ଦେଶ- ବିଦେଶ

– ଶାଶୁଘରେ ରାଜ୍ କରିବା ପାଇଁ ଜନ୍ମ ହୋଇଥାନ୍ତି ଏହି ୪ ଟି ନାମର ଝିଅ ! ଆଉ ଆପଣ ?

। ସୂଚନା ଅନୁସାରେ ଝିଅ ମାନଙ୍କୁ ଦୁହିତା କୁହାଯାଇଥାଏ । କାରଣ ସେମାନେ ଦୁଇ କୁଳର ହିତ ସାଧନ କରିଥାନ୍ତି । ଝିଅ ବଡ ହେଲା ପରେ ନିଜ ବାପ ଘର ଛାଡି ଶାଶୁ ଘର ଯିବାର ଏକ ପ୍ରଥା ରହିଅଛି । ଝିଅ ଯେତେବେଳେ ଅନ୍ୟ ଘରକୁ ଯାଇଥାଏ । ସେ ନିଜ ଢାଞ୍ଚା ବଦଳାଇ ଶାଶୁ ଘର ଢାଞ୍ଚାରେ ପଡି ଜୀବନ ନିର୍ବାହ କରିଥାଏ । ଏପରି କିଛି ଝିଅ ଅଛନ୍ତି ଯେଉଁ ମାନେ ବାହା ହୋଇ ଶାଶୁ ଘରକୁ ଯିବା ପରେ ତାଙ୍କ ଶାଶୁ ଘରେ ଏମାନେ ସୁଖ ଶାନ୍ତିରେ ରହିଥାନ୍ତି ।

 

ପ୍ରଥମେ ଯେଉଁ ଝିଅର ନାମର ଆରମ୍ଭ A ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ତାଙ୍କ ମିଠା ବାଣୀ ଦ୍ଵାରା ଅନ୍ୟ ଲୋକ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିଦେଇଥାନ୍ତି । ଯେଉଁ କାରଣରୁ ବହୁତ ଶୀଘ୍ର ଲୋକ ମାନେ ସେହି ଝିଅ ମାନଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କ ସହିତ ଭଲ ସମ୍ପର୍କ ବନେଇଦେଇଥାନ୍ତି ।

ସେଥିପାଇଁ ଏହି A ନାମର ଝିଅ ମାନେ ବିଭା ହୋଇ ନିଜ ଶାଶୁ ଘରକୁ ଯିବାପରେ ତାଙ୍କ ଶାଶୁ ଘର ଲୋକଙ୍କ ସହିତ ମିଠା ମିଠା କଥା କହି ତାଙ୍କ ସହିତ ହସ ଖୁସିରେ ଜୀବନ ବିତେଇଥାନ୍ତି । ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ H ଅକ୍ଷରରୁ ଆରମ୍ଭ ହୋଇଥାଏ । ଏହି ଝିଅ ମାନେ ବହୁତ ବୁଦ୍ଧିମତୀ ଓ ଚାଲାକ ସ୍ଵଭାବର ହୋଇଥାନ୍ତି ।

 

ଯେଉଁ କାରଣରୁ ଏହି ଝିଅ ମାନେ ନିଜ ଘର ପରିବାରର ତଥା ବାହା ହୋଇସାରିଲା ପରେ ନିଜ ଶାଶୁ ଘର ପରିବାରର ନାମ ଉଜ୍ଜଳ କରିଦେଇଥାନ୍ତି । ଏହି ଗୁଣ କାରଣରୁ ଶାଶୁ ଘରେ ପରିବାରରେ H ନାମର ଝିଅ ମାନେ ରାଜ୍ କରିଥାନ୍ତି । ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ M ଅକ୍ଷରରୁ ହୋଇଥାଏ ।

ଏହି ଝିଅ ମାନେ କାହା ପାଇଁ ନିଜ ସ୍ଵଭାବକୁ ପରିବର୍ତ୍ତନ କରିବା ପାଇଁ ଇଛା କରିନଥାନ୍ତି ବଂର ନିଜ ସ୍ଵଭାବରେ ଅନ୍ୟ ଲୋକଙ୍କୁ ଚାଳିତ କରିବା ପାଇଁ ଭଲ ପାଇଥାନ୍ତି । ଶାଶୁ ଘର ଯିବା ପରେ ନିଜ ଚଳିବା ଢାଞ୍ଚା ଅନୁସାରେ ଅନ୍ୟକୁ ଚଳିବା ପାଇଁ ତାଙ୍କୁ ପରିବର୍ତ୍ତନ କରିଦେଇଥାନ୍ତି । ଯେଉଁ ଝିଅ ମାଙ୍କର ନାମର ଆରମ୍ଭ S ଅକ୍ଷରରୁ ହୋଇଥାଏ ।

 

ସେହି ଝିଅ ମାନେ ନିଜ ଶାଶୁ ଘରେ ବିନ୍ଦାସ୍ ହୋଇ ଖୁସିରେ ରହିବା ପାଇଁ ଇଛା କରିଥାନ୍ତି । ଯେଉଁ ମାନେ ତାଙ୍କର ଏହି ଅଧିକାରକୁ ଛଡାଇବା ପାଇଁ ଚେଷ୍ଟା କରିଥାନ୍ତି । ସେମାନେ ତାଙ୍କୁ ପସନ୍ଦ କରିନଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button