କେଉଁ ମାସରେ ଘର ତିଆରି କଲେ ବଢିଥାଏ ଧନ ସମ୍ପତ୍ତି ଓ କେଉଁ ମାସରେ ଘର କଲେ ଆସିଥାଏ ଦରିଦ୍ରତା ?
ସମସ୍ତକର ସାମାନ୍ୟ ଆଶା ଥାଏ । ଯେ ନିଜଘର କରିବାର । ଏହା ପାଇଁ ମଣିଷ ଅକଳାନ୍ତ ପରିଶ୍ରମ କରିଥାଏ । ଦିନ ରାତି କୁ ବାଦ ଦେଇ ନିଜର ସ୍ଵପ୍ନକୁ ସାକାର କରିବାରେ ଲାଗିଥାଏ । ଏହି ଆଶା ପାଇଁ ଅର୍ଥର ଆବଶ୍ୟକତା ରହିଥାଏ । ଯେବେ ଏହି ଅର୍ଥର ଆବଶ୍ୟକତା ପୂରଣ ହୋଇଯାଏ । ତେବେ ସେ ଘରକୁ ତିଆରି କରିବାର ପଦ୍ଧତି କୁ ଆରମ୍ଭ କରିଥାଏ । ଆଜି ମୁ ଆପଣମାନକୁ କହିବାକୁ ଯାହୁଛି ଏକ ଗୁରୁତପୂର୍ଣ କଥା ।
ଘର ତିଆରିକୁ ନେଇ ଲୋକମାନେ ଅନେକ କଳ୍ପନା କରିଥାନ୍ତି । ମାତ୍ର କେଉ ମାସରେ ଘରେ ତିଆରି କଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମୁ ଆପଣକୁ କହିବି । ଏହା ବ୍ୟତିତ ଘର ତିଆରି ସମୟର କିଛି ଗୁଡାଏ ଗୁରୁତପୂର୍ଣ କଥା ଜାଣିବା । ଯଦି ଆପଣ ଘର ତିଆରି କରିବାକୁ ଚାହୁଛନ୍ତି । ତେବେ ବାସ୍ତୁ ବିଚାର ଅନୁସାରେ ତିଆରି କରନ୍ତୁ ।
ଏହା ଛଡା ମୁ ଆପଣାକୁ ଘର କେଉ ମାସରେ କଲେ ଶୁଭ ହୋଇଥାଏ ତାହା କହିବି । ଘର ତିଆରି କରିବାରେ ଗୁରୁତପୂର୍ଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାର ଯଦି ଠିକ ଦିଗକୁ ରହିଥାଏ ତେବେ ଘରର ଉନତି ହୋଇଥାଏ । ଘରର ମୁଖ୍ୟ ଦ୍ଵାର ସବୁ ବେଳେ ପୂର୍ବ ମୁଖ ବା ଉତ୍ତର ମୁଖ ରହିବା ଠିକ । ଏହା ସବୁଠାରୁ ଭଲ ହୋଇଥାଏ । ଏବେ ଚଲାନ୍ତୁ ଜାଣିବା କେଉ ମାସରେ ଘର କଲେ କଣ ଘଟଣା ଘଟିବ ।
ମାସରେ ଯଦି ଘର ତିଆରି ଆରମ୍ଭ କରୁଛନ୍ତି ତେବେ ଧନ ସମ୍ପତି ର ବୃଦ୍ଧି ହୋଇଥାଏ । ଆପଣ ଦେଖିବେ ଆପଣମାନକର ଉନତି ହେବ ।ଫେବୃୟାରୀ ମାସରେ ଯଦି ଘର ତିଆରି କରୁଛନ୍ତି । ତେବେ ଘରର ମୁଖ୍ୟକ ମୃତ୍ୟୁ ଘର ତିଆରିରେ ବାଦା ସୃଷ୍ଟି କରିଥାଏ । ତେଣୁ କରି ଭୁଲକରି ଏଇ ମାସରେ ଘର ତିଆରି କରିବା ଅନୁଚିତ ଅଟେ ।
ଆଷାଢ ମାସରେ ଘର ତିଆରି ଆରମ୍ଭ କଲେ ଧନ ପ୍ରାପ୍ତିର ଯୋଗ ବନିଥାଏ । ଶ୍ରାବଣ ମାସରେ ଯଦି ଘର ତିଆରି ଆରମ୍ଭ କରିବେ । ତେବେ ଆପଣକର ସବୁ କମ ସିଦ୍ଧ ହେବ । ଭାଦ୍ରବ ମାସରେ ଘର କଲେ ମଧ୍ୟ ଆପଣକର ସବୁ କମ ସଫଳ ହେବ । ଆଶ୍ଵିନ ମାସରେ ଘର କଲେ ଏବଂ ଅନ୍ୟ କୋଣସି କାର୍ଯ୍ୟ ଆରମ୍ଭ କଲେ । କାୟା ନଷ୍ଟ ଓ ରୋଗ ବୃଦ୍ଧି ହେବ ।