ଦେଶ- ବିଦେଶ

ଘର ଅଗଣା ରେ ରଖା ହୋଇ ଥିଲା ପୁରୁଣା ବାଲ୍ଟି, ତା ଭିତରୁ ଆସୁଥିଲା କିଛି ଅଜବ ଶବ୍ଦ, ଉଠେଇ ଦେଖିଲା ପରେ ଉଡିଗଲା ହୋସ

ଏହି ଦୁନିଆରେ ସମସ୍ତଙ୍କୁ କୌଣସି ନା କୌଣସି ଜୀବ ଦେଖିଲେ ଡର ଲାଗି ଥାଏ, ସେଥିପାଇଁ ପ୍ରାୟ ଲୋକ ନିଜ ଡର ଜିନିଷ ବା ଜୀବ ଠାରୁ ଦୂରେ ରହିବା ଠିକ ମନେ କରନ୍ତି । ଦୁନିଆରେ ବହୁତ ଲୋକ ଏମିତି ଅଛନ୍ତି ଯିଏ ବଡ ପ୍ରାଣୀ ଦ୍ଵାରା ଡରିବେ ନାହିଁ କିନ୍ତୁ ଛୋଟ ପ୍ରାଣୀ ବା ଜୀବାଣୁ ବା ଅନ୍ୟ ଜୀବ ଦ୍ଵାରା ତାଙ୍କୁ ବହୁତ ଡର ଲାଗି ଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଲୋକ କଥା କହିବାକୁ ଯାଉଛୁ ସେହି ଲୋକ କେବେ ସପନରେ ବି ଭାବି ନଥିଲା ତାକୁ ନିଜ ଆଖି ସାମ୍ନା ରେ ଦେଖିବାକୁ ପାଇଲା ।

ଏହି ଘଟଣା ରେଡିତ ରେ ଇବେଆଲରେଡିରେଡିଟ ନାମକ ଅକାଉଣ୍ଟ ରେ ଥିଲା, ଗୋଟେ ଲୋକ ଏହାକୁ ପୋଷ୍ଟ କଲା ଏବଂ ଲେଖିଲା ଆମ ବାରି ଆଡେ ବହୁତ ବର୍ଷ ଧରି ଗୋଟେ ପୁରୁଣା ବାଲ୍ଟି ଥିଲା । ହଟାତ ଗୋଟେ ଦିନ ସେହି ବାଲ୍ଟିରୁ ଆବାଜ ଆସିଲା, ଯେତେବେଳେ ଲୋକଟି ସେହି ବାଲ୍ଟି ପାଖକୁ ଗଲା ସେ ଦେଖିବାକୁ ପାଇଲା ଯେ ବାଲ୍ଟିରୁ କେବଳ ଆବାଜ ନୁହଁ ଏହା ଛଡା ବାଲ୍ଟି ହଲୁଚି ।

 

ଏହି ଘଟଣା ପରେ ସେହି ଲୋକ ବାଲ୍ଟି ଉଠେଇଲା, ଲୋକଟି ଯେମିତି ବାଲ୍ଟି ଉଠେଇଲା ତା ଭିତରେ ବହୁତ ବଡ ପୋକ ଥିଲା, ସେହି ବଡ ପୋକ ନିଜ ସହ ବହୁତ ଗୁଡେ ଅଣ୍ଡା ନେଇ ବସି ଥିଲା । ଏହି ପୋକକୁ ଦେଖି ଲୋକ ଡଋ ଗଲା କିନ୍ତୁ କିଛି ସମୟ ପରେ ସେହି ପୋକ ଫଟୋ ଉଠେଇଲା ଏବଂ ରେଡିଟ ଏକାଉଣ୍ଟ ରେ ପକାଇଲେ ।

 

ଏହି ପୋକକୁ ଦେଖି ବହୁତ ଗୁଡେ ଲୋକ କମେଣ୍ଟ କରିବା ଆରମ୍ଭ କଲେ, ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଏହି ପୋକକୁ ବିଛା ବୋଲି କୁହା ଯାଇ ଥାଏ ଏବଂ ଏହା କାଟିଲେ କାହାର ମୃତ୍ୟୁ ହୁଏ ନାହିଁ, କିନ୍ତୁ ଏହାର କାଟିବା ବହୁତ ଦରଜ କରି ଥାଏ, ଏହା ଦ୍ଵାରା ଜର ମଧ୍ୟ ହୋଇ ଥାଏ କିନ୍ତୁ ଏହା ଏତେ ବିଷାକ୍ତ ନୁହଁ ଯେ କାହାର ମୃତ୍ୟୁ ହୋଇ ପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button