ଦେଶ- ବିଦେଶ

ରାତିରେ ଏହାକୁ ସେବନ କରନ୍ତୁ, ସକାଳୁ ଋତୁସ୍ରାବ ହୋଇଯିବ,

ବନ୍ଧୁଗଣ ମାସକୁ ମାସ ମାସିକ ଋତୁସ୍ରାବ ପ୍ରକ୍ରିୟା ସବୁ ମହିଳା ମାନଙ୍କର ହୋଇଥାଏ । ଯଦି ଏହି ଋତୁସ୍ରାବ ପ୍ରତ୍ଯେକ ମାସରେ ଠିକ ସମୟରେ ହୋଇନଥାଏ । ଏହା ହେବାରେ ବିଳମ୍ବ ହେଉଥାଏ । ତେବେ ସେହି ମହିଳା ମାନଙ୍କ ଶରୀର ବହୁତ ଭାରୀ ଅନୁଭବ ହୋଇଥାଏ । ସେମାନଙ୍କର ଷ୍ଟ୍ରେସ ମଧ୍ୟ ବଢିଯାଇଥାଏ । ତେବେ ଯଦି ଆପଣଙ୍କର ପିରିୟଡ୍ସ ହେବାରେ ଅନିୟମିତତା ଦେଖାଯାଉଥାଏ । ତେବେ ଏହି ଘରୋଇ ଉପଚାର ଦ୍ଵାରା ଆପଣ ନିଜର ପିରିୟଡ୍ସକୁ ଠିକ ସମୟରେ ଆଣି ପାରିବେ ।

 

ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ 1 ଗ୍ଳାସ ପାଣି ଉଷୁମ ଗରମ କରନ୍ତୁ । ତାପରେ ସେଥିରେ ଖଣ୍ଡେ ଅଦାକୁ ଛୋଟ ଛୋଟ କରି କାଟି ମିଶାନ୍ତୁ । ତାପରେ ସେହି ପାଣିକୁ 2 ରୁ 3 ମିନିଟ ପର୍ଯ୍ୟନ୍ତ ଫୁରାଇ ଦିଅନ୍ତୁ । ପାଣି ଗରମ ହୋଇଗଲା ପରେ ସେହି ପାଣିକୁ ଆଣି ଛଣା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ତାହା ଅଳ୍ପ ଥଣ୍ଡା ହୋଇଯିବା ପରେ ସେଥିରେ 1 ଚାମଚ ମହୁ ଆଡ୍ କରନ୍ତୁ ।

ତାପରେ ଯେଉଁ ମାନଙ୍କର ପିରିୟଡ୍ସ ନିୟମିତ ହେବାରେ ସମସ୍ଯା ରହୁଥିବ । ପିରିୟଡ୍ସ ହେଲେ ବହୁ ଅଧିକ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିବ । ସେମାନେ ଏଭଳି ଭାବେ ଡ୍ରିଂକ ପ୍ରସ୍ତୁତ କରି ତାହାକୁ ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ସେବନ କରନ୍ତୁ । ଏହି ଡ୍ରିଂକର ସେବନ ରାତି ସମୟରେ କରି ଶୋଇ ପଡନ୍ତୁ । ଯେଉଁ ମାନଙ୍କର ପିରିୟଡ୍ସ ବିଳମ୍ବରେ ହେଉଥିବ । ସେମାନେ ରାତିରେ ଏହାକୁ ସେବନ କରିଲେ । ସକାଳୁ ଉଠିବା ମାତ୍ରେ ପିରିୟଡ୍ସ ହୋଇସାରିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button