ଦେଶ- ବିଦେଶ

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଶବ ଯାତ୍ରାରେ ଯିବା ସମୟରେ ଭୁଲରେ ବି ଏହି ଭୂଲ କରିବେ ନାହିଁ, ହୋଇଥାଏ ଅନର୍ଥ

ଏହି ସଂସାର୍ଡ଼ ଜନ୍ମ ମୃତ୍ୟୁ ଏକ ଏପରି ସତ୍ୟ ଅଟେ, ଯାହାକୁ କି କେହି ଚାହିଁକରି ମଧ୍ୟ ବଦଳାଇ ପାରିବେ ନାହିଁ । ସମସ୍ତ ଙ୍କୁ ଏହି ସତ୍ୟକୁ ସ୍ଵୀକାର କରିବାକୁ ହିଁ ହୋଇଟାହେ । ଯେ କେହି ଏହି ସଂସାର ର୍ରେ ଜନ୍ମ ହୋଇଛି, ଦିନେ ନା ଦିନେ ତାର ମୃତ୍ୟୁ ମଧ୍ୟ ନିଶ୍ଚିତ ହେବ । କିନ୍ତୁ ଯେ ମଣିଷ ଏହି ସଂସାରରେ ଭଲ କର୍ମ କରେ ତାହର କର୍ମ ର ଫଳ ସ୍ୱରୂପ ତାହକୁ ଏହି ଜନ୍ମ ମୃତ୍ୟୁ କହକର ରୁ ମୁକ୍ତି ମିଳିଯାଇଥାଏ । ସେ ଆତ୍ମା ମୃତ୍ୟୁ ପରେ ଇଶ୍ଵର ଏନକେ ଧାମ କୁ ଯାଇ ସେଠାରେ ରହିଥାଏ ।

 

ଯେ ମଣିଷ ଏହି ନିଶ୍ଵର ସଂସାର ର ମୋହ ମାୟାରେ ପଡି ରହିଥାଏ, ସେ ବ୍ୟକ୍ତି ଏହି ସଂସାର ରେ ବାର ବାର ଜନ୍ମ ମୃତ୍ୟୁ ଚକ୍ର ରେ ଘୁରି ବୁଲେ । ଯେତେବେଳେ କେହି ମଣିଷର ଜନ୍ମ ହୋଇଥାଏ ସେତେବେଳେ ଏହି ଧରା ପୃଷ୍ଠ କୁ ଆସିବା ମାତ୍ରରେ ହିଁ ସେହି ମଣିଷର ପ୍ରଥମେ ଜାତବିଧ ଷୋହଳ କର୍ମ ସଂସ୍କାର ହୋଇଥାଏ ।

ଯେଉଁ ମଣିଷ ର ମୃତ୍ୟୁ ହୋଇଯାଏ, ମୃତ୍ୟୁ ପରେ ତାର ସେସ କର୍ମ ରୂପେ ଅନ୍ତିମ କ୍ରିୟା କର୍ମ କରା ଯାଇଥାଏ । ଯେଉଁ ବ୍ୟକ୍ତି ର ଅନ୍ତିମ କ୍ରିୟା ର ସଂସ୍କାର ଶାସ୍ତ୍ର ବିଧି ଅନୁସାରେ କରାଯାଇ ନଥାଏ, ସେହି ବ୍ୟକ୍ତି ର ଆତ୍ମା ମୃତ୍ୟୁ ପରେ ମଧ୍ୟ ମୁକ୍ତି ପାଇ ପାରେ ନାହିଁ । ତାହର ଆତ୍ମା ଏହି ମୃତ୍ୟୁ ଲୋକ ରେ ପ୍ରେତାତ୍ମା ହୋଇ ଘୁରି ବୁଲେ ।

 

କୌଣସି ମୃତ୍ୟୁ ବ୍ଯକ୍ତିର ଶବ ଯାତ୍ରାରେ ଯୋଗ ଦେବା ଏକ ଅତ୍ୟନ୍ତ ପୂଣ୍ୟର କାମ ବୋଲି କୁହା ଯାଇଥାଏ । କିନ୍ତୁ ଏହି ଶବ ଯାତ୍ରାରେ ଅଂଶ ଗ୍ରହଣ କରୁଥିବା ସମୟରେ ଗରୁଡ ପୁରାଣ ରେ ବର୍ଣ୍ଣିତ ନୀତି ନିୟମ ଗୁଡିକୁ ପାଳନ କରିବା ଉଚିତ । ନଚେତ ଏହାର ଖୁବ ଭୟଙ୍କର ପରିଣାମ ଭୋଗ କରିବାକୁ ପଡିଥାଏ ।

ବନ୍ଧୁଗଣ ଅନ୍ତିମ ଯାତ୍ରାରେ ଯିବା ସମୟରେ ସର୍ବ ପ୍ରଥମେ ଇଶ୍ଵର ଙ୍କର ସ୍ମରଣ କରିବା ଉଚିତ । ଏହା ସହ ଅନ୍ତିମ ଯାତ୍ରାରେ ଯାଉଥିବା ସମୟରେ ମନ ଇନ୍ଦ୍ରିୟ ଗୁଡିକୁ ସୁଧା ରଖିବା ଉଚିତ । ଏହାଛଡା ଶବ କୁ କାନ୍ଧ ଦେଉହଟିବା ଲୋକ ମାନଙ୍କୁ ବିଳାପ କରିବା ଉଚିତ ହୋଇ ନଥାଏ । ମୃତ ବ୍ୟକ୍ତି ଭଲ ହୋଇଥାଉ ବା ଖରାପ କିନ୍ତୁ ମୃତୁ ପରେ ସେହି ବ୍ୟକ୍ତି ବିଷୟରେ କିଛି ମଧ୍ୟ ଖରାପ କହିବା ଉଚିତ ହୋଇ ନଥାଏ ।

 

ଶବ ଯାତ୍ରା ରେ ଯାଉଥିବା ସମୟରେ ଯେଉଁ ମାନେ ହସି ଥାନ୍ତି ବା ଥଟା ମଜା ଆଦି କରନ୍ତି କିମ୍ବା କ୍ରୋଧ ଆଦି କରନ୍ତି ସେମାନଙ୍କୁ ମହାପାପ ଲାଗିଥାଏ । ତାହାଛଡା ମୃତ ବ୍ୟକ୍ତି କୁ ତାର ମୃତ୍ୟୁ ପରେ ଡାକିବା ଅନୁଚିତ ହୋଇଥାଏ । ଯେଉଁ ମାନେ ଶବ କୁ କାନ୍ଧ ଦେଇଥାନ୍ତି, ସେମାନେ ଶବ ଯାତ୍ରା ରୁ ଫେରିବା ସମୟରେ ପଛ କୁ ବୁଲି ଅନାଇବା ଉଚିତ ହୋଇନଥାଏ । ଏହାସହ ଶବ ଯାତ୍ରା ରୁ ଫେରି ସାରିଲା ପରେ ଭଲ ଭାବରେ ସ୍ନାନ କରି ପୋଷାକ ଗୁକିକ ସ୍ଵଚ୍ଛ କରି ହିଁ ଘରେ ପ୍ରବେଶ କରିବା ଉଚିତ ।

ଗରୁଡ ପୁରାଣ ରେ ବର୍ଣ୍ଣିତ ଏହି ନିୟମ କୁ ପାଳନ ନ କରିବା ଦ୍ଵାରା ଆପଣଙ୍କ ଘରେ ଏହାର ଖରାପ ପରିଣାମ ଦେଖିବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button