ଯଦି ଘରକୁ ପାରା ଆସୁଛନ୍ତି, ତେବେ ଜାଣନ୍ତୁ ଏହି ଭୟଙ୍କର କଥା !

ପୃଥିବୀରେ ଅନେକ ପଶୁପକ୍ଷୀ ରହିଥାନ୍ତି । ସମସ୍ତ ପଶୁପକ୍ଷୀ ମାନଙ୍କର କିଛି ନା କିଛି ନିଜସ୍ୱ ରହିଥାଏ । ସବୁ ପକ୍ଷୀ ମାନଙ୍କ ମଧ୍ୟରୁ ପାରା ବହୁତ ଭିନ୍ନ ହୋଇଥାଏ । ପାରାକୁ ଶାନ୍ତିର ପ୍ରତୀକ କୁହାଯାଇଥାଏ । ଅନେକ ଲୋକ କହିଥାନ୍ତି ପାରା ମା ଲକ୍ଷ୍ମୀଙ୍କ ସ୍ଵୋରୂପ ହୋଇଥାଏ । ଅନେକ ପକ୍ଷୀ ମାନଙ୍କ ମଧ୍ୟରୁ ପାରା ଚଞ୍ଚଳ କମ ଓ ସରଳ ଅଧିକ ହୋଇଥାଏ । ଅନେକ ଲୋକ କହିଥାନ୍ତି ପାରା ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ।
ପାରା ମାନେ ରହିବା ପାଇଁ ପୁରୁଣା କୋଠା ବା କୌଣସି କଣ ଜାଗା ପସନ୍ଦ ହୋଇଥାଏ । ଆଜି ଆସନ୍ତୁ ଜାଣିବା ପାରା ଘରକୁ ଆସିବା ଦ୍ଵାରା କଣ ହୋଇଥାଏ । ପାରା ଘରେ ବସ କରିବା ଭଲ ହୋଇଥାଏ । କିନ୍ତୁ ପାରା ରହିବା ଜାଗା ସର୍ବଦା ସଫଳ ରଖିବା ଉଚିତ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ଘରର ଛାତକୁ ରହି ଏବଂ ପାରାକୁ ବୁଧ ବୋଲି ବିଚାର କରାଯାଏ । ଜ୍ଯୋତିଷ ଅନୁସାରେ ଯେଉଁ ବ୍ଯକ୍ତିର କୁଣ୍ଡଳୀରେ ରାହୁ ଏବଂ ବୁଧଙ୍କର ମେଳ ହୋଇଥାଏ ,ସେହିଠାରେ ସ୍ଥିତି ବହୁତ ଖରାପ ହୋଇଯାଇଥାଏ।
ପାରାକୁ ଖାଇବାକୁ ଦିଅନ୍ତୁ କିନ୍ତୁ ଛାତ ଉପରେ ନୁହେଁ ,କୌଣସି ବାହାର ଜାଗାରେ ବା ଘରର ଅଗଣାରେ ଦେବା ଉଚିତ । ପାରାଙ୍କୁ ଘରେ ରଖିବା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ । ଯଦି ଘରେ ପାରା ରଖୁଛନ୍ତି ଘରର ବାହାରେ ରଖନ୍ତୁ ଏହା ବହୁତ ଶୁଭ ହୋଇଥାଏ । ଏହା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ କି ପାରା ରହୁଥିବା ସ୍ଥାନ ସଫଳ ରଖିବା ଉଚିତ । ଅପରିଷ୍କାର ରଖିବା ଦ୍ଵାରା ଘର ଉପରେ କୌଣସି ଖରାପ ସମସ୍ଯା ଆସିପାରେ ।
ପାରାଙ୍କୁ କେବେ ଘରେ ଅଣ୍ଡା ଦେବାକୁ ଦିଅନ୍ତୁ ନାହିଁ । ପାରା ଘରେ ଅଣ୍ଡା ଦେବା ଦ୍ଵାରା ବହୁତ ଅଶୁଭ ହୋଇଥାଏ । ଯଦି ଆପଣ ପାରାଙ୍କୁ ଖାଇବାକୁ ଦେବାକୁ ଚାହୁଁଛନ୍ତି ନିଜ ଘରର ଅଗଣାରେ ଦେବା ଉଚିତ । ଏହା ବହୁତ ଶୁଭ ହୋଇଥାଏ । ପାରାଙ୍କୁ ଖାଇବା ଦେବା ସହ ପଣି ମଧ୍ୟ ଦେବା ଉଚିତ ।