ଜ୍ୟୋତିଷ

ତୁଳସୀ ଗଛରେ ଏହି ଗୋଟିଏ ବସ୍ତୁ ରଖିଦିଅ ସବୁ କାର୍ଯ୍ୟ ସଫଳ ହେବ! ଏହି ଉପାୟ ସମସ୍ତେ ଆପଣେଇଛନ୍ତି! ଜୟ ମା ତୁଳସୀ

ବନ୍ଧୁଗଣ ହିନ୍ଦୁଧର୍ମ ରେ ମା ତୁଳସୀକୁ ଅତ୍ୟନ୍ତ ପୂଜନୀୟ ବୋଲି ବିବେଚନା କରାଯାଏ | ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ହରାଭରା ଥାଏ ସେହି ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ |ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ | ଭଗବାନ ବିଷ୍ଣୁ ଙ୍କ ପୂଜା ରେ ତୁଳସୀ ନଥିଲେ ପୂଜା ଅପୂର୍ଣ୍ଣ ରହିଥାଏ ତେଣୁ ଏହି କାରଣ ରୁ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିନ୍ତ ରହିଥାଏ | ତୁଳସୀ ରେ ନାଲି ଓଢଣୀ ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ |

ତୁଳସୀ କୁ ଆମ ହିନ୍ଦୁ ଶାସ୍ତ୍ର ରେ ମା ବୋଲି କୁହାଯାଇଥାଏ | ତୁଳସୀ ରେ ଅନେକ ଦିବ୍ୟ ଶକ୍ତି ରହିଛି,ଯେଉଁ ବ୍ୟକ୍ତି ତୁଳସୀ କୁ ପୂଜା କରନ୍ତି ସେ ସ୍ୱର୍ଗ ପ୍ରାପ୍ତି କରିଥାନ୍ତି | ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳସୀ ଗଛର ଚମତ୍କାରୀତା ବିଷୟରେ କହିବୁ ଯାହା ଆପଣଙ୍କ ଭାଗ୍ୟ କୁ ବଦଳେଇ ଦେବ | ତେବେ ବନ୍ଧୁଗଣ ଏହି କାର୍ଯ୍ୟ କରନ୍ତୁ ନାହିଁ ନହେଲେ ତୁଳସୀ ମା କ୍ରୋଧିତ ହୋଇଯିବେ | ତେବେ ଆସନ୍ତୁ ଜାଣିବା..

ତୁଳସୀ ଗଛରେ ଖରାପ କିମ୍ଵା ମଇଳା ପାଣି ଢାଳନ୍ତୁ ନାହିଁ ଏହା ଦ୍ୱାରା ଘୋର ପାପ ଲାଗିଥାଏ | ଯେଉଁ ପାତ୍ର ରେ ଆପଣ ଜଳ ଅର୍ପଣ କରୁଛନ୍ତି ତାଙ୍କୁ ମଧ୍ୟ ସଫା କରନ୍ତୁ | ଅପରିଷ୍କାର ପାଣି କିମ୍ଵା ପାତ୍ର ରେ ପାଣି ଆଣି ଅର୍ପଣ କରନ୍ତୁ ନାହିଁ ନହେଲେ ତୁଳସୀ ମା କ୍ରୋଧିତ ହୋଇଯିବେ | ଏବଂ ଏହା ଦ୍ୱାରା ଜୀବନ ରେ ବହୁତ ଅଶାନ୍ତି ଆସିବାର ଆଶଙ୍କା ମଧ୍ୟ ରହିଛି |

 

ଧ୍ୟାନ ରଖନ୍ତୁ ପରିଷ୍କାର ଜଳ ସହ ଫୁଲ ଏବଂ ଗଙ୍ଗା ଜଳ ମିଶେଇକି ତୁଳସୀ ମା ଙ୍କୁ ଅର୍ପଣ କରନ୍ତୁ | ଏବଂ ସପ୍ତାହ ରେ ଥରେ ପାଣି ରେ କ୍ଷୀର ମିଶେଇ ତୁଳସୀଙ୍କୁ ଅର୍ପଣ କରନ୍ତୁ | ଏହା ଦ୍ୱାରା ତୁଳସୀ ହରାଭରା ହୋଇଯାଏ | ଜୀବନ ରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିଥାଏ | ତୁଳସୀ ମାଙ୍କ ଆଶୀର୍ବାଦ ରୁ ଆପଣଙ୍କର ଉନ୍ନତି ହୋଇଥାଏ |

