଁ ତେବେ ମନେ ରଖନ୍ତୁ ଗାଧେଇଲା ବେଳେ ଗୋଟେ ଦିଇଟା କଳାରାଶିରେ ପକାଇ ସେ ପାଣିରେ ଗାଧାନ୍ତୁ।
ଏବଂ କିଛି କାଳରାଶି କଳାଗୁଡ଼ ଗୋଟିଏ କନାରେ ବାନ୍ଧି ଗରିବ ଲୋକଙ୍କୁ ଶନିବାର ଦିନ ଦାନ କରି ଦିଅନ୍ତୁ। ଦେଖିବେ ନିଶ୍ଚିନ୍ତ କିଛି ନା କିଛି ପରିବର୍ତ୍ତନ ଆସିବ।
ସ୍ବାମୀ ସ୍ତ୍ରୀ ଏକତ୍ର ଭୋଜନ କରିବା ସମୟରେ ସ୍ତ୍ରୀ ସ୍ୱାମୀର ବାମ ପଟେ ବସିବ ଏବଂ ଶୟନ କଲାବେଳେ ସ୍ଵାମୀର ବାମ ପଟେ ସ୍ତ୍ରୀ ଶୋଇବା କଥା କାରଣ ଅର୍ଦ୍ଧନାରୀଶ୍ୱର ମତରେ ସ୍ୱାମୀର ବାମ ପେଟରେ ହିଁ ସ୍ତ୍ରୀ ଶୋଇବା ଉଚିତ୍।
ଦ୍ଵିତୀୟା ଚନ୍ଦ୍ରର ଆକାଶର ପଶ୍ଚିମରେ ସଂଧ୍ୟା ୭ଟା ବା ୫ଟାରେ ଭିତରେ ଅଳ୍ପ ସମୟ ପାଇଁ ଆସନ୍ତି ଏହି ଚନ୍ଦ୍ରକୁ ଦର୍ଶନ କରି ଯାହା ଆପଣଙ୍କ ମନସ୍କାମନା ମାଗନ୍ତୁ ଦେଖିବେ ନିଶ୍ଚିନ୍ତ ପୂରଣ ହେବ।
ଏବଂ ଏମିତି କଲେ ମଙ୍ଗଳମୟ ହେବ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କିଛି ଲୋକ ଅଛନ୍ତି ଖାଇବେ ତ ସାଙ୍ଗେ ସାଙ୍ଗେ ପାଣି ପିଅନ୍ତି ଏଇଟା ବହୁତ କ୍ଷତିକାରକ ଅଟେ।
କାରଣ ଆମ ପେଟ ଭିତରେ ଗୋଟେ ଅଗ୍ନି ଜଳେ ଯୋଉ ଅଗ୍ନିର ନା ଜଠରାଗ୍ନି ଇଏ ଜାଳିବା ଦ୍ବାରା ଆମେ ଯୋଉ ଖାଦ୍ୟଟା ଖାଉଛେ ସେଟାକୁ ସିଏ ପଚାଏ ଏବଂ ସେ ଅଗ୍ନି ଦ୍ବାରା ସେଇଟାକୁ ହଜମ କରାଏ।
ଏଥିପାଇଁ ସାଙ୍ଗେ ସାଙ୍ଗେ ଖାଇଦେଇକି ପାଣି ପିଇବା ଦ୍ବାରା ସେ ଅଗ୍ନିଟା ମନ୍ଦା ପଡିଯାଏ। ଫଳରେ ଖାଦ୍ୟ ହଜମ ହୁଏନି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button