ଖୋଲିଲା ବଡ ରହସ୍ୟ ରାତି ୧୨ ଟାରେ ଶ୍ରୀକ୍ଷେତ୍ର ମାଟିରେ ଜନ୍ମ ହେବେ ନୃସିଂହ ଦେବ ଶୀଘ୍ର କରିବେ ସଂହାର Malika Bachana

ନମସ୍କାର ପାଠକ ବନ୍ଧୁ ଗଣ। ଛାତି ଥରାଇ ଦେଲା ଭଳି ଘଟଣା ଆଗକୁ ଘଟିବ ପ୍ରମାଣ ଦେବେ ବାବା ଦେବାକର ଦାସ ମାଳିକା ଗବେଷକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ।ଯେଉଁ ଭାବରେ ଅନ୍ୟାୟ ଅତ୍ୟାଚାର ବଢ଼ି ଯିବ ଶ୍ରୀ କ୍ଷେତ୍ର ମାଟି ରେ ପ୍ରକଟିତ ହେବେ ରାତ୍ର ଅଧ ରେ ନୃସିଂହ ପପୀ ଙ୍କ ବିନାଶ ହେବ ସତ୍ୟ ଯୁଗ ପୁଣି ଫେରିବ।
ଚାରି ଯୁଗ ରେ ନୃସିଂହ ଅଛନ୍ତି ସେହି ନୃସିଂହ ରାତ୍ର ଅଧରେ ପ୍ରକଟିତ ହେବେ। ମହା ପୁରୁଷ ଅଚ୍ୟୁତ ୬୦୦ ବର୍ଷ ତଳେ ଲେଖି ଥିଲେ ଯେଉଁ ମାନେ ଅନ୍ୟାୟ ଅତ୍ୟାଚାର କୁ ପ୍ରଶୟ ଦେଉ ଛନ୍ତି ସେମାନଙ୍କ ଆଖି ବଡ଼ ବଡ଼ ହୋଇ ଯିବ କଳି ରେ ନୃସିଂହ ରୂପେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ। ତାଙ୍କ ଅବତାର ଲକ୍ଷ୍ୟ କଣ? ନା ହିରଣ୍ୟକଶ୍ଚିପ ର ବଧ।
ଭକ୍ତ ମାନେ ଦେଖି କି ତରି ଯିବେ କିନ୍ତୁ ପାପୀ ମାନେ ସବୁ ହିରଣ୍ୟକଶିପୁ ଭଳି ବଧ ହେବେ। ପ୍ରଭୁ ଉଗ୍ର ମୂର୍ତ୍ତି ଧାରଣ କରି ପ୍ରକଟିତ ହେବେ। ତାଙ୍କ ଘନ ଘନ ଗର୍ଜନ ଶୁଣୁ ଅନ୍ୟାୟ ଅତ୍ୟାଚାରୀ ଙ୍କ ସକାଳୁ ଉଠିଲା ବେଳକୁ ପ୍ରାଣ ଆଉ ନ ଥିବ। ସେହି ଭଳି ଭାବରେ ସେ ମୃ-ତ୍ୟୁ କରିବ। ତାର ପ୍ରାଣ ର ଏହି ଭଳି ଭାବରେ ବିସର୍ଜନ ହେବ।
ଯମ ବିନାଶ କରିବା ପାଇଁ ଭଲ ଲୋକ ଙ୍କୁ ମାରିବେ ଦୁଷ୍ଟ ର ବିନାଶ ମଧ୍ୟ କରିବେ ତାଙ୍କର ଦାନ୍ତ ହେଉଛି ବିଲେଇ ଦାନ୍ତ ଭଳି ସେହି ଥିରେ ସେ ମୂଷା କୁ ମାରିବେ ଓ ନିଜ ଛୁଆ କୁ ଉଠାଇବେ। ଯେତେବେଳେ ଛୁଆ କୁ ଉଠାଇ ଥାଏ ସେ ଦାନ୍ତ ଏତେ ନରମ ହେଇ ଯାଏ କି ଛୁଆ ବିଲେଇ ର କିଛି ବି କ୍ଷତି ହେଉ ନ ଥିବ। ସେହି ଭଳି ଯମ କାଳ ଦୁଷ୍ଟ ପାପୀ ମାନଙ୍କୁ ଧରିଲା ବେଳେ ମୂଷା ଭଳି ଧରିବ ଆଉ ଭଲ ଲୋକ ଙ୍କୁ ବିଲେଇ ଛୁଆ ଭଳି ଧରିବ।