ଦେଶ- ବିଦେଶ

ସକାଳୁ ଉଠିବା ପରେ ସ୍ତ୍ରୀ ସ୍ୱାମୀ ସହିତ କରିଦିଅନ୍ତୁ ଏହି କାମ ତାପରେ ଯାହା ହବ ଆପଣ କେବେ ଭାବିନଥିବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସ୍ଵାମୀ ସତରେ ଏମିତି କିଛି କାମ କରିବା ଦରକରା ଯାହା ଦ୍ଵାରା ସେମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀ ସକାଳୁ ଉଠାଇବା ପରେ କିଛି ଏମିତି କାମ କରିବା ଜରୁରୀ ଯାହା ଦାରା ସେମାନଙ୍କର ସବୁ କାମ ପୂରଣ ହେବ । ଯଦି ଆପଣ ଧନ ସମସ୍ୟା ପାଇଁ ଚିନ୍ତା ରେ ଅଛନ୍ତି ଓ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଶାସ୍ତ୍ର ଅନୁସାରେ ଏକ ଛୋଟ କାମ କରିବା ଉଚିତ ।

କିନ୍ତୁ ଏମିତି କିଛି ଲୋକେ ଅଛନ୍ତି ଯେଉଁ ମାନେ ଶାସ୍ତ୍ରକୁ ମାନନ୍ତି ନାହି ବରଂ ଅନ୍ଧବିଶ୍ଵାସ କରିଥାନ୍ତି । କିନ୍ତୁ ସେମାନଙ୍କୁ ଜ୍ଞାନ ଥିବା ଦରକାର କି କେବେ ଶାସ୍ତ୍ର ମିଛ କୁହେ ନାହି । ଯଦି ସ୍ଵାମୀ ସ୍ତ୍ରୀ ମିଶି କରି ଏହି କାମ କରିବେ ତେବେ ସୁଫଳ ପ୍ରାପ୍ତ ହେବ । ସବୁ ମହିଳା ମାନଙ୍କୁ ସକାଳ ସମୟରେ ଅଧିକ କାମ ରହିଥାଏ । ଘର କାମ ଠାରୁ ଆରମ୍ଭ କରି ପିଲା ମାନଙ୍କ କାମ ଇତ୍ୟାଦି । ଆଉ କାମରେ ବ୍ଯସ୍ତ ହୋଇ ସେମାନେ ସକାଳେ ନିତ୍ୟକର୍ମ ସାରନ୍ତି ନାହି । ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀ ସକାଳୁ ଉଠିବ ପରେ ନିତ୍ୟକର୍ମ ସାରି ସ୍ନାନ ଆଦି କରିବା ଉଚିତ ।

ଏହା ପରେ ତୁଳସୀ ଗଛକୁ ପୂଜା କରିବା ଉଚିତ । ତୁଳସୀ ଗଛ ମୂଳେ ଜଳ ଅର୍ପଣ କରି ଘିଅ ଦୀପ ଜଳାଇବା ଉଚିତ । ଏହା ପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କୁ ସ୍ମରଣ କରି ଓମ ନମହ ଭଗବତେ ବାସୁଦେବାୟ ମନ୍ତ୍ର ର ୨୧ ଥର ଜପ କରିବା ପରେ ତୁଳସୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ । ଏହା ପରେ ତୁଳସୀ ଆମ ଙ୍କ ନିକଟରେ ଆପଣ ନିଜର ମନ କଥା କୁହନ୍ତୁ । ଏମିତି ପ୍ରତେକ ଦିନ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଯେତେ ଖାରପ ଥିଲେ ତାହା ଧୀରେ ଧୀରେ ସୁଧୁରିବାରେ ଲାଗିବ । କାରଣ ହିନ୍ଦୁ ଧର୍ମ ରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି ।

କାରଣ ତୁଳସୀ ଗଛରେ ୩୩ କୋଟି ଦେବିଦେବତା ଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି । ତେଣୁ ଆପଣ ମାନେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ । ଏହା ଅବ୍ୟତୀତ ଭଗବାନ ବିଶୁଣୁଙ୍କର ପ୍ରିୟ ହୋଇଥାଏ ତୁଳସୀ ଗଛ । ଯେଉଁଠି ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥାନ୍ତି ସେଠାରେ ମା ଲକ୍ଷ୍ମୀ ଧନର ବର୍ଷା କରିଥାନ୍ତି ।

ସେଥିପାଇଁ ମା ଲକ୍ଷ୍ମୀ ଙ୍କୁ ଘରକୁ ଆକର୍ଷିତ କରିବା କୁ ଚାହୁଁଛନ୍ତି ତେବେ ଆପଣ ମାନେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ । କାରଣ ଭଗବାନ ବିଶୁଣୁ ଯେଉଁ ସ୍ଥାନ କୁ ଯାଇଥାନ୍ତି ସେଠାରେ ମା ଲକ୍ଷ୍ମୀ ମଧ୍ୟ ଯାଇଥାନ୍ତି । କାରଣ ଦୁହେଁ ପରସ୍ପର ପରିପୂରକ ଅଟନ୍ତି ଯାହା ଆମ ଶାସ୍ତ୍ର ରେ କୁହା ଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button