ସ୍ୱାସ୍ଥ୍ୟ

ଏହି ଜିନିଷ ପ୍ରତିଦିନ ଖାଆନ୍ତୁ ହାର୍ଟ ଆଟାକ,ଆଣ୍ଠୁ ଗଣ୍ଠି ବିନ୍ଧା,ଥଣ୍ଡା,କାଶ ମୂଳରୁ ଶେଷ ହେବ ,ଥରେ ନିଶ୍ଚୟ ସେବନ କରନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ରସୁଣ ଏପରି କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମ ଫାଇଦା ଯଦି ଆପଣଙ୍କର ଥଣ୍ଡା ଓ କାଶ ଭଳି ସମସ୍ୟା ଉପୁଜିଛି ତାହେଲେ ରସୁଣ ଆପଣଙ୍କ ପାଇଁ ଏକ ବର ଠାରୁ କମ୍ ନୁହଁ ଯଦି ଆପଣ ଖାଲି ପେଟରେ ରସୁଣକୁ ଚୋବାଇ ଚୋବେଇ ଖାଇବେ ତେହେଲେ ଆପଣଙ୍କ ଥଣ୍ଡା ଓ କଫ ଜନିତ ସମସ୍ୟା ଶେଷ ହୋଇଯିବ ।

ଦିତୀୟ ଫାଇଦା ଯଦି ଆପଣଙ୍କ ରକ୍ତ ଚାପ ଅଧିକ ବା କମ୍ ରହିଛି ତାହେଲେ ଆପଣ ଏହାକୁ ସିଝାଇ ଏହାର ରସ ପିପାରିବେ ଯାହା ଦ୍ଵାରା ଆପଣଙ୍କ ରକ୍ତ ଚାପ ନିୟନ୍ତ୍ରଣକୁ ଆସିଯିବ । ତୃତୀୟ ଫାଇଦା ଯଦି ଆପଣ ରସୁଣ ସେବନ ପ୍ରତିଦିନ କରିଥାନ୍ତି ତାହେଲେ ଆପଣଙ୍କ ମସିତିଷ୍କକୁ ଏହାର ବହୁତ୍ ଫାଇଦା ମିଳିଥାଏ |

ଆପଣଙ୍କ ମୁଣ୍ଡ ଅଧିକ କରିବାକୁ ଲାଗିଥାଏ ଚତୁର୍ଥ ଫାଇଦା ପାଚନ ପ୍ରକ୍ରିୟାରେ ଏହାର ବହୁତ୍ ଫାଇଦା ଦେଖିବାକୁ ମିଳିଥାଏ ଓ ଏହାର ସେଶବ ଦ୍ଵାରା ଆପଣଙ୍କ ମଧୁମେୟ ମଧ୍ୟ ନିୟନ୍ତ୍ରଣକୁ ଆସି ଯାଇଥାଏ । ପଞ୍ଚମ ଫାଇଦା

ଯଦି ଆପଣ ଏହାକୁ ନିଜର ଖାଦ୍ୟ ସହିତ ଅଧିକ ଅଧିକ ମାତ୍ରାରେ ଖାଇବାକୁ ଆରମ୍ଭ କରିଦେବେ ଆପଣଙ୍କ ସ୍କିନ୍ ବା ଚର୍ମ ରୋଗ ପାଇଁ ବହୁତ୍ ଭଲ ଔଷଧି ଭଳି କାର୍ଯ୍ୟ କରି ଥାଏ ଯାହା ଦ୍ଵାରା ଆପଣଙ୍କ ମୁହଁରେ ଆଉ କୌଣସି ଚିହଁ ଓ ବ୍ରଣ ରହେ ନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button