ନିଜ ଭଉଣୀ ସମ୍ମାନ ପାଇଁ ଗୋଟେ ଭାଇ କଲା ଏମିତି କାମ,

କୁହା ଯାଏ ଯେ ଭାଇ ଭଉଣୀ ପ୍ରେମ ଦୁନିଆରେ ବହୁତ ନିୟାରା ଅଟେ, ଭାଇ ଭଉଣୀ ର ଏମିତି ଗୋଟେ ସମ୍ପର୍କ ଯେଉଁଠି ଭାଇ ଭଉଣୀ ଦୁହେଁ ଦୁହିଙ୍କ ପାଇଁ ଜୀବନ ମଧ୍ୟ ଦେଇ ଥାନ୍ତି । ରକ୍ଷାବନ୍ଧନ ପର୍ବ ବିଷୟରେ ସମସ୍ତେ ଜାଣିଛନ୍ତି ଏହି ପର୍ବ ରେ ଗୋଟେ ଭଉଣୀ ନିଜ ଭାଇକୁ ରାଖି ବାନ୍ଧି ଥାଏ ଏବଂ ଭାଇ ନିଜ ଭଉଣୀ କୁ ପ୍ରତେକ ସମସ୍ୟାରୁ ଉଧାର କରିବେ ବୋଲି ବଚନ ଦେଇ ଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏମିତି ଗୋଟେ ଭାଇ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଭଉଣୀ ପାଇଁ କିଛି ଏମିତି କଲେ ଯାହା ଦେଖି ଲୋକ ଡଋ ଯାଇଛନ୍ତି ।
ଭଉଣୀ ଉପରେ ଖରାପ ନଜର ପକଉଥିବା ଲୋକକୁ କଲେ ହତ୍ୟା :
ଏହି ଘଟଣା ରାଜସ୍ଥାନ ର ଭିବାଡି ଜାଗାର ଅଟେ, ଏଠାରେ ଗୋଟେ ଭାଇ ନିଜ ଭଉଣୀ ପାଇଁ ଗୋଟେ ବ୍ୟକ୍ତି ର ହତ୍ୟା କରି ଦେଇଛି । ଖବର ଅନୁଯାଇ ଏହି ଭାଇ ଉତ୍ତର ପ୍ରଦେଶ ର ନିବାଶି ଅଟେ ଏବଂ ମୃତ ବ୍ୟକ୍ତି ପିଛା କରି ରାଜସ୍ଥାନ ପହଞ୍ଚିଲା ଏବଂ ଗୁଳି ମାରି ଲୋକର ହତ୍ୟା କଲା । ଘଟଣା ସମ୍ପୂର୍ଣ କଥା ସେତେବେଳେ ଜଣା ପଡିଲା ଯେତେବେଳେ ପୋଲିସ ଅପରାଧୀକୁ ଗିରଫତାର କଲେ ।
ସମ୍ପୂର୍ଣ ଘଟଣା :
କୁହା ଯାଉଛି ଯେ ମୃତ ତାନ୍ତ୍ରିକ ନା ଚନ୍ଦ୍ରପାଲ ଯାଦବ ଥିଲା ଯିଏ ଉତ୍ତର ପ୍ରଦେଶ ରେ ଗୋଟେ ଆଶ୍ରମ ଚଲଉଥିଲା । ସେହି ଆଶ୍ରମରେ ଗୋଟେ ଦିନ ଆରୋପି ଭଉଣୀ ତାନ୍ତ୍ରିକକୁ ଦେଖା କରିବା ପାଇଁ ଗଲେ ଏବଂ ତା ପରେ ତାନ୍ତ୍ରିକ ନଜର ଆରୋପି ଭଉଣୀ ଉପରେ ଥିଲା । କିଛି ଦିନ ପରେ ଏହି ଖବର ଆରୋପି କାନକୁ ବାଜିଲା ଯାହା ପରେ ଆରୋପି ତାନ୍ତ୍ରିକକୁ ମାରିବା ପାଇଁ ସୁଯୋଗ ଖୋଜିବା ଆରମ୍ଭ କଲେ ଏବଂ ସୁଯୋଗ ପାଇ ତାନ୍ତ୍ରିକ ଚନ୍ଦ୍ରପାଲ କୁ ଗୁଳି ମାରି ହତ୍ୟା କରି ଦେଲେ । କହିଆକୁ ଗଲେ ବର୍ତମାନ ଆରୋପି ପୋଲିସ ଗିରଫ ରେ ଅଛି ଏବଂ ତା ଉପରେ ଆଇନ ଗତ କାର୍ଯ୍ୟକାରୀ କରା ଯାଉଛି