ଟସ୍ ଜିତିଲା ଭାରତ: ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]
ନ୍ୟୁୟର୍କ: ଟି-୨୦ ବିଶ୍ବକପ୍ର ୨୫ତମ ମ୍ୟାଚ୍ରେ ଗ୍ରୁପ୍-ଏ ରେ ଭାରତ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଅଧିନାୟକ ମୋନାଙ୍କ ପଟେଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
Team India fans, ASSEMBLE!
Comment a ‘💙’ to cheer for the Men in Blue as they face the USA 😍
USA 🆚 INDIA | LIVE NOW | #T20WorldCupOnStar pic.twitter.com/6LX14BbJik
— Star Sports (@StarSportsIndia) June 12, 2024
ଟିମ୍ ଇଣ୍ଡିଆ ସ୍କ୍ବାଡ୍ରେ ରୋହିତ ଶର୍ମା (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ବିରାଟ କୋହଲି , ସୂର୍ଯ୍ୟକୁମାର ଯାଦବ , ଶିବମ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଅକ୍ଷର ପଟେଲ , ଜସପ୍ରୀତ ବୁମ୍ରା , ଅର୍ଶଦୀପ ସିଂ , ମହମ୍ମଦ ସିରାଜ , ଯୁଜବେନ୍ଦ୍ର ଚହଲ , ସଞ୍ଜୁ ସାମସନ୍ ପ୍ରମୁଖ ଅଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ସ୍କ୍ବାଡ୍ରେ ମୋନାଙ୍କ ପଟେଲ (ଅଧିନାୟକ ଏବଂ ୱିକେଟ କିପର) , ଷ୍ଟିଭେନ୍ ଟେଲର , ଆଣ୍ଡ୍ରିସ୍ ଗୋସ୍ , ଆରୋନ ଜୋନ୍ସ , ନୀତୀଶ କୁମାର , କୋରେ ଆଣ୍ଡରସନ , ହରମିତ ସିଂ , ଜସଦୀପ ସିଂ , ନୋଷ୍ଟୁଶ କେଞ୍ଜିଜେ , ସୌରଭ ନେଟ୍ରାଭାଲକର , ଅଲି ଖାନ , ନିସର୍ଗ ପଟେଲ , ଶାୟାନ ଜାହାଙ୍ଗୀର , ମିଲିନ୍ଦ କୁମାର , ଶ୍ୟାଡଲି ଭାନ ଶାଲକୱାଇକ ପ୍ରମୁଖ ରହିଛନ୍ତି।
[ad_2]




