ରାଜ୍ୟ

ଶୀତ ନଆସୁଣୁ କୁହୁଡ଼ି, ସକାଳ ୬ଟା ପର୍ଯ୍ୟନ୍ତ କୁହୁଡ଼ିର ଧଳା ଚାଦର ତଳେ ରହିଥିଲା ସମ୍ବଲପୁର

ମ୍ବଲପୁର : ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ କୁହୁଡ଼ି । ଶୀତ ଦିନ ନଆସୁଣୁ ସହରରେ କୁହୁଡ଼ି ପରିଲକ୍ଷିତ ହୋଇଛି । ସକାଳ ୬ଟା ପର୍ଯ୍ୟନ୍ତ କୁହୁଡ଼ିର ଧଳା ଚାଦର ଘେରି ରହିଥିଲା ସହରକୁ । ବିଶେଷ କରି ରିଙ୍ଗ୍ ରୋଡ, କଚେରୀ ରୋଡ, ଚାଉଁରପୁର ରୋଡ ଆଦି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥରେ ମଧ୍ୟ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ସାମାନ୍ୟ ବ୍ୟାହତ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button