ଜ୍ୟୋତିଷ

କନ୍ୟା ରାଶି ଓ କୁମ୍ଭ ରାଶି ମଧ୍ୟରୁ କେଉଁ ରାଶି ଅଧିକ ଭାଗ୍ୟଶାଳୀ !

ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ହେବାର କାରଣ ରାଶି ମାନଙ୍କର ପରିବର୍ତ୍ତନ ପାଇଁ ହୋଇଥାଏ । ରଶିଙ୍କ ପରିବର୍ତ୍ତନ ପାଇଁ ହିଁ ବ୍ୟକ୍ତିଙ୍କ ଜୀବନରେ ଭଲ ଓ ଖରାପ ଆସିଥାଏ । ଆଜି ଆସନ୍ତୁ ଜାଣିବା କନ୍ୟା ରାଶି ଓ କୁମ୍ଭ ରହି ମଧ୍ୟରେ କେଇନ ରଶୀତି ବହୁତ ଭାଗ୍ୟଶାଳୀ । ପ୍ରଥମେ ଆସନ୍ତୁ ଜାଣିବା କନ୍ୟା ରାଶିଙ୍କ ବିଷୟରେ ,କିପରି ରହିଛି ତାଙ୍କ ଭାଗ୍ୟରେ । କନ୍ୟା ରାଶିର ସ୍ଵାମୀ ବୁଧଦେବା ହୋଇଥିବା କାରଣରୁ ଏହି ରାଶିର ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ।

ଏହି ବ୍ୟକ୍ତି ମାନେ ବହୁତ କୋମଳ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ତୀବ୍ର ଗତିରେ ଚିନ୍ତା କରିବା ସହ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ବ୍ୟକ୍ତି ସବୁ ନିୟମକୁ ମନି ଚଳିବାକୁ ବହୁତ ପସନ୍ଦ କରିଥାନ୍ତି ,ଏହା ସହ ନିଜସ୍ୱ ହୋଇ ରହିବାକୁ ବହୁତ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ବହୁତ ଚଞ୍ଚଳ ହୋଇଥିବାରୁ କୌଣସି କାମ ଡେରି ହୋଇଗଲେ ବହୁତ ବ୍ୟସ୍ତ ହୋଇପଡନ୍ତି । ଯାହା ସେହି ବ୍ୟକ୍ତିଙ୍କର ଲକ୍ଷ ଥାଏ ସେହି ଲକ୍ଷ୍ୟରେ ପହଞ୍ଚିବା ଯାଏଁ ଚେଷ୍ଟା କରିଥାନ୍ତି ।

ଏହି ବ୍ୟକ୍ତି ଶୁକ୍ମଦର୍ଶୀ ଓ ସଂବେଦନ ଶୀଳ ହୋଇଥାନ୍ତି । ଏମାନେ ଜିଜ୍ଞାସୁ ଓ ତର୍କଶିଳ ହୋଇଥାନ୍ତି । ଏହି ବ୍ଯକ୍ତିର ବୁଦ୍ଧି ବହୁତ ତୀକ୍ଷଣ ହୋଇଥାଏ । କୌଣସିବି କାର୍ଯ୍ୟ ଜାଣିବାରେ ବହୁତ ଇଚ୍ଚୁକ ହୋଇଥାନ୍ତି । ଏମାନେ ବୌଧିକ କଥାକୁ ବହୁତ ମହତ୍ଵ ରଖିଥାନ୍ତି । ଏହି ବ୍ୟକ୍ତି ତର୍କ କରିବା ସମୟରେ ତାଙ୍କ ଭାଷା ବହୁତ ଉତ୍ତମ ଓ ପ୍ରଭାବଶଳୀ ହୋଇଥାଏ । ଏମାନଙ୍କ ବୈବାହିକ ଜୀବନ ବହୁତ ଆନନ୍ଦରେ କଟିଥାଏ । ଏହି ବ୍ୟକ୍ତି କାର୍ଯ୍ୟରେ ବହୁତ ନିୟୋଜିତ ରହିଥାନ୍ତି । ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ସମାଧାନ କରିଥାନ୍ତି ।

ଏହା ପରେ ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ । ଏହି ରାଶିର ବ୍ୟକ୍ତି ବହୁତ ଜ୍ଞାନୀ ସ୍ଵୋଭାବର ହୋଇଥାନ୍ତି ,ଏହା ସହ ବହୁତ ପ୍ରଗତିଶୀଳ ହୋଇଥାନ୍ତି । ଏହି ବ୍ୟକ୍ତି ବହୁତ ସ୍ଵୋଛ ମନରେ ଚିନ୍ତା କରିଥାନ୍ତି । ନିଜ ବ୍ୟବହାର ପ୍ରତି ବହୁତ ସତର୍କ ରହିଥାନ୍ତି । ଏହି ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ନିଜ ବ୍ୟକ୍ତିତ୍ବକୁ ବହୁତ ସନ୍ନମାନ ଦେଇଥାନ୍ତି । ଏହି ବ୍ଯକ୍ତିର ଖାପ ଗୁଣ ଏହାକି ଯାହା କରିଥାନ୍ତି ଦରକାର ଠାରୁ ଅଧିକ ଚିନ୍ତା କରିଥାନ୍ତି । ଏହି ବ୍ୟକ୍ତି ବହୁତ ସଂବେଦନ ଶୀଳ ମଧ୍ୟ ହୋଇଥାନ୍ତି ।

ଏମାନଙ୍କୁ ଜୀରାରୁ ସିରା ବାହାର କରିବା କଳା ମଧ୍ୟ ବହୁତ ଭଲ ଭାବରେ ଜଣା । କାର୍ଯ୍ୟ କ୍ଷେତ୍ରରେ ବହୁତ ପରିଶ୍ରମ କରିବାକୁ ବହୁତ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ଜୀବନରେ ବହୁତ ଉନ୍ନତି କରିଥାନ୍ତି । ଏହି ରାଶିର ସ୍ଵାମୀ ଶନି ହୋଇଥିବା କାରଣରୁ କାହାରୀକୁ ଏହି ବ୍ୟକ୍ତି ଧୋକା ଦେଇନଥାନ୍ତି । ଏହି ବ୍ୟକ୍ତି କାହାର ଦୁଃଖ ଦେଖି ପାରନ୍ତି ନାହିଁ । ନିଜ ଜୀବନ ସାଥୀଙ୍କୁ କେବେବି ଦୁଃଖ ଦିଅନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button