ମନୋରଞ୍ଜନ

L ନାମ ଥିବା ଲୋକଙ୍କର ସ୍ଵଭାବ କିପରି ରହିଥାଏ ? ଯଦି ଆପଣଙ୍କ ପାଖରେ କେହି L ନାମର ବ୍ୟକ୍ତି ଅଛନ୍ତି ତେବେ ତୁରନ୍ତ ଦେଖନ୍ତୁ

ପୃଥିବୀରେ ଅନେକ ଲୋକ ବସବାସ କରିଥାନ୍ତି । ସମସ୍ତଙ୍କର କିଛି ନା କିଛି ବ୍ୟକ୍ତିତ୍ବ ରହିଥାଏ । ଅନେକ ଲୋକଙ୍କର ସ୍ଵୋଭାବ ମଧ୍ୟ ଅଲଗା ପ୍ରକାର ହୋଇଥାଏ । କାହାର ସ୍ଵୋଭାବ ଭଲ ହୋଇଥାଏ ,କାହାର ସ୍ଵୋଭାବ ଖରାପ ହୋଇଥାଏ । ଆଜି ଆସନ୍ତୁ ଜାଣିବା ନାମର ପ୍ରଥମ ଅକ୍ଷୟ L  ଥିବା ବ୍ୟକ୍ତିଙ୍କ ସ୍ଵୋଭାବ କିପରି ରହିଛି । କୌଣସି ପୁଅ ବା ଝିଅଙ୍କ ନାମର ପ୍ରଥମ ଅକ୍ଷର ଯଦି L ରୁ ଆରମ୍ଭ ହୋଇଥାଏ । ଏହି ବ୍ୟକ୍ତି ବହୁତ ସରଲା ସ୍ଵୋଭାବର ହୋଇଥାନ୍ତି ।

ଏହି ବ୍ୟକ୍ତି ପ୍ରତେକ କଥାକୁ ବହୁତ ଭବିଚିନ୍ତି କରିଥାନ୍ତି । କୌଣସିବି କାର୍ଯ୍ୟ କରିବା ପୂର୍ବରୁ ସମସ୍ତଙ୍କ ପରାମର୍ଶ ନେଇ କରିଥାନ୍ତି । ଏହି ବ୍ୟକ୍ତି ପରିବାରର ସମସ୍ତଙ୍କୁ ବହୁତ ଭଲ ପାଇଥାନ୍ତି । ସମସ୍ତଙ୍କୁ ସନ୍ନମାନ ଦେବା ସହ ସମସ୍ତଙ୍କୁ ସ୍ନେହ ମଧ୍ୟ କରିଥାନ୍ତି । ଏହି ବ୍ୟକ୍ତି କାହାରି ଦୁଃଖ ସହିପାରନ୍ତି ନାହିଁ ବା କାହାରୀକୁ ଦୁଃଖ ମଧ୍ୟ ଦେଇନଥାନ୍ତି । ଏହି ବ୍ୟକ୍ତି ପରିବାରରେ ବା ସମମଯରେ ମୁଖ୍ୟ ଭୂମିକରେ ରହିଥାନ୍ତି । ଏହି ବ୍ୟକ୍ତି ବହୁତ କଣରେ ସନ୍ତୁଷ୍ଠ ହୋଇଯାଇଥାନ୍ତି ।

ଯେଉଁଠାକୁ ଯାଇଥାନ୍ତି ସମସ୍ତଙ୍କୁ ହସ ବାଣ୍ଟିଥାନ୍ତି । ଏହି ବ୍ୟକ୍ତି ବହୁତ ସଂବେଦନଶୀଳ ହୋଇଥାନ୍ତି ,ଏହି କାରଣରୁ ଅନ୍ୟର ଦୁଃଖ ଦୂର କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଏହି ବ୍ୟକ୍ତି ପ୍ରାୟ ବଡ ହେବାପ କୌନ ଆସି ଇଚ୍ଛା ରଖନ୍ତି ନାହିଁ । କିନ୍ତୁ ଏହି ବ୍ୟକ୍ତି ଯାହାବି କିଛି କରିଥାନ୍ତି ସେଥିରେ ସଫଳ ହୋଇଥାନ୍ତି । ଏହି ବ୍ୟକ୍ତି ଅଭୁତ ରଚନାତ୍ମକ ହୋଇଥାନ୍ତି , ସାହିତ୍ଯ କ୍ଷେତ୍ରରେ ଏମାନଙ୍କର ଭବିଷ୍ୟତ ବହୁତ ଭଲ ହୋଇଥାଏ ।

ଏହି ବ୍ୟକ୍ତିଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ । ଯାହାବି କାର୍ଯ୍ୟ କରିଥାନ୍ତି ବହୁତ ମନ ଲଗାଇ ଆନନ୍ଦର ସହ କରିଥାନ୍ତି । ଏହି ବ୍ୟକ୍ତି ବହୁତ ସ୍ଵୋଭିମାନୀ ହୋଇଥାନ୍ତି । ଏମାନଙ୍କ ଚିନ୍ତାଧାରା ବହୁତ ଦାର୍ଶନିକ ହୋଇଥାଏ । ସମସ୍ତଙ୍କ ଚିନ୍ତାଧାରା ଅପେକ୍ଷା ଏମାନଙ୍କର ଚିନ୍ତାଧାରା ବହୁତ ଅଲଗା ହୋଇଥାଏ । ଏହି ବ୍ୟକ୍ତିଙ୍କୁ କେହି ବହୁତ ଶୀଘ୍ର ଠକି ପାରନ୍ତି ନାହିଁ । ଧର୍ମ କ୍ଷେତ୍ରରେ ସର୍ବଦା ଏହି ବ୍ୟକ୍ତି ସକାରାତ୍ମକ ରହିଥାନ୍ତି । ଏହି ବ୍ୟକ୍ତି ଇଶ୍ଵରଙ୍କୁ ବହୁତ ବିଶ୍ଵାସ କରିଥାନ୍ତି ।

ଏହି ବ୍ୟକ୍ତି ଅତୀତର ଚିନ୍ତା ନକରି ସର୍ବଦା ବର୍ତ୍ତମାନର ଚିନ୍ତା କରିଥାନ୍ତି । ଏମାନଙ୍କ ଜୀବନରେ ଏକ ବିଶେଷ ପ୍ରକାର ଶାଳୀନତା ରହିଥାଏ । ଏଭଳି ବ୍ୟକ୍ତି ଭାବୁକ ଓ ଦୟାଳୁ ହୋଇଥାନ୍ତି । ଯେଉଁ କାମ କରିଥାନ୍ତି ସେହି କାମକୁ ସମ୍ପୂର୍ଣ ନକରିବା ଯାଏ ଚେଷ୍ଟା କରିଥାନ୍ତି । ଏହି ବ୍ୟକ୍ତି ଶ୍ରେଷ୍ଠ ବିଚାରକ ଓ ନ୍ୟାୟପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କ ଲକ୍ଷ ସର୍ବଦା ଉନ୍ନତି କରିବା ଓ ଆଗକୁ ଜୀବ ହୋଇଥାଏ । ପ୍ରଥମ ଅକ୍ଷର L ଥିବା ବ୍ୟକ୍ତି ଟଙ୍କା ପ୍ରିୟ ହୋଇନଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button