ଜ୍ୟୋତିଷ

ବାଛନ୍ତୁ ଗୋଟିଏ ପତ୍ର ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ ରହିବ କିପରି ଭଗବାନ ଆପଣଙ୍କୁ ଦେବାକୁ ଚାହାଁନ୍ତି ଏହି ସଂକେତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କୁ ତିନି ରଙ୍ଗ ଦେଖାଇବା ପାଇଁ ମିଳୁଛି। ଆପଣ କେବଳ ଏହା ମଧ୍ୟରୁ ଏକ ରଙ୍ଗ ବାଛନ୍ତୁ ଓ ଜାଣନ୍ତୁ ନିଜ ଭବିଷ୍ୟତ କଥା।
Special report
ଆମେ ଆପଣଙ୍କୁ ତିନି ରଙ୍ଗ ର ପତ୍ର ଦେଖାଉଛୁ ଏହା ମଧ୍ୟରୁ ଆପଣ ଏକ ରଙ୍ଗ ବାଛନ୍ତୁ ଓ ଜାଣନ୍ତୁ କି କେଉଁ ଭଳି ସମୟ ଆଗକୁ ଯାଇକି ପାଇବା ପାଇଁ ଯାଉଛନ୍ତି। ଆପଣ ନିଜ ମନ ପସନ୍ଦର ରଙ୍ଗ ବାଛନ୍ତୁ ତେବେ ଯାଇକି ଆପଣ ଭଲ ପରିଣାମ ପାଇବେ।
୧- ପ୍ରଥମ ପତ୍ର : ଆପଣଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଇଚ୍ଛା ଅନୁଯାୟୀ ଶୁଭ ଫଳ ପ୍ରାପ୍ତ ହେବ। ଆପଣ କୌଣସି ଖରାପ କାମ କରିଲେ ଖରାପ ପରିଣାମ ଜଲ୍ଦି ମିଳିଥାଏ। କିନ୍ତୁ ଭଲ କାମ କରିଲେ ପରିଣାମ ଡେରିରେ ମିଳିଥାଏ।
Special report
ଆଜି ଯାଏଁ ଆପଣ ଯାବତିୟ ଦୁଖ କଷ୍ଟ ଭୋଗ କରିସାରିଛନ୍ତି। ବର୍ତ୍ତମାନ ଯେଉଁ କେତୋଟି ଗ୍ରହ ଅଶୁଭ ଭାବରେ ସ୍ଥାନ କରିଛନ୍ତି ସେଥିପାଇଁ ଆପଣ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ।
୨- ଦ୍ଵିତୀୟ ପତ୍ର : କାହାରି ସହ ବିବାଦ କରନ୍ତୁ ନାହି। ଆଉ ଆପଣ ସାବଧାନ ରୁହନ୍ତୁ। ପାରିବାରିକ କ୍ଷେତ୍ର ପାଇଁ ଅଧିକ ଖର୍ଚ୍ଚ କରିସାରିଛନ୍ତି। ପରେ କାହାର ଭରଣ ନ କରିପାରି ଚିନ୍ତାରେ ରହି ଆଜି ବ୍ୟବସାୟ କରୁଛନ୍ତି। ସେଥିରୁ ମଧ୍ୟ ଲାଭ ମିଳିଲା ନାହି।
ଏବେ କିନ୍ତୁ ଚିନ୍ତା ଦୂର କରନ୍ତୁ। ଆଜି ଠାରୁ ଆପଣ ସୁନାମୀ ଅର୍ଜନ କରିବେ। ପଦ ପଦବୀରେ ଯଶ ଲାଭ କରିବେ। ଶୁଭର ପ୍ରବେଶ ହେଉଛି ଏବଂ ଅଶୁଭତ୍ଵ ଦୂରେଇ ଯାଉଛି। ଆପଣଙ୍କ ନିମନ୍ତେ ଆରାଧ୍ୟା ଦେବୀ ମା ପାର୍ବତୀ। ହଳଦିଆ ରଙ୍ଗର ଗାମୁଛା ସହ ଦକ୍ଷିଣ ଦାନ କରନ୍ତୁ।
Special report
୩- ତୃତୀୟ ପତ୍ର : ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦୋଷ ହେଉଥିଲା ଆପଣ ସେଥିରେ ମନ୍ଦ ଫଳ ଭୋଗ କରୁଥିଲେ। ଏଥର ଚିନ୍ତା ଦୂର ଅଋ ଶୁଭ ଫଳ ଆଗମନର ସମୟ ଆସିଯାଇଛି। ବର୍ତ୍ତମାନ ଆପଣଙ୍କ ଜାତକରେ ଦ୍ଵିତୀୟ ରାଜଯୋଗର ନିର୍ମାଣ ହେଉଛି।
ଦ୍ଵାଦଶ ଗୃହକୁ ଜଣେ ଜ୍ଞାନୀଙ୍କ ଦ୍ଵାରା ଚିହ୍ନିତ କରି ନିଅନ୍ତୁ। ଯେଉଁ ୪ଟି ଗ୍ରହ ଅଛନ୍ତି ଆପଣଙ୍କ ଦଶାରେ ବାଧା ଦେଉଛନ୍ତି ତାହା ଚିହ୍ନଟ ହେବା ପରେ ଆପଣ ସେହି ନିମନ୍ତେ ନିବାରଣର ବ୍ୟବସ୍ଥା କରନ୍ତୁ। ଗ୍ରହ ଶାନ୍ତି ହେଲେ ବିଶେଷ ଶୁଭ ଫଳ ପାଇପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button