ଦେଶ- ବିଦେଶ

IAS ଇନ୍ଟରଭ୍ୟୁ ର ଏମିତି କିଛି ପ୍ରଶ୍ନ, ଯାହା ଶୁଣି ସ୍ତବ୍ଦ ହୋଇଯିବେ ଆପଣ

ଏହା ସମସ୍ତେ ଜାଣିଛନ୍ତି କି ଆଇଏସ ପରୀକ୍ଷା ପାସ କରିବା ସମସ୍ତଙ୍କ ହାତରେ ନାହିଁ, ଏହା ଛଡା ଯଦି କୌଣସି ଲୋକ ଆଇଏସ ପରୀକ୍ଷା ପାସ କରି ଦିଏ ତେବେ ବି ସେହି ଲୋକ ଇଣ୍ଟରଭ୍ୟୁ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଆଇଏସ ଇନ୍ଟରଭ୍ୟୁ ରେ ବହୁତ କଷ୍ଟ ଏବଂ ଆଶ୍ଚର୍ଯ୍ୟ ପ୍ରଶ୍ନ ପଚରା ଯାଏ ଯାହା ସାମାନ୍ୟ ଲୋକ ସୁଣିଲେ ନିଜ ମୁଣ୍ଡ ପିଟିବେ । ଯଦି ଆମେ ଏହା କହିବୁ ଯେ ପ୍ରଶ୍ନ ସାମାନ୍ୟ ଥାଏ କିନ୍ତୁ ଏହା ଉତ୍ତର ଟେଢା ଥାଏ ତେବେ କିଛି ଭୁଲ ହବ ନାହିଁ ।

ଆଜି ଆମେ ଆପଣଙ୍କୁ ୟୁଟୁବ ର ଏମିତି ଗୋଟେ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଆଇଏସ ଇନ୍ଟରଭ୍ୟୁ ରେ ପଚରା ଯାଇଥିଲା ଓ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଏହି ପ୍ରଶ୍ନ ଗୁଡିକ ରେ ଗୋଟେ ପ୍ରଶ୍ନ ବହୁତ ଅଜିବ ଥିଲା, ଆଜ୍ଞା ହଁ ପ୍ରଶ୍ନ କିଛି ଏମିତିକା ଥିଲା “ଝିଅ ଦେହର ଏମିତି କେଉଁ ଅଙ୍ଗ ଅଛି ଯାହା ଆପଣ ଖାଇ ପାରିବେ ?”  ଏଥର ଆପଣ କୁହନ୍ତୁ ଏହି ପ୍ରଶ୍ନ ଉତ୍ତର ଆପଣଙ୍କ ପାଖରେ ଅଛି ? ପ୍ରଶ୍ନ ଶୁଣି ଆପଣଙ୍କୁ ମଧ୍ୟ ଅଜିବ ଲାଗି ଥିବ କିନ୍ତୁ ଆଇଏସ ଇନ୍ଟରଭ୍ୟୁ ରେ ଏମିତି ପ୍ରକାର ପ୍ରଶ୍ନ ଉତ୍ତର ଦବାକୁ ପଡି ଥାଏ । ଏହି ପ୍ରଶ୍ନ ଶୁଣି ଆପଣ ଭାବୁ ଥିବେ ଏମିତି ପ୍ରକାର ପ୍ରଶ୍ନ କେହି କେମିତି ପଚାରି ପାରେ କିନ୍ତୁ ଆଇଏସ ଇନ୍ଟରଭ୍ୟୁ ରେ ଏମିତି ଅଡୁଆ ପ୍ରଶ୍ନ ପଚରା ଯାଏ ।

 

ଏହା ଛଡା ମଧ୍ୟ କେତେକ ଏମିତି ପ୍ରଶ୍ନ ଅଛି ଯାହା ସୁଣିଲେ ଆପଣ ମୁଣ୍ଡ ବାଡେଇବେ, କିନ୍ତୁ ଏହି ପରି ଅଡୁଆ ପ୍ରଶ୍ନ ପାଇଁ ଏବଂ ଏହା ଉତ୍ତର ପାଇଁ ଆପଣଙ୍କୁ ୟୁଟୁବ ଭିଡିଓ ଦେଖିବା ଆବଶ୍ୟକ ଅଟେ । ଭିଡିଓ ଦେଖି ଆପଣ ଜାଣି ପାରିବେ ଆଇଏସ ହବା କେତେ କଷ୍ଟକର ଅଟେ ।

 

ସେଥିପାଇଁ ବହୁତ କମ ଲୋକ ଏମିତି ଥାନ୍ତି ଯିଏ ଆଇଏସ ପରୀକ୍ଷା ଓ ଆଇଏସ ଇନ୍ଟରଭ୍ୟୁ ଦୁଇଟି ରେ ସଫଳ ହୁଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button