ମନୋରଞ୍ଜନ

ନିଜ ସ୍ତ୍ରୀକୁ କେବେ ବି ଖୁସି କରି ପାରନ୍ତି ନାହିଁ, ଏହି 3ଟି ରାଶିର ପୁରୁଷ- Jyotisha Shastra

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ବିବାହ କରିଥାଏ ଆଉ ଆସା ରଖିଥାଏ ଭଲ ଜୀବନ ସାଥିର । କିନ୍ତୁ କେତେକ କ୍ଷେତ୍ରରେ କିଛି ଲୋକଙ୍କୁ ଉତ୍ତମ ସାଥିଟି ମିଳିଥାଏ ତ ଆଉ କିଛି କ୍ଷେତ୍ରରେ ଏମିତି ସାଥିଟି ମିଳିଥାଏ ଯିଏ ଜୀବନ ସାରା ବିବାହ ପରେ ଦୁଖରେ ରହିଥାନ୍ତି । କିନ୍ତୁ ଏମିତି ବି କିଛି ପୁରୁଷ ଅଛନ୍ତି ଯେଉଁ ମାନେ ନିଜ ସ୍ତ୍ରୀ ଙ୍କୁ ବିବାହ ପରେ ଖୁସିରେ ରଖିବାରେ ଅସଫଳ ହୋଇଥାନ୍ତି । ଏହା ପଛରେ ବିଶେଷ କାରଣ ମଧ୍ୟ ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଯାଉଛୁ ।

ମୀନ ରାଶି : ଏହି ରାଶିର ପୁରୁଷ ମାନେ କେବେ ବି ନିଜ ସ୍ତ୍ରୀକୁ ଖୁସି କରି ପାରନ୍ତି ନାହି । ଏମାନଙ୍କର ସ୍ତ୍ରୀ ଯେତେ ଭଲ କାମ କରିଲେ ବି ଏମାନେ କମି ବାହାର କରିଥାନ୍ତି । ଏହି କାରଣ ପାଇଁ ଭଲ ପାଇବାର ସମ୍ପର୍କ ଖରାପ ହୋଇଥାଏ । ସ୍ବଭାବରେ ଏହି ପୁରୁଷ ମାନେ ସିଧା ହୋଇଥାନ୍ତି କିନ୍ତୁ ବିବାହ ପରେ ଏମାନେ ନିଜ ସ୍ତ୍ରୀ ଙ୍କ ଠାରେ ଦୋଷ ଦେଖିଥାନ୍ତି । ଯଦି ଆପଣ ମୀନ ରାଶିର ବ୍ୟକ୍ତି ତେବେ ନିଜ ସ୍ତ୍ରୀ ଙ୍କୁ ଭଲ ଫାଇଦା ଦରାକର । ଆପଣ ନିଜ ସାଥୀଙ୍କୁ ବୁଝିବା ସହ ତାଙ୍କ ପ୍ରତି ଭଲ ପାଇବା ରଖନ୍ତୁ । ଆଉ ଯଦି ଦୁଇ ଜଣଙ୍କର ବୁଝାମଣା ଠିକ ଅଛି ତେବେ ଜୀବନ ଭଲ ଯିବ ।

ବୃଷ ରାଶି : ଏହି ରାଶିର ପୁରୁଷ ମାନେ ସାନ୍ତ ହୋଇଥାନ୍ତି । କିନ୍ତୁ ଏମାନେ ନିଜ ସ୍ତ୍ରୀ କୁ କେବେ ବି ଖୁସିରେ ରଖନ୍ତି ନାହି । ଏହାର ମୁଖ୍ୟ କାରଣ ହେଉଛି ଏମାନେ ଭଲ ପାଇବାକୁ ପ୍ରକାଶ କରନ୍ତି ନାହି । ଏମାନେ ଲାଜ ସ୍ଵଭାବର ହୋଇଥିବାରୁ ନିଜ ଭଲ ପାଇବାକୁ ସହଜରେ କହି ପାରନ୍ତି ନାହି ଯାହା କାରଣରୁ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ଯଦି ଆପଣ ବୃଷ ରାଶିର ବ୍ୟକ୍ତି ଅଟନ୍ତି ତେବେ ସ୍ତ୍ରୀ ଙ୍କୁ ମନ କଥା ଖୋଲିକି କୁହନ୍ତୁ । ଦୁହିଙ୍କ ମଧ୍ୟରେ ବୁଝାମଣା ଠିକ ରଖିବା ସହ ମଝିରେ ମଝିରେ ସ୍ତ୍ରୀ ସହ ମନ କଥା ପ୍ରକାଶ କରନ୍ତୁ । ସ୍ଵାମୀ ସ୍ତ୍ରୀ ଭବିଷ୍ୟତ ବିଷୟରେ ଆଲୋଚନା କରିଲେ ବଣ୍ଡିଙ୍ଗ ଭଲ ରହିବ ।

କନ୍ୟା ରାଶି : ଏହି ରାଶିର ପୁରୁଷ ମାନେ ବୁଦ୍ଧିମାନ ହୋଇଥାନ୍ତି ସତ କିନ୍ତୁ ନିଜ ସ୍ତ୍ରୀଙ୍କୁ ଖୁସିରେ ରଖି ପାରନ୍ତି ନାହି । ଏହାର କାରଣ ହେଉଛି ଏମାନେ ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କୁ ସ୍ଵାଧୀନତା ଦିଅନ୍ତି ନାହି ଯାହା ସବୁ ସ୍ତ୍ରୀ ମାନେ ଇଚ୍ଛା କରିଥାନ୍ତି ।

କିନ୍ତୁ ଏମାନେ ନିଜ ସ୍ତ୍ରୀଙ୍କୁ କାବୁରେ ରଖିବାରୁ ସମସ୍ଯା ଆସିଥାଏ । ଯଦି ଆପଣ କନ୍ୟା ରାଶିର ବ୍ୟକ୍ତି ତେବେ ନିଜ ସ୍ତ୍ରୀଙ୍କୁ ସ୍ଵାଧୀନତା ଦିଅନ୍ତୁ । ଏହା ଦ୍ଵାରା ଭଲ ପାଇବା ବଢିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button