ଦେଶ- ବିଦେଶ

IAS ଇନ୍ଟରଭ୍ୟୁରେ ପଚରା ଯାଉଥିବା Questions: ଗୋଟେ ପୁଅ ଓ ଝିଅ ଅଛନ୍ତି କିନ୍ତୁ ସେମନେ ନ ମା-ପୁଅ, ନା ଭାଇ-ଭଉଣୀ, ନା ସ୍ଵାମୀ- ସ୍ତ୍ରୀ କିନ୍ତୁ ଝିଅର ଶ୍ଵଶୁର ପୂ ଶ୍ଵଶୁରର ବାପା ଅଟନ୍ତି….ତେବେ ସେମାନଙ୍କ ମଧ୍ୟରେ କି ସମ୍ପର୍କ?

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ଆଇଏଏସ ପାଇଁ ବହୁତ ପିଲା ବହୁତ ମନ ଧ୍ୟାନ ଦେଇ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ । (୧) ଦୁନିଆ ରେ ସବୁଠୁ ଦ୍ରୁତ ଗତି କାହାର ଅଟେ ? ଉତ୍ତର – ପ୍ରକାଶ (୨) ଉପନିଷେଧ ର ସମୁଦାୟ ସଂଖ୍ୟା କେତେ? ଉତ୍ତର – ୧୦୮ (୩) ପୃଥିବୀର ଭଉଣୀ କାହାକୁ କୁହନ୍ତି? ଉତ୍ତର – ଶୁକ୍ର ଗ୍ରହ (୪) ପଲ ଅଫ ସାଇବେରିଆ କାହାକୁ କୁହନ୍ତି? ଉତ୍ତର – ବୈକାଳ ଝିଲ

(୫) ଭାରତ ପ୍ରଥମ ରେଳ ଷ୍ଟେସନ କେଉଁଠି ଅଛି?

ଉତ୍ତର – ମୁମ୍ବାଇ

(୬) ଇଣ୍ଟରନେଟ ସର୍ବପ୍ରଥମେ କେଉଁ ଦେଶ ବ୍ୟବହାର କରିଥିଲା?

ଉତ୍ତର – ଆମେରିକା

(୭) ‘ରାନୀ କି ବାବା’ କେଉଁଠି ଅଛି?

ଉତ୍ତର – ଗୁଜୁରାଟ

(୮) ଶିପକୀଲା ଦର୍ରା କେଉଁଠି ଅବସ୍ତିତ?

ଉତ୍ତର – ହିମାଚଳ ପ୍ରଦେଶ

(୯) ମହାଭାରତ ର ରଚୟିତା କିଏ?

ଉତ୍ତର – ବେଦବ୍ୟାସ

(୧୦) ଅଯନ୍ତା ଗୁମ୍ଫା କେଉଁଠି ଅବସ୍ତିତ?

ଉତ୍ତର – ଔରଙ୍ଗାବାଦ

(୧୧) ‘ଅକବାର ନାମା’ ର ଲେଖକ କିଏ?

ଉତ୍ତର – ଅବୁଲ ଫଜଲ

(୧୨) ସର୍ବପ୍ରଥମେ କେଉଁ ଧାତୁ ର ପ୍ରୟୋଗ କରାଯାଇଥିଲା?

ଉତ୍ତର – ତମ୍ବା

(୧୩) ବିଶ୍ୱର ସର୍ବାଧିକ ମତଦାତା ଦେଶ ର ନାମ କଣ?

ଉତ୍ତର – ଭାରତ

(୧୪) ଦେଶର ଲୌହମାନବ କାହାକୁ କୁହାଯାଏ?

ଉତ୍ତର – ସର୍ଦାର ବଲ୍ଲଭ ଭାଇ ପଟେଲ

(୧୫) ଭାରତର ମାର୍ଟଇନ ଲୁଥର କାହାକୁ କୁହନ୍ତି?

ଉତ୍ତର – ସ୍ୱାମୀ ଦୟାନନ୍ଦ ସରସ୍ୱତୀ

(୧୬) ଉତ୍ତର ଆମେରିକା ର ଖୋଜ କିଏ କରିଥିଲା?

ଉତ୍ତର – କୋଲମ୍ଵସ

(୧୭) କଲହାରି ମରୁସ୍ଥ କେଉଁଠି ଅଛି?

