ଦେଶ- ବିଦେଶ

ସପ୍ତାହକୁ କେତେ ଥର ସମ୍ପର୍କ ରଖିଲେ ଶୀଘ୍ର ହେବେ ଗର୍ଭବତୀ…

ସୂଚନା ଅନୁସାରେ ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇସାରିଲା ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏକ ମଧୁର ସମ୍ପର୍କ ଗଢିଉଠିଥାଏ । ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥାଏ । ଯାହା ଦ୍ଵାରା ସେମାନେ ଏକ ସନ୍ତାନ ପ୍ରାପ୍ତ କରିପାରିବେ । ଶାରୀରିକ ସମ୍ପର୍କ କେତେ ଥର କରିବା ମଧ୍ୟରେ ଏକ ମହିଳା କଂସିବ କରିଥାଏ । ତାହା ଆପଣ ଆଜି ଜାଣିପାରିବେ । ବହୁତ ଲୋକ ଥାଆନ୍ତି । ଯେଉଁ ମାନେ ବହୁତ ଦିନ ପର୍ଯ୍ୟନ୍ତ ରିଲେସନରେ ରହିଥାନ୍ତି ।

 

ଏହା ସହିତ ଦିନକୁ ୨ ଥର ୩ ଥର ମଧ୍ୟ ରିଲେସନରେ ରହିଥାନ୍ତି । ତଥାପି ଜଣେ ମହିଳା ବେଳେ ବେଳେ ଶୀଘ୍ର ମାତୃତ୍ଵ ଲାଭ କରିପାରିନଥାଏ । ଏହାର ମୂଳ କାରଣ ହେଉଛି ଓଭଲ୍ୟୁସନ୍ ଦିନ ହିଁ ଯଦି ଦମ୍ପତି ଶାରୀରିକ ସମ୍ପର୍କ ବନେଇନଥାନ୍ତି । ତେବେ ମହିଳା ଗର୍ଭବତୀ ହୋଇପାରିନଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ କୌଣସି ସ୍ଟ୍ରେସ କିମ୍ବା କାମ ପ୍ରେସରରୁ ମୁଡ୍ ନଥାଏ ।

ତେବେ ସେମାନେ ଠିକ ଭାବରେ ରିଲେସନରେ କରିପାରିନଥାନ୍ତି । ଯେଉଁ କାରଣରୁ ସେମାନଙ୍କର ସନ୍ତାନ ଜାତ ହୋଇନଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ ପିଲା ହେବା ପାଇଁ ସମ୍ପର୍କ ରଖୁଛନ୍ତି । ତେବେ ଉଭୟ ପରସ୍ପର ସହିତ ଉତ୍ତମ ବୁଝାମଣା କରି ସଠିକ ଢଙ୍ଗରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ହିଁ ମହିଳାମାନେ ପ୍ରେଗନେଣ୍ଟ ହୋଇପାରିଥାନ୍ତି । ଆପଣ ଯଦି ମା ହେବା ପାଇଁ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି ।

 

ତେବେ ଓଭଲ୍ଯୁସନ୍ ଡେଟ୍ ରେ ହିଁ ଫିସିକାଲ ରିଲେସନ ବନେଇବା ଉଚିତ । ଓଭଲ୍ଯୁସନ ଡେଟ୍ ଯଦି ଜାଣିପାରୁନାହାନ୍ତି । ତେବେ କିଟ୍ ର ମଧ୍ୟ ବ୍ୟବହାର କରିପାରିବେ । ଓଭଲ୍ୟୁସନ୍ କିଟ୍ ଦ୍ଵାରା ଯେଉଁ ଦିନ ଅଭଲ୍ଯୁସନ ବୋଲି ଜାଣିପାରୁଛନ୍ତି । ସେହି ଦିନର ପୂର୍ବ, ସେହି ଦିନ ଓ ତା’ ର ପର ଦିନ ମଧ୍ୟ ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଉଚିତ । ଲଗାତର ୩ ଦିନ ପର୍ଯ୍ୟନ୍ତ ସମ୍ପର୍କ ରଖିବା ନିହାତି ଦରକାର ।

ବହୁତ ମହିଳାଙ୍କର ନିୟମିତ ଭାବେ ପିରିଅଡ୍ ନହେଲେ । ସେମାନେ ନିଜ ଓଭ୍ୟୁଲେସନ ଡେଟ୍ ଜାଣିପାରିନଥାନ୍ତି । ଯେଉଁ ମାନେ ମେଡ଼ିସିନ ଖାଇ ପିରିଅଡ୍ କରାଉଛନ୍ତି । ମେଡ଼ିସିନ ଖାଇବା ପରେ ହିଁ ପିରିଅଡ୍ କଣ୍ଟିନ୍ୟୁ ହେଉଛି । ତେବେ ସେମାନଙ୍କର ଶରୀରରେ ଠିକ ଭାବେ ଅଣ୍ଡା ପ୍ରସ୍ତୁତ ହୋଇପାରିନଥାଏ ।

 

ସେଥିପାଇଁ ପିରିଅଡ୍କୁ ରେଗୁଲାର ନିହାତି ଭାବରେ କରିବାକୁ ପଡିବ । ପିରିଅଡ୍ ହେବାର ବିଳମ୍ବ ହେଉଥିଲେ କିମ୍ବା ବହୁତ ଶିଘ ହେଉଜାଉଥିଲେ । ପିରିଅଡ୍ ନିୟମିତ ନହେବା ଦ୍ଵାରା ପ୍ରେଗନେଣ୍ଟ ହେବାରେ ବହୁତ କମ୍ପ୍ଲିକେସନ ଆସିଥାଏ । ତେବେ ଏଥି ପ୍ରତି ହେଳା ନକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button