ଜ୍ୟୋତିଷ

ବିଛାକୁ ନମାରି କରନ୍ତୁ ଏହି କାମ ଆଉ ଦେଖନ୍ତୁ ବଡ ପରିବର୍ତ୍ତନ

ଆପଣମାନେ ଜାଣିଥିବେ ଆଜିକାଲି ଅନେକ ଲୋକମାନେ ମେଦ ବହୁଳତା ର ଶିକାର ହେଉଛନ୍ତି।ଏହାର ଏକ ଛୋଟିଏ ପ୍ରତିକାର ରହିଛି।ରାତିରେ ଶୋଇବା ପୁର୍ବରୁ ଅଳ୍ପ ଜିରା ଆଣି ଗୋଟିଏ ଗ୍ଲାସ୍ ପାଣିରେ ପକାଇ ରଖିବେ।
ସକାଳୁ ସେହି ଜିରା କୁ ଛାଣି ଦେବେ।ସେହି ପାଣିକୁ ସେବନ କରିବେ।ଗୋଟିଏ ମାସ ପିଇବେ।ଚର୍ବି ଅଂଶ ବହୁତ କମିଯିବ।ନିଶ୍ଚିନ୍ତ ସୁଫଳ ପାଇବେ।
ଅଧିକାଂଶ ଲୋକମାନେ ଖାଇ ସାରିବା ପରେ ହାତ ଚାଟିଥାନ୍ତି।ଏବଂ ପଛ ପଟ ହାତ କୁ ଚାଟି ଥାନ୍ତି।ହାତ ପଛକେ ଆଗପଟ କୁ ଚାଟନ୍ତୁ କିନ୍ତୁ ପଛ ପଟ ନୁହେଁ।ଯେଉଁମାନେ ନଖ କାଟନ୍ତି ଘର ଭିତରେ ବସି କେବେ ନଖ କାଟିବେ ନାହିଁ।
ନଖ କାଟିଲା ବେଳେ ବାହାରକୁ ଚାଲି ଆସିବେ।ବାପା ମା ଙ୍କ ଆଗରେ କେବେ ମିଛ କୁହନ୍ତୁ ନାହିଁ।ଏବଂ ଯଦି କିଛି ଗୁରୁତ୍ଵପୂର୍ଣ୍ଣ କଥା ଥାଏ ତାହେଲେ ସତ ସ୍ତ୍ରୀ ପାଖରେ କୁହନ୍ତୁ ନାହିଁ। କାରଣ ନାରୀ ମାନଙ୍କ ପେଟରେ କିଛି କଥା ରୂହେ ନାହିଁ।
ବର୍ଷା ଦିନରେ ଘର ଭିତରେ ବସିଥିବା ବେଳେ କଳା ବିଛା,ଛୋଟ ବିଛା ଦେଖିଥାନ୍ତି।କାରଣ ବିଛା ତାଙ୍କ ବାପା ମା ଙ୍କ ର ଗୋଟିଏ ସନ୍ତାନ ହୋଇଥାନ୍ତି।
ବିଛା ଟିଏ ମାରିଲେ ଆପଣଙ୍କ ବଂଶ ବୁଡ଼ିଯିବ।ଯାତ୍ରା କରୁଥିବା ବେଳେ ଯଦି ବିଛା ଦେଖିବେ ତାହେଲେ ବହୁତ ଶୁଭ ହୋଇଥାଏ।ଘରେ ଯଦି ବିଛା ଦେଖିବେ ୮ ଦିନ ଭିତରେ ମନସ୍କାମନା ପୂର୍ଣ୍ଣ ହେବ।
ସବୁଦିନ ହଳଦୀ ପାଣି ପିଇବା ଉଚିତ।ବିଛଣା ରୁ ଉଠିଲା ପରେ ସାଙ୍ଗେ ସାଙ୍ଗେ ନିଜ ମୁହଁ ଯେଉଁମାନେ ଆଇନ ରେ ଦେଖିଥାନ୍ତି ଭୁଲ୍ ରେ ସେମିତି କରିବେ ନାହିଁ।
ନିଜ ମୁହଁ କେବେ ଦେଖିବେ ନାହିଁ।ନିଜର ଛାଇ କୁ କେବେ ଚାହିଁବେ ନାହିଁ। ଏମିତି ଲୋକମାନେ ଅଛନ୍ତି ଯେଉଁ ମାନେ ଯେତେ ଟଙ୍କା ରୋଜଗାର କରନ୍ତୁ ହେଲେ ତାଙ୍କୁ ହୁଏ ନାହିଁ।
ଏମିତି ଅଭାବ କାହା ଘରେ ଲାଗି ରହୁଛି ଗୋଟିଏ ଛୋଟ ପିତ୍ତଳ ଢାଲ ରେ କଏନ ରଖିବେ।ସେହି ଢାଲ କୁ ନେଇ ପଶ୍ଚିମ ପାଖ ଘରେ ରଖୀ ଦେବେ।ପ୍ରତିଦିନ ସକାଳେ ମୁଣ୍ଡିଆ ମାରିବେ।ମାସେ କି ଦୁଇ ମାସ ଏମିତି କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button