ସ୍ୱାସ୍ଥ୍ୟ

କିଡନୀକୁ ଖରାପ କରୁଛି ଏହି 5ଟି ଖାଦ୍ୟ, ଆଜିଠୁ ଛାଡନ୍ତୁ ନଚେତ୍ ଯାଇପାରେ ଜୀବନ

ଶରୀରର ଅନ୍ୟ କିଛି ଅଙ୍ଗ ପରି କିଡନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମ୍ଭର କିଡନୀ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହା ଦୁର୍ବଳ ହେବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ି ବସିଥାଏ । ଖାସ୍ କରି ଆମ୍ଭର କିଛି ଖାଦ୍ୟ ପେୟ ଅଭ୍ୟାସ ହିଁ ଏହାକୁ ଦୁର୍ବଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

1. ଆଭୋକାଡୋ :-

ଏମିତି ତ ଫଳ ଖାଇବା ଶରୀର ପାଇଁ ବେସ୍ ଉପାଦେୟ ହୋଇଥାଏ । କିନ୍ତୁ, ଆଭୋକାଡୋରେ ରହିଥିବା ପୋଟାସିୟମ୍ କିଡନୀକୁ ଦୁର୍ବଳ କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Stream NBA games for free!
500% Bouns on your deposit!

2. ତେଲ ଛଣା ଖାଦ୍ୟ :-

ସାଧାରଣତଃ ତେଲ ଛଣା ଖାଦ୍ୟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । କିନ୍ତୁ, ନିୟମିତ ଭାବରେ ଏପରି ଖାଦ୍ୟ ଖାଇବା ଆପଣଙ୍କ କିଡନୀ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ ।

3. ସୋଡ଼ା :-

ଖାଦ୍ୟରେ ଅଧିକ ସୋଡ଼ା ବ୍ୟବହାର କରୁଥିଲେ ସାବଧାନ । କାରଣ ଏଥିରେ ମିଳୁଥିବା ଫସଫରସ୍ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇବାକୁ ଯଥେଷ୍ଟ ହୋଇଥାଏ ।

4. ନିଶା ସେବନ :-

ନିଶା ସେବନ ଠାରୁ ଆରମ୍ଭ କରି ମଦ୍ୟପାନ ପର୍ଯ୍ୟନ୍ତ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଏହା କିଡନୀ ଫେଲ୍ ହେବାର ଏକ ମୁଖ୍ୟ କାରଣ ଅଟେ ।

5. ପିଜ୍ଜା :-

ଆଜିକାଲି ଅଧିକାଂଶ ଲୋକ ପିଜ୍ଜା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ପିଜ୍ଜା ଖାଇବା ଆପଣଙ୍କ କିଡନୀକୁ ଖରାପ କରିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button