ଦେଶ- ବିଦେଶ

ଏହି କାରଣ ପାଇଁ କୁକୁର ସମସ୍ତଙ୍କ ଆଗରେ କରନ୍ତି ସଂଭୋଗ, ମହାଭାରତ ସମୟରୁ ଜଡିତ ଏହି ରହସ୍ୟ

ନିଜ ନିଜ ପ୍ରଜାତିକୁ ଆଗକୁ ବଢେଇବା ପାଇଁ ମଣିଷ ପରି ଅନ୍ୟ ଯିବ ମଧ୍ୟ ସମ୍ବନ୍ଧ ରଖନ୍ତି କିନ୍ତୁ ସବୁ ଜୀବଙ୍କ ମଧ୍ୟ ରେ କେବଳ କୁକୁର ସମସ୍ତଙ୍କ ଆଗରେ ସମ୍ବନ୍ଧ ବନେଇ ଥାଏ । କୁକୁର ଛଡା କୌଣସି ଜୀବ ସମସ୍ତଙ୍କ ଆଗରେ ସମ୍ବନ୍ଧ ବନାନ୍ତି ନାହିଁ । ଲୋକ ଏହାକୁ କୁକୁର ପ୍ରଜାତି ସାମାନ୍ୟ ମାନନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ରହସ୍ୟ କହିବୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଜଣା ପଡିବ ଯେ କେବଳ କୁକୁର ସମସ୍ତଙ୍କ ସାମ୍ନା ରେ ସମ୍ବନ୍ଧ ବା ସଂଭୋଗ କଣ ପାଇଁ କରନ୍ତି ।

ଦ୍ରୌପଦୀ ଦେଇଥିଲେ କୁକୁର ପ୍ରଜାତି କୁ ଶ୍ରାପ :

ମହାଭାରତ ସମୟ ପୌରାଣିକ କଥା ଅନୁଯାଇ କୁକୁର ସମସ୍ତଙ୍କ ସାମ୍ନା ରେ ସଂଭୋଗ କରନ୍ତି କାହିଁକିନା ଦ୍ରୌପଦୀ ତାଙ୍କୁ ଶ୍ରାପ ଦେଇଥିଲେ । ଯେତେବେଳେ ଅର୍ଜୁନ ଦ୍ରୌପଦୀଙ୍କୁ ବିବାହ କରି ଘରେ ଆଣିଲେ ତେବେ ପଞ୍ଚୋଟି ପାଣ୍ଡବ ମାଁ କୁନ୍ତି କୁ କହିଲେ ଦେଖ ମାଁ ଆମେ ଆପଣଙ୍କ ପାଇଁ କଣ ଆଣିଛୁ ଏବଂ କୁନ୍ତି କିଛି ନଦେଖି ଘର ଭୀତୁରୁ ଆଦେଶ ଦେଲେ ଯେ ଯାହା ଆଣିଚ ପାଞ୍ଚ ଭାଇ ମଧ୍ୟ ରେ ବାଣ୍ଟି ନିଅ ।

ଏହି କଥା ପରେ ଦ୍ରୌପଦୀ ଅନ୍ୟ ଚାରୋଟି ଭାଇ ମାନଙ୍କ ସହ ବିବାହ କରି ଥିଲେ । ମାଁ କଥା ରଖିବା ପାଇଁ ପାଞ୍ଚ ଭାଇ ସହ ଦ୍ରୌପଦୀଙ୍କର ବିବାହ ସମ୍ପନ ହେଲା, ଏହା ପରେ ନିୟମ କରା ଗଲା ଯେ ପ୍ରତି ବର୍ଷ ଦ୍ରୌପଦୀ ଗୋଟେ ଭାଇ ସହ ବାସ କରିବେ ଏବଂ ଏହି ସମୟରେ ଅନ୍ୟ ଭାଇ ଦ୍ରୌପଦୀଙ୍କ ଘରେ ଯିବେ ନାହିଁ ।

ଅର୍ଜୁନଙ୍କ ପାଇଁ ଦ୍ରୌପଦୀ କୁକୁର କୁ ଶ୍ରାପ ଦେଇ ଥିଲେ :

ନିୟମ ଅନୁଯାଇ ଏହା ମଧ୍ୟ ଥିଲା ଯେ ଆବଶ୍ୟକ ଅନୁଯାଇ ଅନ୍ୟ ଭାଇ ଦ୍ରୌପଦୀଙ୍କୁ ଦେଖା କରିବା ପାଇଁ ଯାଇ ପାରନ୍ତି କିନ୍ତୁ ଯେଉଁ ଭାଇ ଦ୍ରୌପଦୀଙ୍କ ସହ ଘରେ ଥିବେ ସେ ନିଜ ପାଦୁକା କବାଟ ପାଖରେ ରଖି କି ଯିବେ ଯାହା ଦ୍ଵାରା ଅନ୍ୟ ଜଣ ଜାଣି ପାରିବେ ଯେ ସେହି ସମୟରେ ଦ୍ରୌପଦୀଙ୍କ ସହ କେଉଁ ଭାଇ ଅଛନ୍ତି । ଗୋଟେ ସମୟ କଥା ଅଟେ ଯେତେବେଳେ ଦ୍ରୌପଦୀ ବଡ ଭାଇ ଯୁଧିଷ୍ଠିରଙ୍କ ସହ ଥିଲେ ଏବଂ ହଟାତ ଅର୍ଜୁନ ଘର ଭିତରୁକୁ ଆସି ଗଲେ ସେହି ସମୟରେ ଦ୍ରୌପଦୀ ଓ ବଡ ଭାଇ ସମ୍ବନ୍ଧ ସ୍ଥିତି ରେ ଥିଲେ ଯାହା ପରେ ଦ୍ରୌପଦୀଙ୍କୁ ବହୁତ ଲଜ୍ଜା ଆସିଲା ଓ ସେ ଅର୍ଜୁନଙ୍କୁ ପଚାରିଲେ ଯେ ବଡ ଭାଇ ପାଦୁକା ଆପଣ ଦେଖି ପାଇଲେ ନାହିଁ ।

ଯାହା ଉତ୍ତର ରେ ଅର୍ଜୁନ ମନା କଲେ ଓ ଯେତେବେଳେ ଦ୍ରୌପଦୀ ଯାଇ ଦେଖିଲେ ସେହି ସମୟରେ ଗୋଟେ କୁକୁର ଯୁଧିଷ୍ଠିରଙ୍କ ପାଦୁକା ଚାଟୁ ଥିଲା ତା ପରେ ଦ୍ରୌପଦୀ କ୍ରୋଧିତ ହୋଇ କୁକୁରକୁ ଶ୍ରାପ ଦେଲେ ଯେ ଯେମିତି ଆଜି ମୁଁ ସଂଭୋଗ ଅବସ୍ତା ରେ ଦେଖା ହୋଇଛି ଓ ମତେ ଲଜ୍ଜିତ ହବାକୁ ପଡିଛି ସେହି ପ୍ରକାର ତମ ପ୍ରଜାତି ଜୀବନ ସାରା ସମସ୍ତଙ୍କ ଆଗରେ ସଂଭୋଗ କରିବ ଓ ଲୋକ ତମୁକୁ ଦେଖିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button