ଦେଶ- ବିଦେଶ

+୨ ଟପରଙ୍କୁ ପୁଲିସ କରାଇଲେ ଗୋଟିଏ ଦିନର କମିଶନର, ତାଙ୍କର ପ୍ରଥମ ଅର୍ଡର ବିଷୟରେ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆଇଯିବ

କୋଲକାତା ପୁଲିସ ବିଭାଗ ଗୋଟେ ଝିଅକୁ ଗୋଟିଏ ଦିନ ପାଇଁ DCP (ଡେପୁଟି କମିଶ୍ନର ପୁଲିସ) କରିଛନ୍ତି । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି ପୁଲିସ ଜଣେ ୧୨ ଛାତ୍ରକୁ ଗୋଟିଏ ଦିନ ପାଇଁ କମିଶ୍ନର କାହିଁକି କରିଛନ୍ତି ? ଚାଲନ୍ତୁ ଆପଣଙ୍କୁ ପୁରା ଘଟଣାଟି କୁ କହି ଦେଉଛୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ୧୨ର ISC (ଇଣ୍ଡିଆନ ସ୍କୁଲ ସର୍ଟୀଫିକେଟ) ବୋର୍ଡର ରେଜଲ୍ଟ ବାହାରି ସାରିଛି ।

ଏମିତିରେ ଋଚା ସିଂହ ନାମକ ଜଣେ ଛାତ୍ରୀ ଏଥିରେ ୯୯.୨୫ % ପ୍ରାପ୍ତ କରିଛନ୍ତି । ଏହି ଅଙ୍କକୁ ନେଇ ଛାତ୍ରୀ ଜଣକ ଦେଶରେ ଚତୁର୍ଥ ଓ ନିଜ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଋଚା ସିଂହଙ୍କର ଏହି ଉପଲବ୍ଧିକୁ ସମ୍ମାନ ଦେବା ଦ୍ରୁଷ୍ଟିରେ ‘କୋଲକାତା ପୁଲିସ ବିଭାଗ‘ ତାଙ୍କୁ ଗୋଟିଏ ଦିନର ଡେପୁଟି କମିଶ୍ନର କରିବା ପାଇଁ ନିର୍ଣୟ ନେଇଥିଲେ ।

Image courtesy: Google

ଏହି କଥାର ସୂଚନା ନିଜେ କୋଲକାତା ପୁଲିସ ନିଜର ଟ୍ୱିଟର ହୈଂଡଲରେ ଶେୟାର କରିଛନ୍ତି । ସେ ନିଜ ପୋସ୍ଟରେ ୩ ଟି ଫଟୋ ଶେୟାର କରିଛନ୍ତି ଓ ଏହି ଫଟୋରେ ଋଚା ନିଜର ସ୍କୁଲ ଡ୍ରେସରେ ପୁଲିସ ଷ୍ଟେସନ ଭିତରେ ଅଛନ୍ତି । ଏଠି ଷ୍ଟେସନ ଅଧିକାରୀମାନେ ତାଙ୍କୁ ଫୁଲ ଦେଇ ସମ୍ମାନିତ କରୁଛନ୍ତି । ଏହି ଫଟୋକୁ ଶେୟାର କରି ଲେଖିଛନ୍ତି କି,

“ଶୁଭେଚ୍ଛା ଋଚା । ଋଚା ସିଂହ (ପିତା ଇନ୍ସପେକ୍ଟର ରାଜେଶ କୁମାର ସିଂହ) ଏହି ବର୍ଷ ଆଈଏସସୀ ପରୀକ୍ଷାରେ ଭାରତରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଋଚାଙ୍କୁ ଏହି ବୁଧୁବାର ଦିନ ଆଇପିଏସ ରାଜେସ କୁମାରଙ୍କ ଦ୍ଵାରା ନିଜର ଭଲ ପ୍ରଦର୍ଶନ ଦ୍ଵାରା ଗୋଟିଏ ଦିନର ଡୀସୀପୀ କରାଗଲା ।“

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଋଚାଙ୍କର ପିତା ରାଜେଶ ସିଂହ ଗରିୟାହାଟ ଥାନାର ଏଡିଶନଲ ଅଫିସର-ଇନ-ଚାର୍ଜ ରୂପରେ କାମ କରୁଛନ୍ତି । ଏହି ସମୟରେ ଯେତେବେଳେ ଋଚାଙ୍କୁ ପଚରାଗଲା କି ସେ ତାଙ୍କର ପିତାଙ୍କୁ କଣ ଆଦେଶ ଦେବାକୁ ଚାହୁଁଛନ୍ତି ତେବେ ସେ କହିଲେ କି ‘ମୁଁ ତାଙ୍କୁ ଜଲ୍ଦି ଘରକୁ ଆସିବା ପାଇଁ ଆଦେଶ ଦେବି ।‘ ଋଚାଙ୍କର ଏହି କଥା ଶୁଣି ତାଙ୍କ ପିତାଙ୍କର ଆଖିରୁ ଲୁହ ଚାଲି ଆସିଥିଲା ।

Image courtesy: Google

କହିଦେଉଛୁ ଯେ ପୁଲିସ ଚାକିରି କାରଣରୁ ପ୍ରାୟତଃ ବ୍ୟକ୍ତିକୁ ଘରକୁ ଯିବାରେ ଡେରି ହୋଇଯାଏ । ଆପଣଙ୍କୁ କହିଦେଉଛୁ ଯେ ଋଚାଙ୍କର ପିତା ସେହି ଦିନ ଏହି ଅର୍ଡରକୁ ପାଳନ ବି କରିଲେ ଓ ଜଲ୍ଦି ଘରକୁ ମଧ୍ୟ ଗଲେ । ଇନ୍ସପେକ୍ଟର ରାଜେସ ନିଜ ଝିଅ ଉପରେ ବହୁତ ଗର୍ବ ଅନୁଭବ କରୁଛନ୍ତି । ଏହା ପରେ ଋଚାଙ୍କୁ ଯେତେବେଳେ ତାଙ୍କର ଭବିଷ୍ୟତ ବିଷୟରେ ପଚରାଗଲା ତେବ ସେ କହିଲେ କି ମୁଁ ବି ବଡ ହୋଇ ଆଇଏଏସ ହେବି

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button