ସ୍ୱାସ୍ଥ୍ୟ

ପୁରୁଷ ଓ ସ୍ତ୍ରୀର ମିଳନରେ କାହାକୁ ଅଧିକ ଖୁସିମିଳେ, ଜାଣନ୍ତୁ

ଶାରୀରିକ ସଂମ୍ପର୍କରେ କାହାକୁ ଅଧିକ ଆନନ୍ଦ ମିଳେ ପୁଅ କୁ ନା ଝିଅ କୁ । ଏହି ଆନନ୍ଦ ର ଚରମ ,ସୀମା ରେ ପହଁଚିବାରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କର ଅଧିକ ବିଳମ୍ଭ ହୋଇ ଥାଏ । ମହିଳା ମାନଙ୍କର କାମ ଚେତନା ଆରମ୍ଭ ହେବା ପୂର୍ବ ରୁ ପୁୁରୁଷ ଏକ ଅଲଗା ମଜା ନେଇ ସାରି ଥାଏ ।

ପୁରୁଷ ମାନଙ୍କର ଶିଘ୍ର ପତନ ଯୋଗୁଁ ମହିଳା ମାନଙ୍କ ଆନନ୍ଦ ଅଧୁରା ରହେ ନାହିଁ କାହିଁକି ନା ପୁରୁଷ ର ସ୍ଖଳନ ପରେ ହିଁ ସ୍ତ୍ରୀ ର ଚରମ ତୃପ୍ତି ର ଅନୁଭୁତି ଆସେ ।ସାମାଜିକ ବିଚାର ରେ ଦେଖିବା ପାଇଁ ଗଲେ ଜଣେ ସ୍ତ୍ରୀ କେବଳ ଜଣେ ପୁରୁଷ ସହିତ ସଂମ୍ପର୍କ ରଖି ପାରିବ । ହେଲେ ଅନ୍ୟ ପୁରୁଷ ମାନଙ୍କ ଆକର୍ଶଣ ସେହି ସ୍ତ୍ରୀ ଚାହିଁଲେ ବି ରୋକି ପାରିବ ନାହିଁ ।

ଆମେ ମାନେ ଏହି କଥା ଜାଣିଛେ କି ଝିଅ ମାନେ ପୁଅ ମାନଙ୍କ ଅପେକ୍ଷା ବହୁତ ଲାଜକୁଳୀ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କର ସହବାସ କରିବା ଇଚ୍ଛା ହୋଇ ଥାଏ ହେଲେ ବଡ କୁସଳତାର ସହିତ ସେମାନେ ସେହି ସବୁ କୁ ଚାପି ରଖି ଥାନ୍ତି ।

ହେଲେ ପୁଅ ମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରେ ନାହିଁ । ଝିଅ ମାନଙ୍କୁ ପ୍ରକୃତି ଏଥି ପାଇଁ ଭାଗ୍ୟ ଶାଳୀ ବନେଇଛି ଯେ ଝିଅ ମାନେ ଚରମ ସୁଖ ର ମଜା ବାରମ୍ଭାର ନେଇ ପାରନ୍ତି । ହେଲେ ପୁଅ ମାନେ ଚରମ ସୁଖ ର ମାଜା ମାତ୍ର ଥରେ ନେଇ ଥାନ୍ତି ।

ଏମିତି ଜଣା ଯାଏ କି ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଚାରି ଗୁଣ ଆନନ୍ଦ ପ୍ରାପ୍ତି କରି ପାରନ୍ତି । ଯଦି ପୁରୁଷ ଗୋଟିଏ ସ୍ତ୍ରୀ ସହିତ ଥରେ ଶାରୀରିକ ସଂମ୍ପର୍କ ବନେଇ ଥାଏ । ତେବେ ସେହି ସମୟରେ ମହିଳା ମାନେ 10 ଥର ଚରମ ସୁଖ ର ଲାଭ ଉଠେଇ ଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button