ଦେଶ- ବିଦେଶ

ଶନିବାର ଦିନ ଭୁଲରେ ବି କରିବେନି ଏହି 3 କାମ, ପରିବାର ଉପରେ ଆସିଥାଏ ଭାରି ସଙ୍କଟ, ଶନିଦେବ ହୋଇ ଯାଆନ୍ତି କ୍ରୋଧିତ

ଯଦି ଆପଣ ଶନି ଭଗବାନ ଙ୍କୁ ମାନନ୍ତି ତେବେ ଖାସ କରି ଶନିବାର ଦିନ ଏହି କାମ କେବେ ମଧ୍ୟ କରନ୍ତୁ ନାହିଁ । ଏହି କାମ ଗୁଡିକୁ ଶନିବାର ଦିନ କରିବା ଦ୍ଵାରା ଶନି ଭଗବାନ ଙ୍କୁ ଅତ୍ୟନ୍ତ କଷ୍ଟ ହୋଇଥାଏ । ଶନିବାର ଦିନ ଟି ଶନି ଭଗବାନ ଙ୍କୁ ସମର୍ପିତ ହୋଇଥାଏ । ଏହିଦିନ ଭଗବାନ ଶନି ମହାରାଜ ଙ୍କ ର ପୂଜା କରଯାଇଥାଏ । ଯଦି କୌଣସି ମଣିଷ କୁ ଶନି ମହାରାଜ ଙ୍କ ର କୃପା ପ୍ରାପ୍ତ ହୋଇଥାଏ ତେବେ ସେହି ମନୁଷ୍ୟ ଜୀବନରେ ସବୁ କିଛି ପ୍ରାପ୍ତ କରିଥାଏ ।

 

କିନ୍ତୁ ବନ୍ଧୁଗଣ ଯଦି ଶନି ଭଗବାନ କାହା ଉପରେ ଥରେ ରୁଷ୍ଠ ହୋଇଯାଆନ୍ତି ତେବେ ସେହି ମନୁଷ୍ୟ ଜୀବନ କଷ୍ଟ ରୁ ଅଧିକ କଷ୍ଟ ରେ ଭରିଯାଏ । ଘରେ କଷ୍ଟ ଆସିବା ସହ ସେହି ବ୍ୟକ୍ତି ରାତା ରାତି କାଙ୍ଗାଳ ହୋଇଯାଇଥାଏ । ବନ୍ଧୁଗଣ ପ୍ରଥମ ରେ ଶନିବାର ଦିନ କେବେ ମଧ୍ୟ ସହବାସ ବା ସଂଭୋଗ କରିବା ଉଚିତ୍ ହୋଇ ନଥାଏ ।

ଏହି ଦିନ ସହବାସ କରିବା ଦ୍ୱାରା ସନ୍ତାନ ଖରାପ ପ୍ରକୃତିର କିମ୍ବା କିନ୍ନର ରୂପେ ଜନ୍ମ ହୋଇଥାଏ । ଦ୍ଵିତିୟ ରେ ଶନିବାର ଦିନ ଯଦି ଆପଣଙ୍କ ଘରେ କୌଣସି ବିଲେଇ କିମ୍ବା କୁକୁର ଆସି ରୋଦନ କରନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଆଗକୁ ଆସୁଥିବା ବିପଦ ବା କୌଣସି ବାଡ ବିବାଦ ର ସଂକେତ ଦେଇଥାଏ ।

 

ତୃତୀୟରେ ବନ୍ଧୁଗଣ ଶନିବାର ଦିନ କେବେ ମଧ୍ୟ ଭଙ୍ଗା ଆଇନା ବା ଭଙ୍ଗା ପାନିଆ ର ବ୍ୟବହାର କରିବା କଥା ନୁହେଁ । ଶନିବାର ଦିନ ଏହି ଗୁଡ଼ିକ ର ବ୍ୟବହାର କରିବା ଦ୍ବାରା ଶନି ଭଗବାନ କୁପିତ ହୋଇଯାଇଥାଆନ୍ତି । ଯାହାଫଳରେ ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ । ଶାସ୍ତ୍ର ଅନୁସାରେ ଶନିବାର ଦିନ ଯେଉଁ ବ୍ୟକ୍ତି ସ୍ନାନ ନ କରେ ସେହି ବ୍ୟକ୍ତି କୁ ଜୀବନରେ କେବେ ସଫଳତା ମିଳି ନଥାଏ । ବନ୍ଧୁଗଣ ଶନିବାର ଦିନ ଲୁହା କିମ୍ବା ତେଲ କିଣି ଘରକୁ ଆଣିବା ଅଶୁଭ ହୋଇଥାଏ ।

 

ବନ୍ଧୁଗଣ ଯଦି ଆପଣ ଶନିବାର ଦିନ ଭଗବାନ ଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତି ତେବେ ତାଙ୍କ ସହ ହନୁମାନ ଜୀ ଙ୍କ ର ମଧ୍ୟ ଦର୍ଶନ ନିଶ୍ଚୟ କରନ୍ତୁ । ନଚେତ୍ ଦର୍ଶନ ର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇ ନଥାଏ । ତାହା ଛଡା ବନ୍ଧୁଗଣ ଶନି ମହାରାଜ ଙ୍କ ର ନେତ୍ର ରେ ଦେଖିବା ଦ୍ଵାରା ଶନି କଷ୍ଟ ଭୋଗ କରିବାକୁ ପଡ଼ିଥାଏ ।

ଯଦି ଆପଣ ଶନି ଭଗବାନ ଙ୍କୁ ମାନନ୍ତି ତେବେ ଭୁଲରେ ମଧ୍ୟ ଏହିଦିନ ଆମିଷ ତଥା ପିଆଜ ରସୁଣ ଆଦି ତାମସିକ ଭୋଜନ ଖାଇବା କଥା ନୁହେଁ । ନଚେତ୍ ଶନି ଭଗବାନ ଅତ୍ୟନ୍ତ ରୁଷ୍ଠ ହୋଇ ଯାଆନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button