ରାଜ୍ୟ

‘ନୂଆ ଓ’ ଯୋଜନା ବନ୍ଦ କଲେ ରାଜ୍ୟ ସରକାର; ଆସିବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟ

ଭୁବନେଶ୍ୱର : ନୂଆ ଓ ଯୋଜନା ବନ୍ଦ କଲେ ରାଜ୍ୟ ସରକାର । ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି । ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ବିଧାୟକ ଚକ୍ରମଣି କହଁର କରିଥିଲେ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି । ସେହିପରି ପିଜି-ୟୁଜି ପିଲାଙ୍କୁ ଆର୍ଥିକ ସହାୟତା ପାଇଁ ଆସିବ ନୂଆ ଯୋଜନା । ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟ ନାମକ ଏକ ଯୋଜନା ପ୍ରଣୟନ କରୁଛନ୍ତି ।

ଏହାର ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ନୂଆ ଓ କାର୍ଯ୍ୟକ୍ରମ ପାଇଁ ଏଥର ବଜେଟରେ ଅର୍ଥ ବରାଦ ହୋଇନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button