ଶୋଇବା ସମୟରେ ଜଦି ନିଜ ମୁଣ୍ଡ ପାଖରେ ଏହି ଜିନିଷ ରଖିବେ – ଅଧା ବୟସରେ ମୃ-ତ୍ୟୁ ହୋଇପାରେ |
ନମସ୍କାର ଦର୍ଶକବନ୍ଧୁ ଶୋଇବା ସମୟରେ ମୁଣ୍ଡ ପାଖରେ ଭୁଲରେ ବି ଏହି ଜିନିଷ ରଖନ୍ତୁ ନାହିଁ ନଚେତ୍ ହୋଇପାରେ ବୋହୁତ କ୍ଷତି, ଲାଗିପାରେ ବାସ୍ତୁ ଦୋଷ। ଯାହାର କାରଣରେ ଆପଣଙ୍କୁ ଜୀବନର ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଶୋଇବା ସମୟରେ ଆମକୁ ଏହି କଥାର ଧ୍ୟାନରଖିବା ନିହାତି ଦରକାର କି ଏହି ସବୁ ବସ୍ତୁ ଆମ ମୁଣ୍ଡ ପାଖରେ ନ ରହିବା ଦରକାର। ରାତିରେ ଆପଣ ଯେଉଁଠି ବି ଶୋଉଛନ୍ତି ସେହି ପାଖରେ ଏହି ଜିନିଶୁଡ଼ିକ ନ ରହିବା ଦରକାର। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ମୁଣ୍ଡ ପାଖରେ ରଖି ଶୋଇବା ଜମାରୁ ଭଲ ନୁହେଁ।
ଜୋତା ଚପଲ – ଶୋଇବା ସମୟରେ ମୁଣ୍ଡ ପାଖରେ କିମ୍ବା ତାହାର ପାଖାପାଖି କେବେ ବି ଜୋତା ଚପଲ ରଖିବା ଭଲ କଥା ନୁହେଁ। ବାସ୍ତୁ ଅନୁସାରେ ଏହାକୁ ମୁଣ୍ଡ ପାଖରେ ରଖିବା ଦ୍ଵାରା ଏହା ମନୁଷ୍ୟ ଜୀବନର ଅସଫଳତା ଆଣିଥାଏ। ଏହା ମୁଣ୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯାହା ଏକାଗ୍ରତାର ବାଧକ ଅଟେ। ସେଥିପାଇଁ ଜୋତା ଚପଲକୁ କେବେବି ମୁଣ୍ଡ ପାଖରେ ରଖନ୍ତୁ ନାହିଁ।
ତେଲ – କେତେ ଜଣ ଖଟ ତଳେ ଥିବା ଜାଗାକୁ ବ୍ୟବହାର କରିବା ପାଇଁ ତେଲକୁ ଖଟ ତଳେ ରଖି ଦିଅନ୍ତି। ଧ୍ୟାନ ରଖିବେ ଖଟ ତଳେ କେବେ ବି ତେଲ ରଖିବେ ନାହିଁ। ଖାସ୍ କରି ସେହି ଦିଗରେ ଯେଉଁ ଦିଗରେ ଆପଣଙ୍କ ମୁଣ୍ଡ ରହୁଛି। କୁହାଯାଏ କି ତେଲକୁ ମୁଣ୍ଡ ପାଖରେ ରଖିବା ଦ୍ଵାରା ଏହା ମଣିଷର ଜୀବନକୁ କଠିନ କରିଦିଏ। ଏବଂ ତାକୁ ନିଜ ପରିଶ୍ରମର ଉଚିତ୍ ଫଳ ମିଳିପାରେ ନାହିଁ।
ଦୌଡ଼ି ବା ରସି – ଦୌଡ଼ି ବା ରସି- ଏମିତି ବସ୍ତୁ ଯାହା ଦୈନିକ ଜୀବନରେ ବ୍ୟବହୃତ ହୋଇଥାଏ ଭଲ ହେବ ଏହାକୁ ରାତିରେ ମୁଣ୍ଡ ପାଖରେ ରଖିବେ ନାହିଁ। ବାସ୍ତୁ ଅନୁସାରେ ଏହା ମଣିଷ ଜୀବନରେ ଅଶୁଭ ପ୍ରଭାବ ପକାଇଥାଏ। ଏଥିପାଇଁ ମଣିଷର କାମରେ ବାରମ୍ବାର ବାଧା ଆସିଥାଏ।
