ରାଜନୀତି

ପାଣ୍ଡିଆନଙ୍କ ବିଷୟରେ କଣ କହିଲେ ସୁର ରାଉତରାୟ ?

କଂଗ୍ରେସରୁ ବାହାର କରିଦେବା ପରେ ସୁର ବାବୁ ଏବେ ନିର୍ଦଳୀୟ। ନିଜ ପୁଅ ପାଇଁ ତାଙ୍କର ଏହି ଅବସ୍ଥା। କାହିଁକି ହାରିଲେ ମନ୍ମଥ ? ଏଥିପାଇଁ କାରଣ କ’ଣ ? ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ? ଏ କଥା ଆମକୁ ଖୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ।ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ। ତାଙ୍କୁ କଣ କହିଥିଲେ ନବୀନ ଓ ପାଣ୍ଡିଆନ ? ଶୁଣନ୍ତୁ ଏହି ସାକ୍ଷାତକାରରେ…

Related Articles

Leave a Reply

Your email address will not be published. Required fields are marked *

Back to top button