ଦେଶ- ବିଦେଶ

Fଘର ବାଡିରେ କଦଳୀ ଗଛ ରଖିଛନ୍ତି କି ?

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଆମେ କଦଳୀ ଗଛକୁ ପୂଜା କରିଥାଉ ଓ ଏହି ଗଛକୁ ଆମେ ଶୁଭର ପ୍ରତୀକ ମଧ୍ୟ ମାନି ଥାଉ । ହିନ୍ଦୁଧର୍ମର ସମସ୍ତ ଶୁଭ କାର୍ଯ୍ୟରେ ଏହି କଦଳୀ ଗଛର ଆବଶ୍ୟକତା ପଡିଥାଏ ।

କଦଳୀ ଗଛର ଫଳକୁ ମଧ୍ୟ ଆମେ ବିଭିନ୍ନ ପୂଜା ଓ ଖାଦ୍ୟରେ ବ୍ୟବହାର କରିଥାଉ । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଯଦି ଆମେ କଦଳୀ ଗଛକୁ ଠିକ ଦିଗ ଓ ଠିକ ଭାବରେ ଲଗାଇବା ନାହିଁ ତା ହେଲେ ଆମକୁ ବରବାଦ ହେବାରୁ କେହି ରୋକିପାରିବେ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କଦଳୀ ଗଛ ସହ ଜଡିତ କିଛି ନୀତି ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାର ପାଳନ ସମସ୍ତ ମଣିଷ କରିବା ଉଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କଦଳୀ ଗଛକୁ ସର୍ବଦା ଘରର ଉତ୍ତର ଦିଗରେ ଲଗାଇବା ଉଚିତ । ଏହା ସହିତ ଏହି କଦଳୀ ଗଛକୁ ଏକ ଉଚିତ ସମୟରେ ଲଗାଇବା ନିହାତି ଆବଶ୍ୟକ । ଯେଉଁ ଲୋକ ମାନେ ବିବାହ କରିନାହାନ୍ତି ସେମାନେ କଦଳୀ ଗଛ ଲଗାନ୍ତୁ ନାହିଁ । ଏହାକୁ ଘରର ମୁରବି କିମ୍ବା ବୟସ୍କ ବ୍ୟକ୍ତି ଲଗାଇବା ଉଚିତ । ବନ୍ଧୁଗଣ ଆପଣ କେବେହେଲେ କଦଳୀ ଗଛକୁ କାଟିବେ ନାହିଁ କାରଣ କଦଳୀ ଗଛକୁ କାଟିବା ଦ୍ଵାରା ଆପଣଙ୍କ ବୃହଷ୍ପତ୍ତି ଗ୍ରହର ପ୍ରଭାବ ଖରାପ ପଡିବ ଏବଂ ଆପଣ ନିଜ ଜୀବନରେ କେବେହେଲେ ବିବାହ କରିପାରିବେ ନାହିଁ ।

ବନ୍ଧୁଗଣ ଆପଣ ସର୍ବଦା ନିଜ ଘରର କିଛି ଦୂରରେ କଦଳୀ ଗଛ ଲଗାନ୍ତୁ । କାରଣ ଘର ମଧ୍ୟରେ ଥିବା କିଛି ନକରାତ୍ମକ ଶକ୍ତି ଏହି ଗଛରେ ରହିଯାଇଥାଏ । ଯେଉଁ ମାନଙ୍କ ଘରେ କଦଳୀ ଗଛ ଅଛି ସେମାନେ ପ୍ରତ୍ୟକ ଗୁରୁବାର ଦିନ କଦଳୀ ଗଛ ମୂଳରେ ପଣି ଦେବା ଉଚିତ । ଯଦି ଆପଣଙ୍କର କୌଣସି ଗ୍ରହ ଦୋଷ ଅଛି ତା ହେଲେ ଏପରି କରିବା ଦ୍ଵାରା ଆପଣଙ୍କ ଗ୍ରହ ଦୋଷ କଟିଯିବ । ଯଦି ଆପଣଙ୍କର ବିବାହ ଯୋଗ ହୋଇପାରୁ ନାହିଁ ତା ହେଲେ ଆପଣଙ୍କର ବିବାହ ଯୋଗ ମଧ୍ୟ ଖୋଲିଯିବ ।

ଯେବେବି ଆପଣ ନିଜ ଘର ଅଗଣାରେ କଦଳୀ ଗଛ ଲଗାଇବେ ଆପଣ ସର୍ବଦା ଘରର ଉତ୍ତର ଦିଗରେ ଏହି ଗଛ ଲଗାଇବା ଉଚିତ । ଏହା କରିବା ଦ୍ଵାରା ଆପଣ ପ୍ରଚୁର ଧନଲାଭ କରିବେ । ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣ ଉନ୍ନତି କରିବେ ।

ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଯିବ । ଆପଣଙ୍କ ବୈବାହିକ ଜୀବନରେ ମଧୁରତା ରହିବ । ଏହା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ । ତା ହେଲେ ବନ୍ଧୁଗଣ କଦଳୀ ଗଛ ସହ ଜଡିତ ଏହି ସବୁ ନୀତି ନିୟମର ପାଳନ କରନ୍ତୁ ଓ ନିଜ ଜୀବନରେ ପ୍ରଚୁର ଧନଲାଭ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button