୨ ମିନିଟରେ ଦାନ୍ତ ବିନ୍ଧା, ପୋକରା ଦାନ୍ତ (Cavity) ମାଢିରୁ ରକ୍ତ ପଡିବା ଭଲ ହୋଇଯିବ, କରନ୍ତୁ ଏହି ଉପାୟ

ଶୀତ ଦିନରେ ଅନେକ ଲୋକ ଙ୍କର ଅସହନୀୟ ଦାନ୍ତ ବିନ୍ଧା ଭଳି ସମସ୍ଯା ଦେଖା ଦେଇଥାଏ । ଏହି ଦାନ୍ତ ବିନ୍ଧା ଏକ ଏପରି ସମସ୍ଯା ହୋଇଠ ଏ। ଯାହା କାରଣ ରୁ ମଣିଷ ଖାଇବାରେ କଷ୍ଟ ଅନୁଭବ କରେ । ଶୋଇ ମଧ୍ୟ ଠିକ ଭାବରେ ପାରି ନଥାଏ । ଦାନ୍ତ ମାଢିରୁ ମୁଣ୍ଡ ଯନ୍ତ୍ରଣା ହେବାର ମଧ୍ୟ ଦେଖା ଦେଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ସମସ୍ଯା କୁ ଦୃଷ୍ଟିରେ ରଖୀ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ,
ଯାହା ଦ୍ୱାରା ଆପଣ ଙ୍କର ଦାନ୍ତ ବିନ୍ଧା ମୂଳରୁ ଦୂର ହୋଇଯିବ । ବନ୍ଧୁଗଣ ଏହି ଉପଚାର ଟିକୁ ଦୂର କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଆବଶ୍ୟକ ପଡିବ ପିଜୁଳି ପତ୍ର । ବନ୍ଧୁଗଣ ଏହା ଆପଣ ଙ୍କୁ ଅତି ସହଜ ନିଜ ଘର ବାଡିରୁ ମିଳିଯାଇ ପାରିବ । ବନ୍ଧୁଗଣ ପିଜୁଳି ପତ୍ର ରେ ଅନେକ ପ୍ରକାରର ଔଷଧୀୟ ଗୁଣ ମାନ ରହିଅଛି ।
ବିଭିନ୍ନ ପ୍ରକାରର ରୋଗ କୁ ଦୂର କରିବାରେ ଖୁବ ସାହାର୍ଯ୍ୟ କରିଥାଏ । ବନ୍ଧୁଗଣ ସେହି ରୋଗ ଗୁଡିକ ମଧ୍ୟରୁ ଦାନ୍ତ ବିନ୍ଧା ଏକ ଏଭଳି ସମସ୍ଯା ଯାହାକୁ ଏହା ଦୂର କରିଥାଏ । ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଚାରୋଟି ପିଜୁଳି ପତ୍ର କୁ ନେଇ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ଏହି ପାତ୍ର କୁ ଛେଚି ଏହାର ରସ ବାହାର କରି ନିଅନ୍ତୁ ।
ଏହା ପରେ ବନ୍ଧୁଗଣ ଏହି ରସ କୁ ଏକ ତୁଳା ସାହାର୍ଯ୍ୟ ରେ ନେଇ ସେହି ତୁଳା ରେ ଚିମୁଟାଏ ହଳଦୀ ଲଗାଇ ଦିଅନ୍ତୁ । ବର୍ତ୍ତମାନ ଯେଉଁ ଦାନ୍ତ ର ମୂଳ ଯନ୍ତ୍ରଣା କରୁଛି, ସେହି ସ୍ଥାନରେ ଏହି ତୁଳା କୁ ରଖି ଦିଅନ୍ତୁ । ଏବେ ଏହାକୁ ପାଖା ପାଖି ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ଦ୍ଵାରା ଆପଣ ଙ୍କର ଦାନ୍ତ ଯନ୍ତ୍ରଣାରେ ତୁରନ୍ତ ହିଁ ଆରମ ଅନୁଭବ ହେବ । ବନ୍ଧୁଗଣ କିଛି ଦିନ ଏହାକୁ ପ୍ରୟୋଗ କରିବା ଦ୍ଵାରା ଏହି ଯନ୍ତ୍ରଣା ରୁ ସବୁଦିନ ପାଇଁ ଦୂର ହୋଇଯିବ ।
ବନ୍ଧୁଗଣ ଦ୍ବୀତିୟ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ କିଛି ପାଣି ନେଇ ଏଥିରେ ୪ ବା ୫ ଟି ପିଜୁଳି ପତ୍ର ଓ ୪ ଟି ଲବଙ୍ଗ ପକାଇ ଭଲ ଭାବରେ ଫୁଟିବାକୁ କାଡି ଦିଅନ୍ତୁ । କିଛି ସମୟ ପରେ ଏହି ପାଣି କୁ ଗ୍ଯାସ ଉପରୁ କାଢି ଆଣି ଏହି ପାଣି ର ଏକ ଚାମଚ ଲୁଣ ମିଶାନ୍ତୁ । ଏହା ପରେ ଏହି ପାଣି ଗରମ ଥିବା ଅବସ୍ଥାରେ ହିଁ ଧୀରେ ଧୀରେ କରି କୁଳି କରନ୍ତୁ ।