ରାଜ୍ୟ

ରାଉରକେଲା ସହରରେ ସତରେ କଣ ଭୁଶୁଡ଼ି ପଡିଛି ଆଇନ ଶୃଙ୍ଖଳା ?

ପରାଧୀଙ୍କ ଚରାଭୁଇଁ ପାଲଟିଛି ରାଉରକେଲା ସହର । ଦିନଦ୍ୱିପ୍ରହର ହେଉ କିମ୍ବା ସନ୍ଧ୍ୟା ଘଟାଉଛନ୍ତି ଜଘନ୍ୟ କାଣ୍ଡ। ଦୁଷ୍କର୍ମ, ଦୁର୍ବ୍ୟବହାର ଏବଂ ହତ୍ୟା ଭଳି ଘଟଣା ଯେମିତି ନିତିଦିନିଆ ହୋଇଗଲାଣି । ଗତ ୫ ଦିନରେ ୫ଟି ବଡ଼ ଘଟଣା ଇସ୍ପାତ ନଗରୀ ପାଇଁ କଳଙ୍କ ଆଣି ଦେଇଛି। ଆଉ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଗତ ୨୧ ତାରିଖ ସନ୍ଧ୍ୟାରେ ଦୁଇ ନାବାଳିକା ଭଉଣୀ ବଜାରକୁ ଯିବା ସମୟରେ ୩ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ।

Related Articles

Leave a Reply

Your email address will not be published. Required fields are marked *

Back to top button