ମନୋରଞ୍ଜନ

ସାଥି ଥିଲେ ସଂସାର, ନହେଲେ ସବୁ ଅସାର, ଆପଣ ବି ଭାବୁକ ହେଇଯିବେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶୁଣିଥିବେ କି ଏକତା ହିଁ ବଳ । ତେବେ ଏକତାର ମୂଲ୍ୟ ବହୁତ ଅଧିକ । ଏକତା ହେଉଛି ପ୍ରତ୍ୟେକର କାମ୍ୟ ଓ ସଂହତି ହେଉଛି ପ୍ରତ୍ୟେକର ଧର୍ମ । ତେବେ ମଣିଷ ଏକାଠି ରହିଲେ ବିଭିନ୍ନ ସମସ୍ୟାର ସହଜରେ ସମାଧାନ ହୋଇପାରିଥାଏ । ତେଣୁ କୁହାଯାଏ ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି । ତେବେ ଯେପରି ଆମ ଦେଶ ଭାରତ ବିବିଧତାରେ ଏକତା ଆମର ପରିଚୟ । ଏକତା ହିଁ ଆମକୁ ଅପରାଜେୟ , ଅସାଧାରଣ, ଅଦ୍ୱିତୀୟ କରାଇ ପାରିବ ।

ତେବେ ବ୍ୟକ୍ତି ବିଶେଷ ପାଇଁ ଯାହା ପର୍ବତ ତୁଲ୍ୟ ପ୍ରତୀୟମାନ ହୁଏ ତାହା ପକ୍ଷେ ତାହା ସାମାନ୍ୟ ପ୍ରସ୍ତର ଖଣ୍ଡ ରୂପରେ ବିବେଚିତ ହୋଇଥାଏ । ମନୁଷ୍ୟ ଆଜି ଯଦି ସମାଜ ଗଠନ କରି ନଥାନ୍ତା ବା ସଙ୍ଘବନ୍ଧ ହୋଇ ସଂଗ୍ରାମ କରିବାକି ଶିଖୀ ନଥାନ୍ତା ତେବେ ସେ ବହୁ ଇତର ପ୍ରାଣୀଙ୍କ ଦ୍ୱାରା ସେ କବଳିତ ହୋଇ ନିଜର ସତ୍ତା ହରାଇ ବସନ୍ତାଣୀ ।

ତେବେ ବର୍ତ୍ତମାନ ଆପଣ ସୋସିଆଲ ମିଡ଼ିଆ ବିଷୟରେ ନିଶ୍ଚିତ ଅବଗତ ଥିବେ । ତେବେ ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟି ଯାଉଛି ।  ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛ

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ବର୍ତ୍ତମାନ ଏକତା ହିଁ ବଳ ର ପରିଚୟ ଏବଂ ପ୍ରମାଣ ଦେଇ ଏକ ଭିଡିଓ ଖୁବ ଭାଇରାଲ ହେଉଛି ତେବେ ଭିଡିଓ ରେ ଦେଖିବାକୁ ମିଳିଛି କି ଏକ କାଂଥ ରେ କିଛି ଯିବ ଚଢ଼ିବାକୁ ଚେଷ୍ଟା କରୁଛନ୍ତି ତେବେ ଏକୁଟିଆ ଚଢି ପାରୁ ନାହାଁନ୍ତି କିନ୍ତୁ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରି କାଂଥ ଉପରକୁ ଚଢ଼ିବା ରେ ସାହାର୍ଯ୍ୟ କରୁଛନ୍ତି କେତେବେଳେ ଠେଲି କରି ତ କେତେବେଳେ ପାଟିରେ କାମୁଡି । ତେବେ ଏହି ପରି ଭାବରେ ସମସ୍ତେ ସେହି କାଂଥ କୁ ପାରି କରି ଦେଉଛନ୍ତି ।

ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଖୁବ ଭାଇରାଲ ହେବାରେ ଲାଗିଛି ତେବେ ଲୋକମାନେ ମଧ୍ୟ ଏହି ଭିଡିଓ କୁ ଖୁବ ପସନ୍ଦ କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଯେଉଁଠି ଝଗଡା,ହତ୍ୟା, କଳହ ଲାଗି ରହୁଛି ସେଇଠି ଏହି ପଶୁମାନେ ନିଜ ଏକତା ବଳ ରେ ସବୁ କାର୍ଯ୍ୟ ରେ ସଫଳ ହୋଇ ପାରୁଛନ୍ତି ତେବେ ମଣିଷ ମଧ୍ୟ ତାଙ୍କ ଠାରୁ କିଛି ଶିଖିବା ଆବଶ୍ୟକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button