ଜ୍ୟୋତିଷ

ଘରେ କେହି ସଦସ୍ୟ ଲଗାତାର ରୋଗରେ ପଡ଼ିଲେ, ଶୁଦ୍ଧ ଦେଶୀ ଘିଅରେ ଜଳାନ୍ତୁ ଦୀପ

ଯଦି ଆପଣଙ୍କ ଘରେ ସବୁ ସମୟରେ କିଛି ନା କିଛି ରୋଗ ଲାଗିରହୁଥାଏ, ତା’ ହେଲେ ଏହା ଶୁଭ ଲକ୍ଷଣ ନୁହେଁ। କାରଣ, ଏଥିଯୋଗୁ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଧନହାନି ଘଟିଥାଏ। ଏହି ପ୍ରକାର ସମସ୍ୟା ବାରମ୍ବାର ଆସିଲେ, ଘରେ ହନୁମାନ ଚାଳିଶା ପାଠ କରିବା ଆରମ୍ଭ କରନ୍ତୁ ଏବଂ ଏହାକୁ ଦୈନିକ ସନ୍ଧ୍ୟା ସମୟରେ ହିଁ କରନ୍ତୁ।

mn

ଦ୍ଵିତୀୟରେ ହନୁମାନଙ୍କ ଅଷ୍ଟଧାତୁ ମୂର୍ତ୍ତି ଆଣି ଦୈନିକ ଶୁଦ୍ଧ ଦେଶୀ ଘିଅରେ ଦୀପ ଜଳାନ୍ତୁ। ଏହାଦ୍ୱାରା ସମସ୍ତ ରୋଗର ନାଶ ହେବ ଏବଂ ଘରୁ ସବୁ ପ୍ରକାର ନକାରାତ୍ମକ ଶକ୍ତି ବାହାରି ଆସିବ। ସେହିପରି ହନୁମାନ ଚାଳିଶା ପାଠ ସହିତ ମା’ ଲକ୍ଷ୍ମୀଙ୍କ ଫଟୋକୁ ଉତ୍ତର ଦିଗରେ ରଖି ସନ୍ଧ୍ୟା ସମୟରେ ଦୀପ ଲଗାନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହେବ ଏବଂ ରୋଗର ବିନାଶ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button