ଲୁଣ – ଶୋଇବା ସମୟରେ ବେଡ୍ କୁ ଭଲଭାବରେ ଝାଡ଼ିଦେବା ଦରକାର ତା ଉପରେ ଯଦି ତା ଉପରେ କିଛି ବସ୍ତୁ ଥିବ ତେବେ ତାକୁ ଯଥା ସ୍ଥାନରେ ରଖିଦେବା ଦରକାର। କେତେ ଲୋକଙ୍କୁ ବେଡ୍ ରେ ଭୋଜନ କରିବାର ଅଭ୍ୟାସ ଥାଏ ଆଉ ଏମିତିରେ ଲୁଣ ଆଦି ପଦାର୍ଥ ମୁଣ୍ଡ ପାଖରେ ହିଁ ରଖିଦିଅନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଲୁଣକୁ ମୁଣ୍ଡ ପାଖରେ ରଖିବା ଦ୍ଵାରା ପରିବାରର ସଦସ୍ୟଙ୍କ ଭିତରେ ଝଗଡ଼ା ହୋଇଥାଏ। ସେଥିପାଇଁ ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ଲୁଣ ରଖନ୍ତୁ ନାହିଁ।
ଝାଡୁ – ଝଡୁର କାମ ଘରକୁ ସଫା କରିବା ଅଟେ କିନ୍ତୁ ଯଦି ଏହା ମୁଣ୍ଡ ପାଖରେ ରୁହେ ତ ଏହା ଜୀବନରେ ନକାରାତ୍ମକ ପ୍ରଭାବ ଆଣିଥାଏ। ଜ୍ୟୋତିଷ ଅନୁସାରେ ଝାଡୁକୁ ମୁଣ୍ଡ ପାଖରେ ରଖିବା ଦ୍ଵାରା ମଣିଷର ଭାଗ୍ୟ ଉଦୟ ହୁଏ ନାହିଁ। ସେଥିପାଇଁ ଭୁଲ୍ ରେ ବି ଝାଡୁକୁ ମୁଣ୍ଡ ପାଖରେ ରଖନ୍ତୁ ନାହିଁ।
କପଡା
କପଡା ଶରୀରର ସ୍ଵଭାବ ବଢାଇ ଥାଏ। କଣ ଆପଣ ଜାଣିଛନ୍ତି କପଡାକୁ ଭୁଲ୍ ଦିଗରେ ଶୁଖିବା ଦ୍ଵାରା ଏହା ଆପଣଙ୍କ ଜୀବନରେ ସମସ୍ୟା ଆଣିପରେ। ବାସ୍ତୁ ଅନୁସାରେ ଯେଉଁ ଦିଗକୁ ଆପଣ ମୁଣ୍ଡ କରି ଶୋଉଛନ୍ତି ସେହି ଦିଗରେ ଆପଣ କପଡା ରଖନ୍ତୁ ନାହିଁ। ଖାସ୍ କରି ଓଦା ବସ୍ତ୍ର ଶୁଖାନ୍ତୁ ନାହିଁ। ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଘେରି ରହିବ।
ମୋବାଇଲ୍ପ୍ରା – ୟ ଲୋକମାନେ ମୋବାଇଲ୍ କୁ ରାତିରେ ଶୋଇବା ବେଳେ ନିଜ ପାଖରେ ରଖି ଶୁଅନ୍ତି। ବିଭିନ୍ନ ଗବେଷଣାରୁ ଏହା ପ୍ରମାଣ ହୋଇଯାଇଛି ମୋବାଇଲ୍ କୁ ପ୍ରତ୍ୟେକ ସମୟ ପାଖରେ ରଖିବା ଦ୍ଵାରା ଖାସ୍ କରି ମୁଣ୍ଡ ପାଖରେ ରଖିବା ଦ୍ଵାରା ଏହାର ଦୁପରିଣାମ ଆମ ମସ୍ତିସ୍କ ଉପରେ ପଡ଼ିଥାଏ। ସେଥିପାଇଁ ଶୋଇବା ସମୟରେ ମୋବାଇଲ୍ କୁ ମୁଣ୍ଡ ପାଖରେ ରଖି ଶୋଇବା ଭଲ ନୁହେଁ।
Check This Out
ICICI Prulife
Start Young, Pay Less Premiums