ରାଜ୍ୟ

ଖରସ୍ରୋତା ନଦୀର ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁ ନିଖୋଜ, ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ

ଯାଜପୁର : ନଦୀକୁ ଡେଇଁ ଯୁବତୀ ନିଖୋଜ । ଯାଜପୁର ସଦର ଥାନା ଖରସ୍ରୋତା ନଦୀର ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବତୀ ନିଖୋଜ ହୋଇଛନ୍ତି । ନିଖୋଜ ଯୁବତୀ ହେଲେ କୁଆଖିଆ ଥାନା ଅବଦଲପୁର ଅଞ୍ଚଳର ମନୀଷା ବେହେରା। ବ୍ରିଜ୍ ଉପରୁ ସ୍କୁଟି, ଜୋତା, ମୋବାଇଲ ଫୋନ୍ ଜବତ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ତଦନ୍ତ କରୁଛି

Related Articles

Leave a Reply

Your email address will not be published. Required fields are marked *

Back to top button