ତେବେ ବନ୍ଧୁଗଣ ମାସିକ ଧର୍ମ ସମୟ ରେ ତୁଳସୀ ରେ ଜଳ ଅର୍ପଣ କରିବା ଉଚିତ ନୁହେଁ | ଏହା ଦ୍ୱାରା ମାତା ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ତୁଳସୀ ଶୁଖିଯାଇଥାଏ | ଶାସ୍ତ୍ର ଅନୁସାରେ ଯେତେବେଳେ ଆପଣ ତୁଳସୀ ଲଗେଇବେ ସେହି ମାଟି ଖରାପ ହୋଇନଥିବ ଆବଶ୍ୟକ | ଏବଂ ସେହି ମାଟି କଳା ମାଟି ହୋଇନଥିବା ଉଚିତ | ଏକଦମ ସଫା ଏବଂ ପରିଷ୍କାର ହେବା ଉଚିତ |

ତୁଳସୀ ଭିତରେ ଶାଳଗ୍ରାମ ପ୍ରତିମା ରଖିବା ଉଚିତ,ଭଗବାନ ଶିବଙ୍କର ମୂର୍ତ୍ତି, ମା ଲକ୍ଷ୍ମୀଙ୍କ ଫୋଟୋ, ଗଣେଶ ଜିଙ୍କ ମୂର୍ତ୍ତି ଅବା କୌଣସି ବି ଦେବୀ ଦେବତାଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ | କେବଳ ଶାଳଗ୍ରାମ ରଖିବା ଉଚିତ ଏହା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି,ବୃହସ୍ପତି ଗ୍ରହ ମଧ୍ୟ ଠିକ ହୋଇଯାଏ |ଏବଂ ଜୀବନ ରେ ସୁଖ ଶାନ୍ତି ଭରି ହୋଇଯାଏ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ତୁଳସୀ ଘରେ ଲଗେଇବା ଉଚିତ ନୁହେଁ..

ବନ୍ଧୁଗଣ ଶୁଖିଯାଇଥିବା ତୁଳସୀକୁ ଘରେ ଲଗେଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ | ତେବେ ବନ୍ଧୁଗଣ 5 ପ୍ରକାରର ତୁଳସୀ ରହିଥାଏ ରାମ ତୁଳସି, ଶ୍ୟାମ ତୁଳସୀ, ସ୍ୱତ ବିଷ୍ଣୁ ତୁଳସୀ,ଲେମ୍ବୁ ତୁଳସୀ ଏବଂ ବନ୍ଦ ତୁଳସୀ | କିନ୍ତୁ ଶାସ୍ତ୍ର ଅନୁସାରେ ଘରେ କେବଳ ରାମ ତୁଳସୀ ଶ୍ୟାମ ତୁଳସୀ ହିଁ ରଖାଯାଇଥାଏ | ଏହା ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ | ଏହା ବ୍ୟତୀତ ଅନ୍ୟ କୌଣସି ତୁଳସୀ ଭୁଲ ରେ ମଧ୍ୟ ଘରେ ଲଗେଇବା ଉଚିତ ନୁହେଁ |

ତୁଳସୀ ଏବଂ ଶାଳଗ୍ରାମ ବିବାହ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ, ମନୁଷ୍ୟ କୁ ମୋକ୍ଷ ପ୍ରାପ୍ତି ହୋଇଥାଏ | ତୁଳସୀ ମାଳା ପିନ୍ଧିବା ଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ,ଜୀବନ ରେ ସବୁ ବାଧା ବିଘ୍ନ ରୁ ମୁକ୍ତି ମିଳିଯାଏ କିନ୍ତୁ ଧ୍ୟାନ ରଖିବେ ଏହି ମାଳା କୁ ପକେଇ ଆମିଷ ଖାଇବେ ନାହିଁ | ମନରେ ଖରାପ ଆଚାରଣ କିମ୍ଵା ବ୍ୟବହାର କରିବେ ନାହିଁ | ଏହା ଦ୍ୱାରା ଭଗବାନ କ୍ରୋଧିତ ହୋଇଯାନ୍ତି | ଏହି 15 ଟି ଫାଇଦା ମିଳିଥାଏ ମିଳିଥାଏ ତୁଳସୀ ରୁ..

1.ରିସର୍ଚ୍ଚ ଅନୁସାରେ ଚା ରେ ପିଇବା ଦ୍ୱାରା ଅବା ଗୋଟିଏ ପତ୍ର ତୁଳସୀର ଖାଇବା ଦ୍ୱାରା କ୍ୟାନ୍ସର ରୋଗ କେବେ ବି ହୋଇ ନଥାଏ |

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button