ଦେଶ- ବିଦେଶ

ଭାଉଜ ସହ ସାଙ୍ଘାତିକ କାମ କରିଦେଲେ ନଣନ୍ଦେଇ ଦେଖନ୍ତୁ ସବୁ ସତ ଖୋଲିଦେଲେ ଭାଉଜ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେବଳ ମହିଳା ନୁହଁନ୍ତ ବରଂ ଯୁବତୀ ମାନଙ୍କ ସହିତ ମଧ୍ୟ ଦୁ-ଷ୍କ-ର୍ମ ହେଉଛି। ଯାହାର ବାରମ୍ବାର ଉଦାହରଣ ଦେଖିବାକୁ ମିଳୁଛି। ଏହା ସହିତ ଆଉ ଏକ ଘୃଣ୍ୟ କାମ ବର୍ତ୍ତମାନ ଦେଖିବାକୁ ମିଳିଛି।
ତେବେ ବନ୍ଧୁଗଣ କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଯୁବତୀଙ୍କୁ ଗ-ଣ-ଦୁ-ଷ୍କ-ର୍ମ ଅଭିଯୋଗ। ଯୁବତୀଙ୍କୁ ନିର୍ଯ୍ୟାତନା ଲିଫ୍ଟ ଦେବା ବାହାନାରେ ତିନି ଜଣ ଯୁବକ ଗ-ଣ-ଦୁ-ଷ୍କ-ର୍ମ କରିଥିବା ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ଗୋବିନ୍ଦପୁର ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛନ୍ତି।
Special report
ସମ୍ବଲପୁର ଜିଲ୍ଲା କଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀ ଗ-ଣ-ଦୁ-ଷ୍କ-ର୍ମ କରାଯାଇଥିବା ନେଇ ଗୁରୁବାର ରାତିରେ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା। ଗତ ୨୬ ତାରିଖ ରାତିରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ତିନି ଜଣ ଯୁବକ ଉଠାଇ ନେଇ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଥିଲା।
ଯୁବତୀଙ୍କ ଅଭିଯୋଗ ଆଧାରରେ ଗୋବିନ୍ଦପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାର ତଦନ୍ତ କରି ଗଡପୋଷ ଅଞ୍ଚଳର ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।
ତେବେ ବନ୍ଧୁଗଣ ସୂଚନା ଅନୁଯାଇ ଯୁବତୀ ଜଣକ ବୁଧବାର ଟାଙ୍ଗରାମୁଣ୍ଡା ସ୍ଥିତ ଏସବିଆଇ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ କାମ ସାରି ଘରକୁ ଫେରିବା ପାଇଁ ରାସ୍ତାରେ ଅପେକ୍ଷା କରିଥିଲେ।
Special report
ଠିକ୍ ସେତେବେଳେ ଦୁଇଜଣ ଯୁବକ ଆସି ତାଙ୍କୁ ଲିଫ୍ଟ ପାଇଁ ପଚାରିଥିଲେ। କୌଣସି ଗାଡ଼ି ଆସୁନଥବାରୁ ଯୁବତୀ ଜଣକ ବାଧ୍ୟ ହୋଇ ସେହି ଯୁବକଙ୍କ ବାଇକରେ ବସିଥିଲେ। ତାପରେ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଗ-ଣ-ଦୁ-ଷ୍କ-ର୍ମ କରିଥିଲେ।
ସେହିପରି ଅନ୍ୟ ଜଣେ ଯୁବକ ତାଙ୍କୁ ବୋଲେରୋରେ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ କରିଛନ୍ତି। ପରେ ଯୁବକ ମାନେ ପୀଡ଼ିତାଙ୍କୁ ଗଡପୋଷ ଅଞ୍ଚଳରେ ଆଣି ଛାଡ଼ି ଦେଇ ଫେରାର ହୋଇଯାଇଥିଲେ।
ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇ ଯୁବକ ମାନେ ବ୍ୟବହାର କରିଥିବା ବୋଲେରୋ ଗାଡ଼ିକୁ ଜବତ କରାଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଜଘନ୍ୟ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button