ମନୋରଞ୍ଜନ

Odia Jokes- ଶଶୁର ଜ୍ଵାଇଁ କୁ କହିଲା- 6 ବର୍ଷରେ 6 ଟି ପିଲା, କଥା କ’ଣ ? ଜ୍ଵାଇଁ- ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି ନା…

ଜୀବନରେ ହସିବାର ମୂହୁର୍ତ୍ତ ଖୁବ ସମୟ ପାଇଁ ଆସେ କାରଣ କେତେବେଳେ ଆମେ ଯାହା ଚାହୁଁ କିମ୍ବା ଆମେ ଯାହା ଭଲ ପାଉ ତାହା ଖୁବ ଅନ୍ୟ ଲୋକଙ୍କ ପସନ୍ଦ ଆସେ ତେବେ ଆମେ ଆଜି ସେହି ଭଳି କିଛି ହସିବା କାହାଣୀ କହିବାକୁ ଯାଉଛେ । ଗୋଟେ ଝିଅର ଫୋନ ଟଏଲେଟ ରେ ପଡି ଗଲା ସେଥିରୁ ଏକ ଜିନ ଆସିକି ତାକୁ ଏକ ଫୋନ ଦେଇ କହିଲା କି ନେ ତୋ ଫୋନ ।

ମାତ୍ର ଝିଅଟି କାଠୁରିଆ ଓ ଜଳଦେବତା ଙ୍କ କାହାଣୀ ମନ ପକେଇ ସଚୋଟ ଭାବେ କହିଲା ନା ଏହା ମୋର ନୁହେଁ । ଏହା ପରେ ଜିନ କହିଲା ଆରେ ଦେଖେରେ ପାଗେଳି ଏଇଟା ତୋରି ଫୋନ । ଗୋଟେ ପୁଅ କୁ ତା ବାପା କହିଲେ ମୋର କାମ କରିବାର ଅଛି ମତେ କମ୍ପ୍ଯୁଟର ର ପାସ ୱାର୍ଡ କହ । ପୁଅ କହିଲା ଆପଣ ରୁହନ୍ତୁ ମୁ ଦେଇ ଦଉଛି ବାପା କହିଲେ ମୁ ତୋ ବାପା ଟ ମତେ କହି ପାରିବୁ । ପୁଅ ପୁଣି କହିଲା ମୁ ଦେଇ ଦଉଛି ।

ବାପା କହିଲେ ମୁ ପାଠ ପଢିଛି ଟ କହ ମତେ ପୁଅ କହିଲା ମୁ ଦେଇ ଦଉଛି ବାପା କହିଲେ କହ । ପୁଅ କହିଲା ପାପଙ୍କ ସେଟିଙ୍ଗ ଆଟ ଡି ରେଟ ଫ୍ଲ୍ଯାଟ ନମ୍ବର ୨୦୨ । ବାପା ତାକୁ ଚପଲ ଛିଣ୍ଡିଲା ଯାଏ ମାରିଲେ । ସ୍ତ୍ରୀ ର ସନ୍ଦେହ ଗୁଣ ଦୂର କରିବା ପାଇଁ ସ୍ଵାମୀ ଦାଢି ରଖିବା ଆରମ୍ଭ କରିଦେଲା । ସବୁ କାମ ଛାଡି ଲୋକଙ୍କ ସାହାଜ୍ଯ କରିବାକୁ ଲାଗିଲା । ଭଗବାନଙ୍କ ପୂଜାରେ ନିଜକୁ ଦିନ ରାତି ବ୍ୟସ୍ତ ରଖିଲା । ସ୍ତ୍ରୀ ତା ସାଙ୍ଗକୁ କହୁଛି କମିନା ଲୋକ ଏବେ ସ୍ଵର୍ଗର ଅପସରାଙ୍କ ପଛରେ ଅଛି ।

ଦୁଇ ମହିଳା କଥା ହଉଥିଲେ । ପ୍ରଥମ ମହିଳା କହିଲା କି ଆରେ ତମ ବହୁ କେମିତିଆ । ଦ୍ଵିତୀୟ ମହିଳା କହିଲା ମୋ ବହୁ ଖୁବ ଖରାପ ଅଟେ ସବୁ ଦିନ ମୋ ପୁଅ ତାକୁ ଚା କରିକି ଦଉଛି । ସେ ସବୁଦିନ ସକାଳୁ ଉଠୁନି । ମୋ ପୁଅ ଘରର ସାରା କାମ କରୁଛି ଓ ପ୍ରାୟ ମୋ ପୁଅକୁ କହୁଛି ବାହାରେ ଖାଇବା ପାଇଁ । ତା ପରେ ପଚାରିଲେ କି ତୁମ ଜୋଇଁ କିଭଳି ? ଦ୍ଵିତୀୟ ମହିଳା କହିଲା ମୋ ଜୋଇଁ ତ ଖୁବ ଭଲ ମୋ ଝିଅକୁ ଆଣିକି ଚା ଦଉଛନ୍ତି । ଘର କାମ କରିବା ପାଇଁ ଦେଉ ନାହାନ୍ତି । ବେଳେ ବାହାରକୁ ଭି ବୁଲେଇବା ପାଇଁ ନେଇ ଯାଉଛନ୍ତି ।

ଗୋଟେ ପୁଅ ରାମ ମନ୍ଦିର ଯାଇକି କହିଲା ହେ ଭଗବାନ ମୋ ପ୍ରେମିକା ହଜି ଯାଇଛି । ଭଗବାନ କହିଲେ ପାଖରେ ଥିବା ହନୁମାନ ମନ୍ଦିରକୁ ଯାଇକି ଏଫଆଇଆର ଲେଖା ମୋ ସ୍ତ୍ରୀ କୁ ଭି ସେ ହିନ ଖୋଜିଥିଲେ । ସ୍ଵାମୀ କହିଲେ ରାଜା ଦଶରଥଙ୍କ ନାମ ସୁନୀଚ କି ସ୍ତ୍ରୀ କହିଲା ହଁ । ସ୍ଵାମୀ କହିଲା ତାଙ୍କର ୩ ଟି ରାଣିଥିଲେ । ସ୍ତ୍ରୀ କହିଲା ହଁ । ସ୍ଵାମୀ କହିଲା ତାହେଲେ ମୁ ଆଉ ୨ ଟି ବିବାହ କରିପାରିବି । ସ୍ତ୍ରୀ କହିଲା ଦ୍ରୋପତିଙ୍କ ନାମ ସୁନୀଚ । ସ୍ଵାମୀ କହିଲା ଆରେ ପାଗେଳି ମୁ ତ ଏମିତିରେ କହୁଥିଲି ।

ଶଶୁର ଜ୍ଵାଇଁ କୁ କହିଲା- 6 ବର୍ଷରେ 6 ଟି ପିଲା, ଏ କ’ଣ ? ଜ୍ଵାଇଁ- ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି କି ମୁଁ ଗରିବ ହେଇପାରେ କିନ୍ତୁ ଆପଣଙ୍କ ଝିଅକୁ କେବେ ବି ଖାଲି ପେଟରେ ରଖିବିନି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button