ଦେଶ- ବିଦେଶ

ହିନ୍ଦୁ ଧର୍ମ ଅନୁସାରେ ସ୍ଵାମୀ ଓ ସ୍ତ୍ରୀଙ୍କୁ ରାତିର କେଉଁ ସମୟରେ ସମ୍ବନ୍ଧ ବନାଇବା ଉଚିତ ? ନହେଲେ ହୋଇଥାଏ ଅନର୍ଥ

ସୂଚନା ଅନୁସାରେ ଦୁନିଆରେ ପ୍ରତ୍ଯେକ କର୍ମ କରିବାର କିଛି ନିର୍ଦ୍ଧିଷ୍ଟ ସମୟ ରହିଥାଏ । ଯଦି ଏହି ନିୟମର ପାଳନ କରି ଆପଣ କାର୍ଯ୍ୟ କରିବେ ଏଥିରେ ଆପଣଙ୍କର ହିଁ ମଙ୍ଗଳ ହେବ । ଆପଣମାନେ ଜାଣିଥିବେ ସ୍ଵାମୀ ଓ ସ୍ତ୍ରୀ ର ଦାମ୍ପତ୍ୟ ଜୀବନରେ ଯେଉଁ ପ୍ରେମ ସମ୍ପର୍କ ବିବାହ ପରେ ଗଢି ଉଠିଥାଏ, ଏହା ଅତ୍ୟନ୍ତ ମଧୁରମୟ ହୋଇଥାଏ । ସେଥିପାଇଁ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ରାତିର କିଛି ବିଶେଷ ସମୟରେ ପ୍ରେମ ସମ୍ପର୍କ ଅତି ନିବିଡ ହୋଇଥାଏ ।

 

ଏହି ସମୟରେ ଯଦି ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ବଦ୍ଧ ବନାଇଥାନ୍ତି । ତେବେ ସମ୍ବଦ୍ଧ ବନାଇଥିବା ବ୍ଯକ୍ତିର ଧନ ଜନିତ କିଛି ସମସ୍ଯା ଆସିନଥାଏ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ଆହୁରି ବଢିଥାଏ । ରାତ୍ରିର ସେହି ବିଶେଷ ମୂହୁର୍ତ୍ତ ପରେ ଯଦି ସମ୍ବଦ୍ଧ ସ୍ଥାପନ କରିଥାନ୍ତି । ତେବେ ଦୁହିଁଙ୍କୁ ଖରାପ ପରିସ୍ଥିତିର ସାମ୍ନା କରିବା ପାଇଁ ପଡିଥାଏ । ରାତିର ୧୨ ରୁ ୩ଟା  ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ କରିବା ଉଚିତ ହୋଇଥାଏ ।

ଏହି ସମୟରେ ସମ୍ବଦ୍ଧ କରିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ଦୁହିଁଙ୍କୁ ଏହାର ଶୁଭଫଳ ମିଳିଥାଏ । ରାତି ୩ଟା ପରେ କେବେ ମଧ୍ୟ ଶାରୀରିକ ସମ୍ବଦ୍ଧ ବନେଇବା ଶୁଭ ହୋଇଥାଏ । କାରଣ ଏହି ମୂହୁର୍ତ୍ତ ଅତି ଧାର୍ମିକ ମୂହୁର୍ତ୍ତ ହୋଇଥାଏ । ଏହି ସମୟରେ ଭଗବାନଙ୍କର ପୂଜା ପାଠ ଓ ଆଳତିର ସମୟ ହୋଇଥାଏ । ସେହି ସମୟରେ କେବେ ମଧ୍ୟ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ସମ୍ବଦ୍ଧ କରିବା ଉଚିତ ହୋଇନଥାଏ ।

 

ଦାମ୍ପତ୍ୟ ଜୀବନରେ ସମସ୍ଯା ସୃଷ୍ଟି ହେବାର ଆଶଙ୍କା ରହିଥାଏ । ଆପଣମାନେ କେବେ ମଧ୍ୟ ରାତିରେ ଅଇଁଠା ବାସନ ପକାଇ  ରଖିବେ ନାହିଁ । ଏହା ଘର ପରିବାର ପାଇଁ ଆଦ୍ୱୋ ମଙ୍ଗଳ ହୋଇନଥାଏ। କାରଣ ରାତିରେ ଅଇଁଠା ବାସନ ପକାଇ ରଖିବା ଦ୍ଵାରା ଅଇଁଠା ବାସନ ଘରକୁ ଅଭିଶାପ ଦେଇଥାଏ । ଯାହା ଦ୍ଵାରା ମା ମହାଲକ୍ଷ୍ମୀ ଘରୁ ଚାଲିଯାଇଥାନ୍ତି । ସେଥିପାଇଁ ରାତିରେ ଖାଇସାରିଲା ପରେ ଅଇଁଠା ବାସନ ମାଜି ଶୋଇବା ଉଚିତ ହୋଇଥାଏ ।

 

ରୋଷେଇ ଘରକୁ ସବୁବେଳେ ପରିଷ୍କାର ଓ ପରିଚ୍ଛନ କରି ରଖିବା ଘର ପାଇଁ ବହୁତ ହିଁ ଶୁଭ ହୋଇଥାଏ । ଯେଉଁମାନେ ଏଥିପ୍ରତି ଧ୍ୟାନ ଦେଇ ରୋଷେଇ ଘରକୁ ସୁତୁରା କରିବା ସହ ସମସ୍ତ ରୋଷେଇ  ସାମଗ୍ରୀକୁ ଉପଯୁକ୍ତ ସ୍ଥାନରେ ରଖିଥାନ୍ତି । ସେମାନଙ୍କ ଉପରେ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି ଓ ଧନର ବର୍ଷା ସେହି ଘର ପାଇଁ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button