ଉତ୍ତର – ଦକ୍ଷିଣ ଆଫ୍ରିକା

(୧୮) ନେତ୍ର ଦାନ ରେ କେଉଁ ଭାଗ ଦାନ କରାଯାଏ ?

ଉତ୍ତର – କାର୍ଣ୍ଣିକା

(୧୯) ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା?

ଉତ୍ତର – ୧୯୧୭

(୨୦) ‘ଏକ ରାଷ୍ଟ୍ର ଏକ ନେତା’ ର ଆହ୍ୱାନ କିଏ ଦେଇଥିଲେ?

ଉତ୍ତର – ହିଟଲର

(୨୧) କେଉଁ ଦେଶରେ କନାରେ ଖବର ଛପା ଯାଏ?

ଉତ୍ତର – ସ୍ପେନ

(୨୨) ୟେଲୋଷ୍ଟୋନ ପାର୍କ କେଉଁଠି ଅବସ୍ତିତ?

ଉତ୍ତର – ସଂଯୁକ୍ତ ରାଜ୍ୟ ଆମେରିକା

(୨୩) ସବୁଠାରୁ ହାଲକା ଧାତୁ କଣ ଅଟେ?

ଉତ୍ତର – ଲିଥିୟମ

(୨୪) ଶାନ୍ତିଭବନ କେଉଁଠି ଅଛି ?

ଉତ୍ତର – ଦିଲ୍ଲୀ

(୨୫) ଦକ୍ଷିଣ ଗଙ୍ଗା କାହାକୁ କୁହାଯାଏ?

ଉତ୍ତର – କାବେରୀ ନଦୀ

(୨୬) କ୍ୟାଲେଣ୍ଡର ର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମ ଆଦିତ୍ୟ

(୨୭) କଳା ସୁନା କାହାକୁ କୁହାଯାଏ?

ଉତ୍ତର – ଅଫିମ

(୨୮) ରାଜଗିରୀ ର ପୁରାତନ ନାମ କଣ ଥିଲା?

ଉତ୍ତର – ରାଜଗୃହ

(୨୯) ଟାଇପରାଇଟର ର ଆବିଷ୍କାର କେଉଁ ଦେଶ କରିଥିଲା?

ଉତ୍ତର – ଇଟାଲୀ

(୩୦) ଭାରତ ର ସବୁଠାରୁ ବଡ଼ ସଂଗ୍ରହାଳୟ କେଉଁଠି ଅବସ୍ଥିତ?

ଉତ୍ତର – କଲିକତା

(୩୧) ଭାରତର ସବୁଠାରୁ ବଡ଼ କବାଟ କେଉଁଟି ଅଟେ?

ଉତ୍ତର – ବୁଲନ୍ଦ ଦରବାଜା

(୩୨) ସ୍ଵର୍ଣ ନଗରୀ କାହାକୁ କୁହନ୍ତି?

ଉତ୍ତର – ଜୋହନେ ସଵର୍ଗ

(୩୩) ଇନକଳାବ ଜିନ୍ଦାବାଦ ର ଆହ୍ୱାନ କିଏ ଦେଇଥିଲେ?

ହତ୍ତର – ଭଗତ ସିଂ

(୩୪) ବିଶ୍ୱ ଯୋଗ ଦିବସ କେଉଁ ଦିନ ପାଳନ କରାଯାଏ?

ଉତ୍ତର – ୨୧ ଜୁନ

(୩୫) ଏକ ପୁରୁଷ ଓ ଏକ ମହିଳା ଦୁଇଜଣ ସ୍ଵାମୀ-ସ୍ତ୍ରୀ, ଭାଇ-ଭଉଣୀ, ମା-ପୁଅ ନୁହଁନ୍ତି, କିନ୍ତୁ ମହିଳା ଙ୍କ ଶଶୁର ପୁରୁଷ ର ଶ୍ୱଶୁର ର ବାପା ଅଟନ୍ତି, ତେବେ ମହିଳା ଓ ପୁରୁଷ ଙ୍କ ମଧ୍ୟ ରେ ସମ୍ପର୍କ କଣ?

ଉତ୍ତର – ଶାଶୁ ଓ ଜୁଆଇଁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button