ମନୋରଞ୍ଜନ

ସ୍ତ୍ରୀକୁ ଖୁସି କରିବାରେ ମାହିର ଅଟନ୍ତି ଏହି 4ଟି ନାମର ପୁରୁଷ, ଲୋକମାନେ ଏମାନଙ୍କୁ କୁହନ୍ତି ‘ଜୋରୂ କେ ଗୁଲାମ’

ଆଜି ଆମେ ଆପଣଙ୍କୁ କିଛି ଏମିତି ନାମ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଶାସ୍ତ୍ର ଅନୁସାରେ ଏକ ଭଲ ସ୍ଵାମୀ ପ୍ରମାଣିତ ହୋଇଥାନ୍ତି । ଲୋକମାନେ ଏମାନଙ୍କୁ କୁହନ୍ତି ‘ଜୋରୂ କେ ଗୁଲାମ’ । କାରଣ ଏମାନେ ନିଜ ପତ୍ନୀଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଏମାନଙ୍କର ବୈବାହିକ ଜୀବନ ବହୁତ ଭଲ ଭାବରେ ଚାଲିଥାଏ । ଦୁଇ ଜଣଙ୍କ ମଧ୍ୟରେ ଝଗଡା ବହୁତ କମ ଦେଖାଯାଇଥାଏ । ତେବେ ଚାଲନ୍ତୁ ଆପଣମାନଙ୍କୁ କହିଦେବୁ ସେହି ପୁରୁଷମାନଙ୍କ ବିଷୟରେ, ଯେଉଁମାନେ ନିଜ ସ୍ତ୍ରୀଙ୍କୁ ଖୁସିରେ ରଖନ୍ତି ।

୧. A ଅକ୍ଷର ବାଲା ଯୁବକ- ଯେଉଁ ଯୁବକର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ହିଁ କ୍ୟାରିଙ୍ଗ ସ୍ଵଭାବର ହୋଇଥାଏ । ଏମାନେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି । ଏମାନେ ନିଜ ପତ୍ନୀର ଖୁସି ପାଇଁ ତାଙ୍କର ସମସ୍ତ କଥା ମାନନ୍ତି । ଏମାନଙ୍କର ପତ୍ନୀ ବହୁତ ସୋଭାଗ୍ୟଶାଳୀ ହୋଇଥାନ୍ତି ।

୨. K ଅକ୍ଷର ବାଲା ଯୁବକ- ଯେଉଁ ଲୋକମାନଙ୍କର ନାମ Kରୁ ଆରମ୍ଭ ହୋଇଥାଏ, ଏମାନେ ନିଜ ପତ୍ନୀଙ୍କ ପାଇଁ ସର୍ବଦା ପ୍ରସ୍ତୁତ ଥାନ୍ତି । ଏମାନେ ନିଜ ପତ୍ନୀଙ୍କର ଗୁଲାମ ହୋଇଥାନ୍ତି । ଆପଣଙ୍କୁ କହିଦେଛୁ ଯେ ଏମାନଙ୍କୁ ଅଧିକ କ୍ରୋଧ ଆସିଥାଏ । କିନ୍ତୁ ଏମାନଙ୍କର ପତ୍ନୀ ଏମାନଙ୍କର ରାଗକୁ ଶେଷ କରି ଦିଅନ୍ତି ।

୩. R ଅକ୍ଷର ବାଲା ଯୁବକ- ଯେଉଁ ଯୁବକମାନଙ୍କର ନାମ R ରୁ ଆରମ୍ଭ ହୋଇଥାଏ, ସେମାନେ ବି ନିଜର ପତ୍ନୀଙ୍କର ବହୁତ ଧ୍ୟାନ ରଖିଥାନ୍ତି । ଏମାନେ ସବୁବେଳେ ନିଜର ପତ୍ନୀଙ୍କୁ ନିଜ ପାଖରେ ହିଁ ରଖିବାକୁ ଚାହାନ୍ତି । ଏମାନେ ନିଜ ପତ୍ନୀଙ୍କୁ କୌଣସି କାମ କରିବାକୁ ଦିଅନ୍ତି ନାହିଁ । ଏମାନେ ନିଜ ପତ୍ନୀଙ୍କର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ଏମାନଙ୍କର ପତ୍ନୀ ସବୁବେଳେ ଖୁସିରେ ରୁହନ୍ତି ।

୪. P ଅକ୍ଷର ବାଲା ଯୁବକ- ଯେଉଁ ଯୁବକଙ୍କର ନାମ P ଅକ୍ଷର ଦ୍ଵାରା ଆରମ୍ଭ ହୋଇଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ନିଜର ବୁଦ୍ଧିମତା ଦ୍ଵାରା ଏମାନେ ନିଜ ପତ୍ନୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି । ଏମାନେ ନିଜର ପତ୍ନୀଙ୍କର ଛୋଟ ଛୋଟ ଖୁସିର ବି ଧ୍ୟାନ ରଖନ୍ତି । ଯେଉଁ କାରଣରୁ ଏମାନଙ୍କର ବୈବାହିକ ଜୀବନରେ ଖୁସି ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button