ଦେଖନ୍ତୁ ଭୂତ କେମିତି ଏହି ଝିଅ ଜୀବନ ବଞ୍ଚାଇଲା, ସିସିଟିବି ରେ ହେଲା ରେକର୍ଡ ନଚେତ ଭରସା ହୋଇ ନଥାନ୍ତା

ଭୂତ ଅଛି ନା ନାହିଁ ତାହା ଆଜି ପର୍ଯ୍ୟନ୍ତ କେହି ଏହାର ଉତ୍ତର ଦେଇ ନାହାନ୍ତି, କିଛି ଲୋକ ଏହି କଥା ଉପରେ ବିଶ୍ଵାସ କରନ୍ତି ଯେ ଭୂତ ଅଛନ୍ତି ଏବଂ ଅନ୍ୟ କିଛି ଲୋକ ଏମିତି ମଧ୍ୟ ଥାନ୍ତି ଯିଏ ଭୂତ ଅଛନ୍ତି ବୋଲି ମାନନ୍ତି ନାହିଁ । କିନ୍ତୁ ଭୂତ ନା ଶୁଣିଲେ ସମସ୍ତେ ଡଋ ଥାନ୍ତି, ଆପଣ ପ୍ରାୟତଃ ଭୂତ ଏବଂ ଅତୃପ୍ତ ଆତ୍ମା କାହାଣୀ ଆଜି ପର୍ଯ୍ୟନ୍ତ ଶୁଣି ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଭୂତ ସହ ସାକ୍ଷାତ କରେଇବୁ ଆମେ ଆଜି ଆପଣଙ୍କୁ ଏମିତି ଗୋଟେ ଅଦୃଶ୍ୟ ଶକ୍ତି ଦେଖେଇବୁ ଯାହା ଆପଣ ଆଗରୁ କେବେ ଦେଖି ନଥିବେ ।
ଆପଣଙ୍କୁ ଭରସା ହଉନି ନା କିନ୍ତୁ ଏହା ସତ, ବର୍ତମାନ ରେ ସୋଶିଅଲ ମିଡିଆ ରେ ଗୋଟେ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ଝିଅ ରାସ୍ତା ପାରି କରୁଛି କିନ୍ତୁ ହଟାତ ସାମ୍ନାରୁ ଗୋଟେ ଗାଈ ବହୁତ ସ୍ପିଡ ଆସୁଛି ଗାଡି ଝିଅ ଉପରେ ଚଢିବାର ଥିଲା ତେବେ ହଟାତ କିଛି ଏମିତି ହେଲା ଯାହାକୁ ବିଶ୍ଵାସ କରିବା ବହୁତ କଷ୍ଟ ଅଟେ
ଏହି ଭିଡିଓ ରାସ୍ତା ରେ ଲାଗି ଥିବା ସିସିଟିବି ଫୁଟେଜ ଅଟେ ଯାହା ଦ୍ଵାରା ଏହା ପୋସ୍ତ ହୋଇଛି ଏବଂ ଲୋକ ଏହାକୁ ଶେୟର କରିବାରେ ଲାଗିଛନ୍ତି । ଏହା କେଉଁ ଜାଗା ଭିଡିଓ ଜଣା ପଡି ନାହିଁ ଓ କିଏ ଏହାକୁ ଶେୟର କରିଛନ୍ତି ଏହା ମଧ୍ୟ ଜଣା ପଡି ନାହିଁ । ଭିଡିଓ ରେ ଜାଗା ଦେଖି ଲାଗୁ ନାହିଁ ଯେ ଏହା ଇଣ୍ଡିୟାର ବୋଲି, କେବଳ ୧୮ ଘଣ୍ଟା ରେ ଏହି ଭିଡିଓ କୁ ଲକ୍ଷେ ଠାରୁ ଅଧିକ ଲୋକ ଦେଖି ସାଇଲେଣି ।