ଦେଶ- ବିଦେଶ

September ମାସରେ ଧନୁ ରାଶିର ସଂପୂର୍ଣ୍ଣ ରାଶିଫଳ, ଘଟିବ 5ଟି ବଡ ଘଟଣା…. ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେପ୍ଟେମ୍ବର ମାସରେ ଧନ୍ୟ ରାଶିର ବ୍ୟକ୍ତିଙ୍କ କ୍ୟାରିୟର, ଧନ ସମ୍ପତି, ପ୍ରେମ, ବ୍ୟବସାୟ, ଚାକିରି କ୍ଷେତ୍ରରେ ସ୍ଥିତି କେମିତି ରହିବ ତାହା କହିବାକୁ ଯାଉଛୁ । ଧନୁ ରାଶିର ଲୋକେ ପରିବାରର ସହାୟତା ପାଇବେ । ଭାଇ ମାନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ । ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ସବୁ ବହୁତ ଭଲ ରହିବ । କଠିନ ପରିଶ୍ରମର ଫଳ ଆପଣଙ୍କୁ ମିଳିବାକୁ ଯାଉଛି । ତେଣୁ ଆପଣଙ୍କର ପ୍ରତେକ କାମ ସହଜରେ ପୂରଣ ହେବ ।

କାର୍ଯ୍ୟରେ ଥିବା ବାଧା ଦୂର ହେବ ଆପଣଙ୍କର ମଧୁର ବାଣୀ ଦ୍ଵାରା । ପ୍ରତେକ ସମସ୍ୟାର ସମାଧାନ ଆପଣ ଅତି ସହଜଶ୍ଯରେ କରିବେ । କୌଣସି କାମ କରିବାକୁ କଷ୍ଟ ଅନୁଭବ ହେବ ନାହି । ମାନସିକ ସ୍ତରରେ ଶକ୍ତିଶାଳୀ ଅନୁଭବ କରିବେ । ଆୟର ନୂଆ ନୂଆ ସ୍ରୋତ ମିଳିବ । ନୂତନ ଉଶ୍ଚ ଖୋଲିପାରେ ଯାହା ପାଇନ ଆପଣଙ୍କର ଧନ ବୃଦ୍ଧି ହେବ । ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ଧନର ଉଶ୍ଚ ବଜାୟ ରହିବ । ଚକଇରୀ କ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି ।

ଅର୍ଥ ନୈତିକ ଦ୍ରୁଷ୍ଟି କୋଣରୁ ଏହି ମାସତି ଆନନ୍ଦଦାୟକ ରହିବ । ଧନରେଗୃହରେ ଶନି ଅଛନ୍ତି ତେଣୁ ଧନ ସଞ୍ଚୟ କରିବେ । କୌଣସି କ୍ଷେତ୍ରରେ ଧନ ନିବେଶ କରିଲେ ଲାଭବାନ ହେବେ । ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ବୁଧଙ୍କ କୃପା ଧନ ଜନିତ ସମସ୍ଯା ଦୂର ହେବ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ସ୍ୱାସ୍ଥ୍ୟ ସମସ୍ୟାର କିଛି ସଂକେତ ନାହି । ଦୈନିକ ଜୀବନ ସାମାନ୍ଯ ରହିବ । ଅଳ୍ପ ଟିକେ ସ୍ଵାସ୍ଥ୍ୟକୁ ନେଇ ସତର୍କ ରହିବାର ଅଛି । ଏଥିପାଇଁ ବାସି ଖାଦ୍ୟ, ଜଙ୍କ ଫୁଡ ଠାରୁ ଦୂରେଇ ରୁହନ୍ତୁ । ସମ୍ପର୍କ ମଜବୁତ ହେବ ।

ପ୍ରିୟ ଙ୍କ ଅଧିକ ସମୟ ବିତାଇବା ଓ ବୁଲିବା ପାଇଁ ସୁଯୋଗ ରହିବ । ଉପହାର ମିଳିପାରେ । ସିନେମା ବା ମନୋରଞ୍ଜନ କ୍ଷେତ୍ରକୁ ଯିବାର ପ୍ଳାନ କରିବେ । ମୋଟ ଉପରେ ଆପଣଙ୍କର ଲାଭ ଲାଇଫ ରୋମାନ୍ସ ଓ ମଜାରେ ପରିପୂର୍ଣ୍ଣ ରହିବ । ସେପ୍ଟେମ୍ବରୁ ପ୍ରେମରେ ମଧୁରତା ଆସିବ । ଯେଉଁ ମାନେ ସାଥିଙ୍କୁ ମନ କଥା କହିବାର ଅପେକ୍ଷାରେ ଅଛନ୍ତି ସମୟ ଶୁଭ ଅଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ବୁଲିବାକୁ ଯିବେ । ଦାଂପତ୍ଯ ଜୀବନରେ ମଧୁରତା ରହିବ ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ । ପାରିବାରିକ ଜୀବନ ଭଲରେ ଯିବ । ପରସ୍ପର ପ୍ରତି ଶ୍ନର ବୃଦ୍ଧି ହେବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କ୍ଯାରିୟରକୁ ନେଇ ନୂଆ ପ୍ଳାନ କରିବେ । ଗୃହରେ ନୂଆ ସାମରୋହ ହୋଇପାରେ । ପୈତୃକ ସମ୍ପତିରୁ ଲାଭ ପାଇବେ । ସେପ୍ଟେମ୍ବର ମାସତି ବହୁତ ଭଲ ରହିବାର ଅଛି । ଭାଇ ଭଉଣୀଙ୍କ ଧ୍ୟାନ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button