ଅପରାଧ

ତନ୍ତ୍ର ପାଇଁ ବାବା ଙ୍କୁ ମାରି ରକ୍ତ ଶୋଷି ନେଲେ ଆଉ ଜଣେ ତାନ୍ତ୍ରିକ

ନମସ୍କାର ପାଠକ ବନ୍ଧୁ।ତନ୍ତ୍ର ବିଦ୍ୟା ର ଏକ ଭୟଙ୍କର କାଣ୍ଡ ଘଟିଛି ପୁରୀ ଜିଲ୍ଲା ରେ।ଯାହାକୁ କି ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ।ଜଣେ ବାବା ପଥର ରେ ଛେଚି ଛେଚି ଅନ୍ୟ ଜଣେ ବାବା ଙ୍କୁ କରିଛି ହ-ତ୍ୟା।ଏକ ଆଶ୍ରମ ରେ ଏଭଳି ଘଟଣା ଘଟି ଥିବାରୁ ଲୋକ ମାନେ ବହୁତ ନିନ୍ଦା କରିଛନ୍ତି।
Special report
ଜଣେ ନୁହେଁ ଦୁଇ ଜଣ ବାବା ଙ୍କ ମୃ-ତ ଦେହ ଉଦ୍ଧାର କରା ଯାଇଛି।ରକ୍ତ ମୁଖା ପାଲଟି ଯାଇଥିଲେ ବାବା।ବ୍ଲେଡ ରେ ଜିଭ କୁ କାଟି ଦେଇଥିଲେ।ଓ କାଠ ଫାଳିଆ ରେ ପିଟି ପିଟି କରି ଥିଲେ ହ-ତ୍ୟା।ଯିଏ ଦେଖିଲେ ତାଙ୍କୁ ବି ଛାଡି ଲେନି।ତନ୍ତ୍ର ପାଇ ବାବା ନେଲେ ଅନ୍ୟ ବାବା ଙ୍କ ଜୀବନ।
ଏହି ଘଟଣା ଟି ଘଟିଛି ପୁରୀ ବାସିଲି ସାହି ଲୋକନାଥ ଅଞ୍ଚଳ ର ଗୁରୁକୃପା ଆଶ୍ରମ ରେ।ସେହି ଆଶ୍ରମ ରେ ଅର୍ଜୁନ ବାବା ଶୋଇ ଥିବା ସମୟ ରେ ବିଷ୍ଣୁ ବାବା ସେ ଘର ଭିତରେ ପଶି ତାଙ୍କ ମୁଣ୍ଡ କୁ କାଠ ଫାଳିଆ ରେ ଛେଚି ଦେଇଥିଲା।
Special report
ଏହା ପରେ ତାଙ୍କ ଜିଭ କୁ କାଟି ଦେଇଥିଲା।ହେଲେ ଅର୍ଜୁନ ଙ୍କ ପାଟି ରୁ କଥା ଟିକେ ହେବେ ବି ଶୁଣା ଗଲା ନାହିଁ।ଏହା କୁ ଅନ୍ୟ ଜଣେ ବାବା ଦେଖିଲେ।ବିଷ୍ଣୁ ବାବା ତାଙ୍କୁ ମଧ୍ୟ କାଠ ଫାଳିଆ ରେ ବାଡେଇ ହ-ତ୍ୟା କଲା।ଆଗରୁ ବିଷ୍ଣୁ ବାବା ଓ ଅର୍ଜୁନ ବାବା ଙ୍କ ମଧ୍ୟ ରେ ତନ୍ତ୍ର ବିଦ୍ୟା କୁ ନେଇ ଝଗଡ଼ା ଲାଗି ଥିଲା।
ଲୋକ ମାନେ କହିଛନ୍ତି କି ସେଥିପାଇଁ ବୋଧେ ବିଷ୍ଣୁ ବାବା ଏଭଳି କାଣ୍ଡ ଘଟାଇଛନ୍ତି।ଆଶ୍ରମ ବାସି ଙ୍କ କହିବା ମୁତାବକ ଅର୍ଜୁନ ବାବା ଜଣେ ଛୋଟ ତନ୍ତ୍ର ସାଧକ ଥିଲେ।ଓ ବିଷ୍ଣୁ ବାବା ଜଣେ ବଡ ତନ୍ତ୍ର ସାଧକ ଥିଲେ।ବୋଧେ ତାଙ୍କ ତନ୍ତ୍ର ବିଦ୍ୟା ରେ କିଛି ଭୁଲ ହୋଇ ଯାଇଚି।
Special report
ଯେଉଁଥି ପାଇଁ ସେ ଅନ୍ୟ ଦୁଇ ବାବା ଙ୍କୁ ହ-ତ୍ୟା କରିଛନ୍ତି।ମୃ-ତ ବାବା ହେଉଛନ୍ତି ପଶ୍ଚିମବଙ୍ଗ ର ଅର୍ଜୁନ ସାହୁ।ସେ ଗତ ତିନି ବର୍ଷ ଧରି ଆଶ୍ରମ ରେ ରହୁଥିଲେ।ଓ ବିଷ୍ଣୁ ବାବା ତିନି ମାସ ହେବ ଆଶ୍ରମ କୁ ଆସି ଥିଲେ।ସେ ଅର୍ଜୁନ ବାବା କୁ ମାରି ସାରିଲା ପରେ ତଳକୁ ଆସି ଥିଲେ।
ତାଙ୍କ ମୁହ ରେ ରକ୍ତ ଲାଗି ଥିଲା।ଦୟାନିଧି ବାବା ଏ କଥା ପଚାରିଵାରୁ ସେ ତାଙ୍କୁ ମଧ୍ୟ ହ-ତ୍ୟା କଲେ।ଏକ ପଥର ଆଣି ତାଙ୍କ ମୁଣ୍ଡ କୁ ଛେଚି ଦେଇଥିଲେ।ଆଶ୍ରମ ର ଅନ୍ୟ ବାବା ମାନେ ପୋଲିସ କୁ ଖବର ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଷ୍ଣୁ ବାବା ଙ୍କୁ ଧରି ଥିଲେ।ଓ ତାଙ୍କୁ ପଚାରି ଵାରୁ ସେ କହିଲେ ମୁଁ ରାଗି କି ଏପରି କାଣ୍ଡ କରି ଦେଇଛି।ଏହା ପରେ ପୋଲିସ ବିଷ୍ଣୁ ବାବା ଙ୍କୁ ଜେଲ ପଠାଇ
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button